ଦାରିଙ୍ଗବାଡି , ତା 8/02/25: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ଗ୍ରାମ ପଞ୍ଚାୟତର ବିଜାଲି ଗ୍ରାମରେ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଖଣି ସର୍ଭେ ନେଇ ଅନେକ ଆଶଙ୍କା ସୃଷ୍ଟି ହୋଇଛି I ଗ୍ରାମବାସୀଙ୍କୁ କୌଣସି ସୂଚନା ନ ଦେଇ ଗ୍ରାମରେ କିଛି ଅଜଣା ବ୍ୟକ୍ତି ପହଞ୍ଚି ନିକଟସ୍ଥ ଗାଁ ର କିଛି ଦିନ ମଜୁରିଆଙ୍କୁ ଧରି ସର୍ଭେ ଚଳାଇଥିବାରୁ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି I ଗାଁ ଲୋକମାନେ ଏପରି ସର୍ଭେକୁ… Continue reading ଗ୍ରାମସଭାର ଅନୁମୋଦନ ବିନା ଖଣି ସର୍ଭେ ବନ୍ଦ କର – ବିଜାଲୀ ଗ୍ରାମବାସୀଙ୍କ ଦାବି
ଗ୍ରାମସଭାର ଅନୁମୋଦନ ବିନା ଖଣି ସର୍ଭେ ବନ୍ଦ କର – ବିଜାଲୀ ଗ୍ରାମବାସୀଙ୍କ ଦାବି
