ବାଲିଗୁଡା: ବାଲିଗୁଡା ସହର ରେ ଗତ କିଛି ଦିନ ହେବ ଆତଙ୍କ ଖେଳେଇଥିବା ଦୁଇ ମୁଖାଧାରୀ ଲୁଟେରା କୁ ବାନ୍ଧିଛି ବାଲିଗୁଡା ପୋଲିସ l ଦୁଇ ମୁଖାଧାରୀ ଲୁଟେରା କୁ ଗିରଫ କରିଛି ବାଲିଗୁଡା ପୋଲିସ l ଗିରଫ ଦୁଇ ଅଭିଯୁକ୍ତ ବାଲିଗୁଡା ହାଟପଦା ସାହିର ରିଙ୍କୁ ନାୟକ ଓ କାଳିଆ ଦିଗାଲ ହୋଇଥିବା ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି l ତେବେ ଗିରଫ ଦୁଇ ଲୁଟେରା ବାଲିଗୁଡା ସହର… Continue reading ଆତଙ୍କ ଖେଳେଇଥିବା ଦୁଇ ମୁଖାଧାରୀ ଲୁଟେରାକୁ ବାନ୍ଧିଲା ବାଲିଗୁଡା ପୋଲିସ
ଆତଙ୍କ ଖେଳେଇଥିବା ଦୁଇ ମୁଖାଧାରୀ ଲୁଟେରାକୁ ବାନ୍ଧିଲା ବାଲିଗୁଡା ପୋଲିସ
