ଶାନ୍ତିସ୍ତୁପ ପାଦଦେଶରେ ନିର୍ମାଣ ହେବ “ତର୍ପଣ ଶିଳାସ୍ତମ୍ଭ”

ବାଲିଅନ୍ତା ,୨୭|୪ (ଗୋବର୍ଦ୍ଧନ ଦାସ):ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳି ପାଦ ଦେଶରେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ମାଣ ହେବ “ତର୍ପଣ ଶିଳାସ୍ତମ୍ଭ” l କଳିଙ୍ଗ ଯୁଦ୍ଧରେ ମୃତ୍ୟୁବରଣ କରିଥିବା କଳିଙ୍ଗର ବୀର ସୈନିକ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏବଂ ଵୀରତ୍ୱର ଗାଥାକୁ ଉଜ୍ଜୀବିତ କରିବା ଏବଂ ସେମାନଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଏହି ସ୍ତମ୍ଭ ନିର୍ମାଣ କରାଯିବ l ଇତିହାସର ସେହି ଲୋମହର୍ଷଣକାରୀ ଯୁଦ୍ଧର ସ୍ମାରକୀ ସ୍ୱରୂପ ଏହି ସ୍ମୃତିସ୍ତମ୍ଭ… Continue reading ଶାନ୍ତିସ୍ତୁପ ପାଦଦେଶରେ ନିର୍ମାଣ ହେବ “ତର୍ପଣ ଶିଳାସ୍ତମ୍ଭ”

ଭାରତୀୟ ନ୍ୟାୟ ସଂହିତା ଉପରେ ବେଗୁନିଆ ଥାନା ତରଫରୁ ବିଭିନ୍ନ ବିଦ୍ୟାଳୟରେ ପ୍ରତିଯୋଗୀତା l

ଚିଲିକା,୨୭।୪:-ବେଗୁନିଆ ଥାନା ତରଫରୁ ଥାନା ଅଧିକାରୀ କାହ୍ନୁଚରଣ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ସହଯୋଗରେ ବେଗୁନିଆ ବୋଲଗଡରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଭାରତୀୟ ନ୍ୟାୟସଂହିତା ପ୍ରସଙ୍ଗ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବୋଲଗଡ ମଣ୍ଡଳ ଅନ୍ତର୍ଗତ ପିଚୁକୁଳିର ପ୍ରଧାନଶିକ୍ଷକ ସୁଧୀର କୁମାର ସେଠୀ, ଦେଉଳିସ୍ଥିତ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ଦେଇ ଏବଂ ବେଗୁନିଆସ୍ଥିତ ପିଏମଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ… Continue reading ଭାରତୀୟ ନ୍ୟାୟ ସଂହିତା ଉପରେ ବେଗୁନିଆ ଥାନା ତରଫରୁ ବିଭିନ୍ନ ବିଦ୍ୟାଳୟରେ ପ୍ରତିଯୋଗୀତା l

ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଲାଗି ସଫେଇ କାର୍ଯ୍ୟ ଅନୁଷ୍ଠିତ

ଭୂବନ, (ବିମଳ କୁମାର ରଣାଙ୍କ ରିପୋର୍ଟ): ରାମ ନବମୀରେ ଓଡ଼ିଶ ଗ୍ରାମରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଓ ଶ୍ରୀବିଗ୍ରହ ଆନୁଷ୍ଠାନିକ ଭାବେ ପ୍ରତିଷ୍ଟା କରାଯିବାର ଜଣାପଡିଛି। ଗ୍ରାମର ସମସ୍ତ ଲୋକେ ଏକତ୍ରିତ ହୋଇ ଏହାକୁ ଏକ ଉତ୍ସବ ଭାବେ ପାଳନ କରିବାକୁ ଯାଉଛନ୍ତି। ଗ୍ରାମରେ ପ୍ରଭୁ ରାମଙ୍କ ପ୍ରତିମୂର୍ତିଙ୍କୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଅଣାଯାଇଥିବା ଦେଖିିବାକୁ ମିଳିଥିବାବେଳେ ସମସ୍ତ ଗ୍ରାମବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଅବସରରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରାଙ୍ଗଣ ଓ… Continue reading ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଲାଗି ସଫେଇ କାର୍ଯ୍ୟ ଅନୁଷ୍ଠିତ

ଭୁବନେଶ୍ୱର ବ୍ଲକ ଅଧିନ ଧଉଳି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ

ବାଲିଅନ୍ତା,୨୩|୩):ଭୁବନେଶ୍ୱର ବ୍ଲକ ଅଧିନ ଧଉଳି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଆଜି ବୁଲି ଦେଖିଛନ୍ତି ପଡୋଶୀ ଆନ୍ଧ୍ରପ୍ରଦେଶର ୩୫ ଜଣ ପ୍ରଶାସନିକ ସେବା ବା ବ୍ଲକ ଉନ୍ନୟନ ଅଧିକାରୀ l ସେମାନେ ପହଞ୍ଚିବା ପରେ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତଂ କରାଯାଇଥିଲା l ପରେ ସେମାନେ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବା ସହ ସେଗୁଡିକର କାର୍ଯ୍ୟକ୍ଷମ ଉପରେ ଦୃଷ୍ଟି ଦେଇଥିଲେ l ଏଥିସହ ନିର୍ମାଣଧିନ ପ୍ରକଳ୍ପ ଗୁଡିକ ଦେଖିଥିଲେ… Continue reading ଭୁବନେଶ୍ୱର ବ୍ଲକ ଅଧିନ ଧଉଳି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ

ବଳଦିଆମାଲ ସ୍କୁଲର ପ୍ରଧାନ ଶିକ୍ଷକ କୋର୍ଟ ଚାଲାଣକୁ ନେଇ ତାଙ୍କ ପତ୍ନୀଙ୍କ ଥାନାରେ ଲିଖିତ ଅଭିଯୋଗ

କଳାହାଣ୍ଡି,୨୨|୮(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଳଦିଆମାଲ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଅଭିଯୋଗକୁ ନେଇ ପ୍ରଧାନ ଶିକ୍ଷକ ଗିରଫ ହୋଇ କୋର୍ଟ ଚାଲଣା ହୋଇଥିବାର ଦେଖା ଦେଇଛି l କିନ୍ତୁ ପ୍ରଧାନ ଶିକ୍ଷକଙ୍କ ଧର୍ମ ପତ୍ନୀ ସୁମିତ୍ରା ମେହେର ଏକ ଚାଞ୍ଚଲ୍ୟ ସୃଷ୍ଟି କଲା ଭଳି ଅଭିଯୋଗ ସେହି ବଳଦିଆମାଲ ଗ୍ରାମ ସ୍କୁଲର ତିନି ଜଣ ଶିକ୍ଷକ ତଥା ଯିଶୁରାମ ଗୋପାଳ , ଓମ୍ ପ୍ରସାଦ ମେହେର, ସାମନ୍ତ… Continue reading ବଳଦିଆମାଲ ସ୍କୁଲର ପ୍ରଧାନ ଶିକ୍ଷକ କୋର୍ଟ ଚାଲାଣକୁ ନେଇ ତାଙ୍କ ପତ୍ନୀଙ୍କ ଥାନାରେ ଲିଖିତ ଅଭିଯୋଗ

ରାଜ୍ୟ ପାଲା ଗାୟକ ପରିଷଦ ପକ୍ଷରୁ ଆଦର୍ଶ ସମାଜସେବୀ ସମ୍ମାନ

State Youth Singers Council awards exemplary social worker award

ଚିଲିକା,୧୫/୧: ଧର୍ମ ଓ ସଂସ୍କୃତିର ରକ୍ଷକ ଉତ୍କଳୀୟ ପାଲାର ପ୍ରମୁଖ ସଂଗଠନ “ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦ”ର ଶ୍ରୀକ୍ଷେତ୍ର ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ୪୭ତମ ବାର୍ଷିକ ସମ୍ମିଳନୀ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମର ବରିଷ୍ଠ ମୁଣ୍ମୟୀ ଶିଳ୍ପୀ ତଥା ସମାଜସେବୀ ଅଖିଳ କୁମାର ପଲାଇଙ୍କୁ “ଆଦର୍ଶ ସମାଜସେବୀ ସମ୍ମାନ”ରେ ସମ୍ମାନିତ କରାଯାଇଅଛି | ପରିଷଦର ମୁଖ୍ୟ ସାଂସ୍କୃତିକ ସମ୍ପାଦକ ତଥା ଗାୟକ ବାଚସ୍ପତି ପଣ୍ଡିତ ବନବିହାରୀ… Continue reading ରାଜ୍ୟ ପାଲା ଗାୟକ ପରିଷଦ ପକ୍ଷରୁ ଆଦର୍ଶ ସମାଜସେବୀ ସମ୍ମାନ

You cannot copy content of this page