ପଣ୍ଡିଗାଁ ଗୌନ୍ତିଆ ପଡା ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ଗୁରୁତର

କଳାହାଣ୍ଡି୧୬/୦୧(ପ୍ୟାରିଲାଲ ଦୁର୍ଗା): କଲମପୁର ଥାନା ଅର୍ନ୍ତଗତ ପଣ୍ଡିଗାଁ ଗୌନ୍ତିଆ ପଡା ନିକଟରେ ଏକ ଅଜଣା ଗାଡି ଧକ୍କାରେ ଦୁଇଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ମାନେ ହେଲେ ପାତ୍ରବସା ଗ୍ରାମର ବଳଦେବ ମାଝି (୫୪) ଓ ଅନ୍ୟଜଣେ ହେଲେ ବରଦୋଳି ଗ୍ରାମର ବନ ବିହାରି (୬୫) ବୋଲି ଜଣା ପଡିଛି। କୌଣସି ଏକ ଅଜଣା ଗାଡି ଏମାନଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିବା ବେଳେ ବଳଦେବ ମାଝିଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ କଲମପୁର… Continue reading ପଣ୍ଡିଗାଁ ଗୌନ୍ତିଆ ପଡା ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ଗୁରୁତର

ଦଶପୁର ବନପାଲ ଙ୍କ ଦ୍ଵାରା ମହିମା ସାଗରରେ ପକ୍ଷୀ ଗଣନା ଆରମ୍ଭ

କଳାହାଣ୍ଡି, ୧୬/୧(ପ୍ୟାରିଲାଲ ଦୁର୍ଗା): ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତି ବର୍ଷ ଜାନୁୟାରୀ ମାସରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇ ଥିଲା ବେଳେ ଚଳିତ ବର୍ଷରେ ମଧ୍ୟ ଜାନୁୟାରୀ ମାସର ଦିତୀୟ ସପ୍ତାହରୁ ଆସନ୍ତା ତା ୧୮/୧/୨୫ ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେଉଛି ବୋଲି ବନପାଲ ଛାତ୍ରୀ ମାନଙ୍କୁ ସୁଚନା ଦେଇ ଥିଲେ,,ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେ ଗାଁ ରେଞ୍ଜ ଅଧିନରେ ଥିବା ଦଶ ପୁର ବନପାଲ ପ୍ରଦୀପ… Continue reading ଦଶପୁର ବନପାଲ ଙ୍କ ଦ୍ଵାରା ମହିମା ସାଗରରେ ପକ୍ଷୀ ଗଣନା ଆରମ୍ଭ

ଆଦର୍ଶ ବିଦ୍ୟାଳୟରେ ବନ ବିଭାଗ ତରଫରୁ ପକ୍ଷୀଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

କଳାହାଣ୍ଡି,୧୬/୧(ପ୍ୟାରିଲାଲ ଦୁର୍ଗା): ଶୀତ ଋତୁ ଆସିଲେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଥାଏ। ପକ୍ଷୀଙ୍କ ବିଷୟରେ ଅବଗତ କରାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି।ଏହି ପାରିପେଖି ରେ ଆଜି କଳାହାଣ୍ଡି ଜିଲ୍ଲା ଦକ୍ଷୀଣ ବନାଞ୍ଚଳ ଅଧିନସ୍ତ କଲମପୁର ବନପାଳ ଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ କଲମପୁର ଆଦର୍ଶ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି। ଗୁରୁବାର କଲମପୁର ବନପାଳ ଏକାଦଶୀ ନାଏକ ଙ୍କ ନେତୃତ୍ୱରେ ଏକଦଳ ଆଦର୍ଶ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ… Continue reading ଆଦର୍ଶ ବିଦ୍ୟାଳୟରେ ବନ ବିଭାଗ ତରଫରୁ ପକ୍ଷୀଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ଅରୋଶିଖା ପକ୍ଷରୁ ଦିବ୍ୟାଙ୍ଗ ଙ୍କୁ ସହାୟତା

ବାଲିଅନ୍ତା, 16/01/25: ସାମାଜିକ ଅନୁଷ୍ଠାନ ଅରୋଶିଖା ପକ୍ଷରୁ ବାଲିଅନ୍ତା ବ୍ଲକ ର ପ୍ରାୟ 35 ଜଣ ଦିବ୍ୟାଙ୍ଗ ପିଲାମାନଙ୍କୁ ଶୁଖିଲା ଖାଦ୍ୟ, ଶୀତବସ୍ତ୍ର, ଖେଳ ବଲ ପ୍ରମୁଖ ଅନୁଷ୍ଠାନର ଉପାଧ୍ୟକ୍ଷ ତଥା ଦିବ୍ୟାଙ୍ଗ ସାଥି ଚନ୍ଦ୍ର ପ୍ରକାଶ ଓ ଅନୁଷ୍ଠାନର ସମ୍ପାଦକ ପଦ୍ମ ଚରଣ ମହାପାତ୍ର ବଣ୍ଟନ କରିଥିଲେ I ଅସହାୟ ଓ ଅଭାବୀଙ୍କ ସେବା ମାଧବଙ୍କ ସେବା ସହିତ ସମାନ ବୋଲି ମତବ୍ୟକ୍ତ କରିବା ସହିତ ଆଗକୁ ଏହି ପ୍ରୟାସ ବାଲିପାଟଣା ବ୍ଲକ ସହ ବିଭିନ୍ନ… Continue reading ଅରୋଶିଖା ପକ୍ଷରୁ ଦିବ୍ୟାଙ୍ଗ ଙ୍କୁ ସହାୟତା

You cannot copy content of this page