ଚିଲିକା,୧୫।୧/: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ସ୍ଥିତ ନୀଳକଣ୍ଠ ସରକାରୀ ହାଇସ୍କୁଲ ଓ ନୀଳକଣ୍ଠ ନୋଡାଲ ସ୍କୁଲ ପ୍ରତିଷ୍ଠାତା ତଥା ଓଡ଼ିଶାର ବିଶିଷ୍ଟ ସଂକୀର୍ତ୍ତନ ବିଶାରଦ ସ୍ବର୍ଗତ ନୀଳକଣ୍ଠ ସେନାପତିଙ୍କ ୧୨୧ତମ ଜନ୍ମଜୟନ୍ତୀ ଅବସରରେ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ସ୍ବର୍ଗତ ସେନାପତିଙ୍କ ସୁପୁତ୍ର ତଥା ଅଞ୍ଚଳର ବରିଷ୍ଠ ଚିକିତ୍ସକ ଡ଼ଃ ମଧୁସୂଦନ ସେନାପତିଙ୍କ ସଭାପତିତ୍ବରେ ତଥା ପ୍ରଧାନଶିକ୍ଷକ ଦିବାକର ମିଶ୍ରଙ୍କ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ବୈଠକରେ ମୁଖ୍ୟଅତିଥି ଭାବେ ସତ୍ୟ… Continue reading ବଉଳାବନ୍ଧ ନୀଳକଣ୍ଠ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତାଙ୍କ ୧୨୧ତମ ଜନ୍ମଜୟନ୍ତୀ ଓ ସମ୍ବର୍ଦ୍ଧନା ଉତ୍ସବ
ବଉଳାବନ୍ଧ ନୀଳକଣ୍ଠ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତାଙ୍କ ୧୨୧ତମ ଜନ୍ମଜୟନ୍ତୀ ଓ ସମ୍ବର୍ଦ୍ଧନା ଉତ୍ସବ