ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ମାଣ୍ଡେଲ୍ ପଞ୍ଚାୟତ ରେ ଅଛି ଐତିହାସିକ ଅସୁରଗଡ ଦୁର୍ଗ । କିମ୍ବଦନ୍ତୀ ଅନୁସାରେ ଏହି ଦୁର୍ଗ କୁ ଗୋଷିଂହ ଦତ୍ୟ ଙ୍କ ରାଜୁତି କାଳ ରେ ନିର୍ମାଣ କରାଯାଇ ଥିଲା। ଦୁର୍ଗ ସମ୍ମୁଖରେ ୨୫୦ ଏକର୍ ପରିମିତ ଜମି ରେ ଅସୁରଗଡ ସାଗର ନାମରେ ଏକ ବିରାଟ କାୟ ପୋଖରୀ ଅବସ୍ଥିତ, ଉକ୍ତ ପୋଖରୀ ଉପରେ ମାଣ୍ଡେଲ୍ ପଞ୍ଚାୟତ ର ଚାରିଖଣ୍ଡ ଗାଁ ର ଲୋକେ ନିର୍ଭର କରନ୍ତି।… Continue reading ଅଶୁରଗଡ ସାଗର ର ପୁନରୁଦ୍ଧାର ପାଇଁ ଦାବୀ
ଅଶୁରଗଡ ସାଗର ର ପୁନରୁଦ୍ଧାର ପାଇଁ ଦାବୀ
