ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀ ଆତଙ୍କ

ଦାରିଙ୍ଗବାଡି ) ତା : ୧୨/୨: ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀ ଆତଙ୍କ ଦେଖିବାକୁ ମିଳିଛି।କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ବ୍ରାହ୍ମଣୀଗାଁ ବନାଞ୍ଚଳ ଅନ୍ତର୍ଗତ ତାମଙ୍ଗି , ହାତିମୁଣ୍ଡା, ବୁଜୁଲି ଆଦି ଗ୍ରାମର ବିଲ ଗୁଡ଼ିକ ରେ ହାତୀ ପାଦ ଚିହ୍ନ ଦେଖିବାକୁ ମିଳିଛି । ପ୍ରକାଶ ଯେ, ଖାଦ୍ୟ ଅନେଷଣ ପାଇଁ ହାତୀ ପଲ ରୁ ଅଲଗା ହୋଇ ଆସିଥିବ ବୋଲି ଆଶଙ୍କା କରାଯାଉଛି। ରାତିରେ ହାତୀ ଜନବସତି ମୁହାଁ ହେଉଥିବା ଲୋକେ ଦେଖିବାକୁ ପାଇଥିଲେ।… Continue reading ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀ ଆତଙ୍କ

ଖମାର ହଳଦୀ ଭାଟି ଛକ ଠାରେ ମର୍ମନ୍ତୁକ ଦୁର୍ଘଟଣା।  

ଧର୍ମଗଡ ୧୪/୨/( ଜନ୍ମେଜୟ ନାଏକ ଙ୍କ ରିପୋର୍ଟ) ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାରହଳଦୀ ଗ୍ରାମ ପଞ୍ଚାୟତ ନିକଟସ୍ଥ ଭାଟି ଛକ ଠାରେ ଜଣେ ବାଇକ ଆରୋହୀ ଟ୍ରକ୍ ସାଙ୍ଗରେ ପିଟି ହୋଇଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକୁ ବିଜୁ ଏକ୍ସପ୍ରେସ ୱେ ଦେଇ ଖାମାର ହଳଦୀ ଗ୍ରାମ ପଞ୍ଚାୟତ ଘୋଟିଆ ଗ୍ରାମର ଥବିର ନାଏକ ପିତା ବାମଦେବ ନାଏକ ନିଜ ପନିପରିବା ବିକ୍ରି କରିବା ପାଇଁ ଧର୍ମଗଡ  ଅଭିମୁଖେ ଯାଉଥିବା ସମୟରେ ଧର୍ମଗଡ ପଟୁ ଆସୁଥିବା ଏକ… Continue reading ଖମାର ହଳଦୀ ଭାଟି ଛକ ଠାରେ ମର୍ମନ୍ତୁକ ଦୁର୍ଘଟଣା।  

ସ୍ଥାୟୀ ନିଯୁକ୍ତି ଦାବୀ ରେ ଗାଁ ସାଥି ମେଟ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।

କଳାହାଣ୍ଡି, ୧୩|୨(ପ୍ୟାରିଲାଲ ଦୁର୍ଗା): ଓଡିଶା ସରକାରଙ୍କ ପଞ୍ଚାୟତରାଜ ବିଭାଗରେ ୨୦୦୮ ମସିହା ଠାରୁ ମନେରେଗା କାର୍ଯ୍ୟକରୁଥିବା ଗାଁ ସାଥି ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ଦାବୀରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ କଳାହାଣ୍ଡି ଗାଁ ସାଥି ସଂଘ ତରଫରୁ ଧାରଣା ସହିତ ଛଅ ଦଫା ଦାବିପତ୍ର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ଗାଁ ସାଥି କ୍ରିୟାନୁଷ୍ଠାନ କମିଟି ସଭାପତି ଶ୍ରୀଅଭିମନ୍ୟୁ ବେଶ୍ରାଙ୍କ ନେତୃତ୍ୱରେ ମାଁ ମାଣିକେଶ୍ବରୀ ମନ୍ଦିର ଠାରୁ ଶତାଧିକ… Continue reading ସ୍ଥାୟୀ ନିଯୁକ୍ତି ଦାବୀ ରେ ଗାଁ ସାଥି ମେଟ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।

You cannot copy content of this page