ଦୁବାଇ ଆଇସିସି ମ୍ୟାଚରେ ପାକିସ୍ତାନକୁ ହରାଇ ଭାରତ ବିଜୟ

ଦୁବାଇ କ୍ରିକେଟ ଷ୍ଟାଡିୟମରେ ବିରାଟ କୋହଲିଙ୍କ ଚମତ୍କାର ଅପରାଜିତ ଶତକ ବଳରେ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ୨ଟି ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ପାକିସ୍ତାନ ୪୯.୪ ଓଭରରେ ୨୪୧ ରନ କରି ଅଲ୍ଆଉଟ ହୋଇଯାଇଥିଲା। ଜବାବରେ ବିରାଟ କୋହଲିଙ୍କ ଶତକ ଏବଂ ଶ୍ରେୟସ ଆୟରଙ୍କ ସହ ଶତକୀୟ ଭାଗୀଦାରି ବଳରେ ଭାରତ ୪୨.୩ ଓଭରରେ ୪ ଉଇକେଟ ହରାଇ… Continue reading ଦୁବାଇ ଆଇସିସି ମ୍ୟାଚରେ ପାକିସ୍ତାନକୁ ହରାଇ ଭାରତ ବିଜୟ

ପଞ୍ଚାୟତ ସମିତି ମିଟିଂରେ ସାମ୍ବାଦିକମାନଙ୍କୁ ଅଣଦେଖା ହୋଇଥିବା ଅଭିଯୋଗ

ବେତନଟୀ: ବେତନଟୀ ବ୍ଲକରେ ପଞ୍ଚାୟତ ସମିତିର ସ୍ୱତନ୍ତ୍ର ବୈଠକ ସୋମବାର ଦିନ ୧୧ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ହେଲେ ଏହି ବ୍ଲକସ୍ତରୀୟ ମିଟିଂ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ଙ୍କୁ ନେଇ ହୋଇ ଥିବା ବ୍ଲକ ମିଡ଼ିଆ ହ୍ୱାଟ୍ସଅପ ଗ୍ରୁପରେ ୧୫ମିନିଟ ପୂର୍ବରୁ ବେତନଟୀ ବ୍ଲକ ସହକାରୀ ଯନ୍ତ୍ରୀ ସୌମ୍ୟଶ୍ରୀ ଭୋଇଙ୍କ ପକ୍ଷରୁ ଖବର ଦେବା ଘଟଣା ସାମ୍ବାଦିକଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବେତନଟୀ ବ୍ଲକ ବିଡ଼ିଓଙ୍କ ପକ୍ଷରୁ ସୋମବାର ହେବାକୁ ଥିବା… Continue reading ପଞ୍ଚାୟତ ସମିତି ମିଟିଂରେ ସାମ୍ବାଦିକମାନଙ୍କୁ ଅଣଦେଖା ହୋଇଥିବା ଅଭିଯୋଗ

ଓଡ଼ିଶ ଗ୍ରାମରେ ପ୍ରଭୁ ଶୂନ୍ୟବ୍ରହ୍ମ ଅଲେଖ ମହିମାଙ୍କ ଧୁନି ଉତ୍ସବ ପାଳିତ

ଓଡ଼ିଶ ଗ୍ରାମରେ ପାଳିତ ହୋଇଯାଇଛି ପ୍ରଭୁ ଶୂନ୍ୟବ୍ରହ୍ମ ଅଲେଖ ମହିମାଙ୍କ ଧୁନି ଉତ୍ସବ। ଏହି ଶୂନ୍ୟବ୍ରହ୍ମ ଅଲେଖ ମହିମାଙ୍କ ଉତ୍ସବ ପ୍ରତିବର୍ଷ ପାଳିତ ହୋଇଆସୁଥିବାବେଳେ ଚଳିତବର୍ଷ ମଧ୍ୟ ଆନନ୍ଦ ଉଲ୍ଲାସ ଓ ଭକ୍ତିର ସହ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଭଗବାନ ଶୂନ୍ୟସ୍ୱରୂପ ଶୂନ୍ୟବ୍ରହ୍ମ ଅଲେଖ ମହିମାଙ୍କ ପୂଜାର୍ଚ୍ଚନା ସହ ଧୂନିସ୍ଥାପନ କରାଯାଇ ନାମ କୀର୍ତନ କରାଯାଇଥିବା ଦେଖିବାକୁ ମିଳିଥିଲା । ଗ୍ରାମର ହରିଜନ ସାହିରେ ଏହି ଧୂନି ଉସôବ ଅନୁଷ୍ଠିତ ହୋଇଥିବାବେଳେ ସାହିର ସମସ୍ତ… Continue reading ଓଡ଼ିଶ ଗ୍ରାମରେ ପ୍ରଭୁ ଶୂନ୍ୟବ୍ରହ୍ମ ଅଲେଖ ମହିମାଙ୍କ ଧୁନି ଉତ୍ସବ ପାଳିତ

ଜୟପାଟଣା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଭବାନୀପାଟଣା, ୨୪/୦୨, ଜଗନ୍ନାଥ ନାଏକ, (ଉତ୍କଳ ବୁଲେଟିନ) : ଜୟପାଟଣା ବ୍ଲକସ୍ତରୀୟ କଳାହାଣ୍ଡି ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୨୩ ଗୋଟି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା ସେଥି ମଧ୍ୟରୁ ବ୍ୟକ୍ତିଗତ… Continue reading ଜୟପାଟଣା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

ପଞ୍ଚଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ମହୋତ୍ସବ

ନାଟ୍ୟକାର ପଞ୍ଚାନନ ତ୍ରିପାଠୀ ସ୍ମୃତି ସମ୍ମାନ ରେ ସମ୍ୱର୍ଦ୍ଧିତ ହେଲେ ମଞ୍ଚ କଳାକାର ଦକ୍ଷ ବିନ୍ଧାଣୀ l  ବାଲିଗୁଡା: କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ପଞ୍ଚଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳାରେ ସମର୍ଦ୍ଧିତ ହୋଇଛନ୍ତି ମଞ୍ଚ କଳାକାର ଦକ୍ଷ ବିନ୍ଧାଣୀ l କନ୍ଧମାଳର ବିଶିଷ୍ଟ ନାଟ୍ୟକାର ସ୍ବର୍ଗତଃ ପଞ୍ଚାନନ ତ୍ରିପାଠୀ ସ୍ମୁତି ସମ୍ମାନରେ ସମ୍ମାନିତ କରାଯାଇଛି l କନ୍ଧମାଳ ଜିଲ୍ଲାର ଅନନ୍ୟ ପ୍ରତିଭା ଦକ୍ଷ ପ୍ରଜାପତି ବିନ୍ଧାଣୀଙ୍କୁ  ଅନୁଷ୍ଠାନ… Continue reading ପଞ୍ଚଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ମହୋତ୍ସବ

ନର୍ଲାରେ ଲକ୍ଷ୍ୟ ପତି ଦିଦି ତାଲିମ ଲକ୍ଷ୍ୟ ଚ୍ୟୁତ ; ମିଥ୍ୟା ବିଲ ରେ ଅର୍ଥ ତୋଷରପାତ ଅଭିଯୋଗ ! ତଦନ୍ତ ଦାବି 

ଭବାନୀପାଟଣା, ୨୪/୦୨, ଜଗନ୍ନାଥ ନାଏକ, (ଉତ୍କଳ ବୁଲେଟିନ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ୨୬ ଗୋଟି ଗ୍ରାମ ପଞ୍ଚାୟତ ରେ ୨୬ ଟି ଜିପିଏଲଏଫ, ରହିଛି ପ୍ରତି ଜିପି ଏଲଏଫ ରେ ଜଣେ ଲେଖାଏଁ ଏମ, ବି,କେ,ନିଯୁକ୍ତି ହୋଇଛନ୍ତି ଏହି ସବୁ ଏମ,ବି,କେ ମାନେ ଗ୍ରାମ ପଞ୍ଚାୟତ ସ୍ତରରେ ସି ଆରପି ମାନଙ୍କୁ ନେଇ ଗ୍ରାମ ପଞ୍ଚାୟତ ସ୍ତରରେ ଗଠନ କରାଯାଇଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ପ୍ରତ୍ୟେକ କାର୍ଯ୍ୟ ତଦାରଖ କରିବା ସହ… Continue reading ନର୍ଲାରେ ଲକ୍ଷ୍ୟ ପତି ଦିଦି ତାଲିମ ଲକ୍ଷ୍ୟ ଚ୍ୟୁତ ; ମିଥ୍ୟା ବିଲ ରେ ଅର୍ଥ ତୋଷରପାତ ଅଭିଯୋଗ ! ତଦନ୍ତ ଦାବି 

ବାଇକ ଆରୋହୀଙ୍କ ମୃତ୍ୟୁ, ଥାନାରେ ଏତଲା

କଳାହାଣ୍ଡି,୨୪|୨(କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ ): କଳାହାଣ୍ଡି ଜିଲ୍ଲା ଧନେର ନିକଟରେ ରବିବାର ବିଳମ୍ବିତ ରାତ୍ରିରେ ବାଇକ ଦୁର୍ଘଟଣାର ଶିକାର ହୋଇ ଏକ ଚାଷ ଜମିରେ ପଡ଼ିଥିବା ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଥାନାରେ ଏତଲା ଦିଆଯାଇଛି। ମୃତକ ଜଣକ ହେଲେ ବୋଡେ଼ନ ଗାଁ ର ଅରୁଣ ନାଏକ ବୋଲି ଜଣା ପଡିଛି। ଅରୁଣ ନିଜ ଗାଁ ରୁ କଳମପୁର ବ୍ଲକ ଅଞ୍ଚଳକୁ ଯାଉଥିବା ବେଳେ ଧନେର ନିକଟ ବୁଲାଣି ରାସ୍ତା… Continue reading ବାଇକ ଆରୋହୀଙ୍କ ମୃତ୍ୟୁ, ଥାନାରେ ଏତଲା

କଳାହାଣ୍ଡି ଜିଲ୍ଲାରେ ବାରମ୍ବାର ଡକାୟତି

ଆଜି ପୁଣି ଥରେ ଉତ୍କେଲା ଏସବିଆଇ ଶାଖାରେ ଡକାୟତି ଭବାନୀପାଟଣା, ୨୪/୦୨, ଉତ୍କଳବୁଲେଟିନ, (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ଷ୍ଟେଟ ବ୍ୟାଙ୍କରୁ ଡ଼କାୟତି ଉଦ୍ୟମ କରିଛନ୍ତି ଦୃର୍ବୁତ୍ତ । ଘଟଣା ସ୍ଥଳରେ ଉତ୍କେଲା ଫାଣ୍ଡି ପୋଲିସ, କେସିଙ୍ଗା ଆଦର୍ଶ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଲା ଠାରେ ଥିବା ଏସ ବି ଆଇ ର ପଛ… Continue reading କଳାହାଣ୍ଡି ଜିଲ୍ଲାରେ ବାରମ୍ବାର ଡକାୟତି

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଜଣେ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

କଳାହାଣ୍ଡି, ୨୪/୦୨, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ସହର ମୁଖ୍ୟ ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ମୃତକ ଜଣକ ଏମ, ରାମପୁର ଥାନା ଅନ୍ତର୍ଗତ ସାଇଦଲଙ୍ଗା ଗାଁର ହର୍ଷ କୁମାର ଙ୍କ ପୁଅ ହୃଦାନନ୍ଦ କୁମାର ବୋଲି ଜଣାପଡିଛି। ଏନେଇ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଂଚି କ୍ଷତିପୂରଣ ଦାବି ନେଇ ଏମ୍ ରାମପୁର ରୁ ଭୂବନେଶ୍ଵର କୁ ସଂଯୋଗ କରୁଥିବା ଏମ୍… Continue reading ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଜଣେ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଜାଗର ପାଇଁ ପ୍ରାଚୀନ ଦକ୍ଷପ୍ରଜାପତି ମନ୍ଦିର ଚଳଚଞ୍ଚଳ, ରାତ୍ର ଶେଷ ପ୍ରହରରେ ଉଠିବ ମହାଦୀପ

ଚିଲିକା,୨୪।୨: ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ପିତ୍ରାଳୟଭାବରେ ପରିଚିତ ବାଣପୁରର ପ୍ରାଚୀନ ଶୈବପୀଠ ଶ୍ରୀଶ୍ରୀ ଦକ୍ଷେଶ୍ଵର ମନ୍ଦିର ଯାହା ଦକ୍ଷ ପ୍ରଜାପତି ମନ୍ଦିର ଭାବରେ ମଧ୍ୟ ଜନାଦୃତ । ଭାରତ ବର୍ଷର ପ୍ରଖ୍ୟାତ ଐତିହାସିକ ପ୍ରଫେସର ପାଣ୍ଡୁରଙ୍ଗା ବାମନ କାନିଙ୍କ ଦ୍ଵାରା ସଂକଳିତ “ଧର୍ମଶାସ୍ତ୍ର ଇତିହାସ” ପୁସ୍ତକରେ ବାଣଲିଙ୍ଗ ପ୍ରତିଷ୍ଠା ସମନ୍ଧରେ ଉଲ୍ଲେଖ ଅଛିକି ଶିବ ଭକ୍ତ ବାଣାସୁର ଭାରତ ବର୍ଷର ବିଭିନ୍ନ ସ୍ଥାନରେ ଚଉଦକୋଟି ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ, ତାହାକୁ ବାଣଲିଙ୍ଗ କୁହାଯାଏ।ଗଙ୍ଗା ନାର୍ମଦା… Continue reading ଜାଗର ପାଇଁ ପ୍ରାଚୀନ ଦକ୍ଷପ୍ରଜାପତି ମନ୍ଦିର ଚଳଚଞ୍ଚଳ, ରାତ୍ର ଶେଷ ପ୍ରହରରେ ଉଠିବ ମହାଦୀପ

You cannot copy content of this page