ଚିଲିକା,୧୪।୧: ପ୍ରତିବର୍ଷ ପରି ଚଳିତ ବର୍ଷ ମକର ସଂକ୍ରାନ୍ତି ଉପଲକ୍ଷେ ଚିଲିକା ଅଂଚଳର ବିଭିନ୍ନ ଦେବାଳୟ ମାନଙ୍କରେ ପ୍ରାତଃ ସମୟରେ ମକର ଭୋଗ ହେବା ସହ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଠାକୁର ଦର୍ଶନ ନିମନ୍ତେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।ଏପରିକି ମକର ସଂକ୍ରାନ୍ତି ଉପଲକ୍ଷେ ବିଭିନ୍ନ ସ୍ଥାନରେ ଯାନିଯାତ୍ରା ଅନୁଷ୍ଠିତ ହୋଇଥିଲା।ସକାଳ ସମୟରେ ବଦପଦରସ୍ଥ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଦେବ, ଶ୍ରୀଜଗନ୍ନାଥ ଦେବ, ଜଗତି ମହାବୀର ଓ ଶ୍ରୀରାମ ମନ୍ଦିରରେ ଠାକୁର ଦର୍ଶନ ନିମନ୍ତେ ପ୍ରବଳ ଭିଡ଼ ଲାଗିରହିିଥିଲା।ସେହିପରି… Continue reading ଚିଲିକା ଅଞ୍ଚଳର ବିଭିନ୍ନ ଦେବାଳୟ ମାନଙ୍କରେ ମକର ଉତ୍ସବ ପାଳିତ
ଚିଲିକା ଅଞ୍ଚଳର ବିଭିନ୍ନ ଦେବାଳୟ ମାନଙ୍କରେ ମକର ଉତ୍ସବ ପାଳିତ