ଚିଲିକା: ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ ଆଜି ବିଧାରପୁର ସ୍ଥିତ ଶୁଭ କଲ୍ୟାଣ ମଣ୍ଡପ ମଞ୍ଚରେ “ସାହିତ୍ୟ ସିନ୍ଦୁରା” ଓ ପରିଡ଼ା ପାଠାଗାର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି।ସାହିତ୍ୟ ସିନ୍ଦୁରାର ସମ୍ପାଦକ ଗୋଲକ ବିହାରୀ ପରିଡ଼ାଙ୍କ ଆୟୋଜିତ ଏହି ସାରସ୍ବତ ସମାବେଶରେ ବିଶିଷ୍ଟ ଗବେଷକ ତଥା ଐତିହାସିକ ମଦନମୋହନ ମହାପାତ୍ର
ଅଧ୍ୟକ୍ଷତା କରିଥିଲେ। ଗୋଦାବରୀଶ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡଃ ନୃସିହ ଚରଣ ପ୍ରଧାନ,ପୂର୍ଣାନନ୍ଦ ସାରସ୍ବତ ପାଠାଗାରର ସମ୍ପାଦକ ଗୋଲକ ବିହାରୀ ସେଠୀ, ସାହିତ୍ୟିକ ତଥା ପ୍ରାଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଚିଲିକା ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସ, ଭାଷା ସୁରକ୍ଷା ଆନ୍ଦୋଳନ, ଚିଲିକା ଶାଖା ର ସମ୍ପାଦକ ଶେଷଦେବ ମହାରଣା ପ୍ରମୁଖ ବିଶେଷ ନିମନ୍ତ୍ରିତ ଅତିଥି ଭାବେ ମଞ୍ଚାସୀନ ହୋଇ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସର ତାତ୍ପର୍ଯ୍ୟ ଏବଂ ଓଡ଼ିଆ ଭାଷା ଅସ୍ମିତା, ବର୍ଣ୍ଣ ସରଞ୍ଚନା ଶୀର୍ଷକ ଆଲୋଚନାଚକ୍ରରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ସାହିତ୍ୟିକ ଓ ଗବେଷକ ସେମାନଙ୍କର ଏହି ମର୍ମରେ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଗାଳ୍ପିକ ପୁରୁଷୋତ୍ତମ ମିଶ୍ର, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ,ରବୀନ୍ଦ୍ରନାଥ ପ୍ରଧାନ, ଭାଗିରଥି ସ୍ଵାଇଁ, ଵର୍ଷିୟାନ କବି ତ୍ରିଲୋଚନ ଭୋଳ, ଆଇନଜୀବୀ ଶରତ କୁମାର ପଟ୍ଟନାୟକ, ରବୀନ୍ଦ୍ରନାଥପ୍ରଧାନ, ପ୍ରାକ୍ତନ ଏବିଇଓ ସନ୍ଧ୍ୟା ରାଣୀ ହରିଚନ୍ଦନ, ଡ଼ଃ ଚିନ୍ତାମଣି ମିଶ୍ର, ଓଡ଼ିଶୀ ନୃତ୍ୟଗୁରୁ ମାଧବ ଚନ୍ଦ୍ର ପଲେଇ, ବିଚିତ୍ରାନନ୍ଦ ବେହେରା, ଗୋପୀନାଥ ଦାଶ,ଅଶୋକ କୁମାର ପାଇକରାୟ,କଵି ଦିଗମ୍ବର ବିଶ୍ବାଳ ପ୍ରମୁଖ ଯୋଗଦେଇ ଥିଲେ। ପରିଶେଷରେ ସାହିତ୍ୟ ସିନ୍ଦୁରାର ସମ୍ପାଦକ ଗୋଲକ ବିହାରୀ ପରିଡ଼ା ଧନ୍ୟବାଦ ପ୍ରଦାନ କରିଥିଲେ।
ବାଣପୁରରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସରେ ଆଲୋଚନା ଚକ୍ର
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ସର୍କିଟ ହାଉସ୍ ମାମଲା: ତଦନ୍ତକୁ ଆହୁରି ତୀବ୍ର କଲା ପୋଲିସ୍, ଫେରାର ମାଷ୍ଟର୍ ମାଇଣ୍ଡକୁ ଧରିବା ପାଇଁ ରାଜ୍ୟ ବାହାରେ ୪ ଟିମ୍…
ରାଉରକେଲା, ୨୩ ଅଗଷ୍ଟ: ବହୁଚର୍ଚ୍ଚିତ ସର୍କିଟ ହାଉସ୍ ମାମଲାରେ ରାଉରକେଲା ପୋଲିସ୍ ତଦନ୍ତକୁ ଆହୁରି କ୍ରିୟାଶୀଳ କରିଛି। ଶନିବାର ମାମଲାରେ ଗିରଫ ହୋଇଥିବା ପ୍ରକାଶ ପାଶୱାନ ଦୁଇ ସହଯୋଗୀ ସୂରଜ ଗୁପ୍ତା ଓ ଆଦର୍ଶ ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏପଟେ ଫେରାର
ଉତ୍ତରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ତାଳ ଚାରା ରୋପଣ
ବାଲିଅନ୍ତା,୨୩|୮(ଗୋବର୍ଦ୍ଧନ ଦାସ): ପରିବେଶ ସୁରକ୍ଷା ଓ ଜନସୁରକ୍ଷା ପାଇଁ ଉତ୍ତରା ବରିଷ୍ଠ ନାଗରୀକ ମଞ୍ଚ ପକ୍ଷରୁ ଆଜି ତାଳ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଭଳି ଏକ ଅଭିନବ ପ୍ରୟାସ କରି ସମସ୍ତଙ୍କ ଉଦାହରଣ ପାଲଟିଛନ୍ତି ବରିଷ୍ଠ ନାଗରୀକ
ନିର୍ମାଣ ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ଆଲୋଚନା ଚକ୍ର
ବାଲିଅନ୍ତା,୨୩|୮( ଗୋବର୍ଦ୍ଧନ ଦାସ):ବାଳକାଟି ସ୍ଥିତ ନିର୍ମାଣ ଶିକ୍ଷା ଅନୁଷ୍ଠାନ ଓ 'ଅରଟେକ୍ ଆଇ.ଟି.ଆଇ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ, ଶୃଙ୍ଖଳା ଏବଂ ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ସିଦ୍ଧେଶ୍ଵର ମହାନ୍ତିଙ୍କ
ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର
ଚିଲିକା,୨୨ ।୮:ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବାଣପୁରର ଦିବ୍ୟଜ୍ୟୋତି ଭବନଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମକୁମାରୀ ସୁଜାତା ମୁଖ୍ୟ ସଞ୍ଚାଳିକା ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି ରକ୍ତଦାନ ଶିବିରରେ ଯୁବ ସମାଜସେବୀ ତଥା ବାଣପୁର ବିଜେପି ଯୁବ ସଂଗଠକ
ସ୍ବର୍ଗତ ମୃତ୍ୟୁଞ୍ଜୟ ପରିଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ
ଭୁବନେଶ୍ୱର ତା 21/08/26 ଯୁବ ସଂଗଠକ, କର୍ପୋରେଟ ପ୍ରତିଭା, ହାସ୍ୟ ଅଭିନେତା ତଥା ସମାଜସେବୀ ସ୍ବର୍ଗତ ମୃତ୍ୟୁଞ୍ଜୟ ପରିଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ "ସ୍ମୃତି ଅର୍ଘ୍ୟ "ସହିତ ସ୍ମୃତିଚାରଣ ସଭା "ମୃତ୍ୟୁଞ୍ଜୟ ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l
ବାଲୁଗାଁ ମହାବଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ।
ଚିଲିକା, ୨୧। ୮: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଆର୍ଥିକ ପ୍ରୋତ୍ସାହନରେ ଆଜି ବାଲୁଗାଁ ମହାବିଦ୍ୟାଳୟ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ଦ୍ୱାରା ଆୟୋଜିତ ବାଳିକା ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।
ରାଜଧାନୀରେ ଖୋଲିଲା ଷ୍ଟିଲକୋ ଫର୍ଣ୍ଣିଚର ସୋରୁମ୍
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସତ୍ୟବିହାର ଛକ ନିକଟରେ ଉଦ୍ଘାଟିତ ହୋଇଯାଇଛି ସବୁଠାରୁ ନିର୍ଭରଯୋଗ୍ୟ ଓ ବିଳାସପୂର୍ଣ୍ଣ ଫର୍ନିଚର ସୋ' ରୁମ୍ ‘ଷ୍ଟିଲକୋ ଫର୍ନିଚର’ ଏବେ ଏହାର ପ୍ରମୁଖ ଫର୍ନିଚର ଷ୍ଟୋର । ରାଜଧାନୀବାସୀଙ୍କ ଚାହିଦା ମୁତାବକ ସମସ୍ତ ପ୍ରକାର ନୂତନ ଡିଜାଇନ୍କୁ
ଚତୁର୍ଥ ଦିନରେ ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ସତ୍ୟାଗ୍ରହ ! ଗଣଶିକ୍ଷା ମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସହ ଜାରିରହିଛି ଆଲୋଚନା l
ଆଜି ମଧ୍ୟ ପହଂଚି ସମର୍ଥନ ଜଣାଇଲେ ବରିଷ୍ଠ ରାଜନେତା,ଗଣ ସଂଗଠନ, ବୁଦ୍ଧିଜୀବୀ, ଛାତ୍ରନେତା, ଅଭିଭାବକଭୁବନେଶ୍ୱର ତା 20 ରିଖ lପ୍ରଥମ ରୁ ଅଷ୍ଟମ ପଯ୍ୟନ୍ତ ଭୁଲ ବହିକୁ ତୁରନ୍ତ ପ୍ରତ୍ୟାହାର, ପ୍ରାଇଭେଟ ସ୍କୁଲରେ ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ 25
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଲାଶାଙ୍କୁ ସ୍ୱର୍ଣ୍ଣ ପଦକ
ସୀଆଈଏସସୀଇ ନେଶନlଲ ଜିବେ ଅଭିଳାଷl ଟିଟଲାଗଡ଼ସ୍ଥିତ ସେଣ୍ଟ ଆନ୍ ସ୍କୁଲ ପରିସରରେ ସୀଆଈଏସସୀଇ ରିଜିଓନାଲ ସ୍ତରୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗୀର ଜିଲ୍ଲା କରାଟେ ଅର୍ଗାନାଇଜେସନର ଛାତ୍ରୀ ଅଭିଲାଶା ଚୌଧୁରୀ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ
କାଳୀପ୍ରସାଦ ସାମନ୍ତରାୟ ଥିଲେ ଶିକ୍ଷା ଓ ସମାଜସେବାର ସମର୍ପିତ ପ୍ରତିଭା
ଭୁବନେଶ୍ୱର ତା 19/08/26 ବହୁମୁଖୀ ପ୍ରତିଭାଦୀପ୍ତ,ବିଶିଷ୍ଟ ସମାଜସେବୀ, ପରିବେଶବିତ ତଥା ବିଜୁପଟନାୟକ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ କାଳୀପ୍ରସାଦ ସାମନ୍ତରାୟଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ବିଜୁ ପଟନାୟକ କମ୍ପୁଟର ଏକାଡେମୀ ପକ୍ଷରୁ ସ୍ଥାନୀୟ ବମିଖାଲସ୍ଥିତ ବିଜୁପଟନାୟକ କମ୍ପ୍ୟୁଟର
ଖୋର୍ଦ୍ଧା ଜିଲ୍ଲାରେ ନିଶା ବିରୋଧୀ ଜାତୀୟ ଶପଥ ନେଲେ ୯୬୭ ଜଣ
ଚିଲିକା, ୨୦।୮:ନିଶାମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ଦେଶବ୍ୟାପୀ ଚାଲିଥିବା ନିଶା ମୁକ୍ତ ଭାରତ ଅଭିଯାନ’ର ଅଂଶ ଭାବେ ଖୋର୍ଦ୍ଧା ଜିଲ୍ଲାରେ ନିଶା ବିରୋଧୀ ସଚେତନତାକୁ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୋଟ ୯୬୭ ଜଣ ନିଶା ବିରୋଧୀ
ଚିଲିକାର ସମାଜସେବୀଙ୍କ ସ୍ୱାସ୍ଥ୍ୟ ବୁଝିଲେ ଆଇନ ମନ୍ତ୍ରୀ
ବାଲୁଗାଁ ଚିଲିକା ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ଶ୍ରୀ ଶଙ୍କର ପାଇକରାୟ ଅସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଖବର ପାଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ହସ୍ପିଟାଲରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି
ମ୍ୟୁସିକ୍ ଭିଡିଓରେ ଫୁଣି ଚମକିଲେ ଶୁଭୋଜିତ୍
ସ୍ନେହଲତା ପ୍ରଡକ୍ସନସ୍ ବ୍ୟାନରରେ ନିର୍ମିତ ନୂଆଁ ମ୍ୟୁସିକ୍ ଭିଡିଓ "ଜୀବନ ଏମିତି ଚାଲିଥାଉ" ରିଲିଜ୍ ହୋଇଯାଇଛି। ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଜଣାଶୁଣା ଟିଭି ଉପସ୍ଥାପକ ସୁଭୋଜିତ୍ ପଣ୍ଡା । ଶିଶୁ କଳାକାର ଭାବରେ ଅଭିନୟ କରିଛନ୍ତି ଅନନ୍ୟା, ଆସ୍ଥା,
ସୁଖ ମୃତୁ୍ୟ ପରମାତ୍ମାଙ୍କର ଆଶୀର୍ବାଦଶ୍ରୀମତୀ ସାବିତ୍ରୀ ରାଉତଙ୍କ ଶ୍ରାଦ୍ଧ ସଭୋର ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି
ଭୁବେନଶ୍ୱର, ୧୮.୮ : ଆର୍ଯ୍ୟ ସମାଜ, ଓଡ଼ିଶାର ପ୍ରତିଷ୍ଠାତା ଟ୍ରଷ୍ଟି ଶ୍ରୀମତୀ ସାବିତ୍ରୀ ରାଉତଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ଶ୍ରୀ ଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠୋର ଓଡ଼ିଶାର ବିଶିଷ୍ଟ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଉଦ୍ଘାଟନ କରି କହେିଲ ଯେ, ସଂସାରେର
ଭଦ୍ରକ-ଯାଜପୁର ଜିଲ୍ଲା ବନ୍ୟା ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
୧୮/୦୮/୨୬:(ପ୍ରିୟବ୍ରତ ବାରିକ)ଭଦ୍ରକ-ଯାଜପୁର ଜିଲ୍ଲାର ବନ୍ୟା ଅଞ୍ଚଳ ପରିଦର୍ଶନ ପାଇଁ ଗ୍ରାଉଣ୍ଡ ଜିରୋ କୁ ଯାଇଛନ୍ତି ରାଜ୍ୟର ମୁଖୀଆ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ସହ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବାଂଶୀ ସୁରଜ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟସଭା
ନାଚୁଣୀ କଲେଜରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ
ଚିଲିକା,୧୮।୮:ଆଜି ନାଚୁଣୀ କଲେଜ ପରିସରରେ +୩ ତୃତୀୟ ବର୍ଷ ଛାତ୍ରୀମାନଙ୍କ ପାଇଁ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ଦ୍ଵାରା ଆୟୋଜିତ ୬ଦିନିଆ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଅଛି । ଏହି ଉତ୍ସବରେ କଲେଜର ଅଧ୍ୟକ୍ଷ ଡଃ. ସୁନୀଲ କୁମାର ପଟ୍ଟନାୟକ ସଭାପତିତ୍ୱ
ଓଡିଶା ଅଭିଭାବକ ସଂଘର ଶିକ୍ଷା ସତ୍ୟାଗ୍ରହ
ଭୁବନେଶ୍ୱର ତା 17 ରିଖ lତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର, ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ 25 % ଶିକ୍ଷା ଅଧିକାର (RTE) ମାଗଣା ଶିକ୍ଷା ଯୋଜନାକୁ ଦ୍ଵାଦଶ ଶ୍ରେଣୀକୁ ବୃଦ୍ଧି ତଥା କେଜିରୁ ପିଜି ମାଗଣା ଶିକ୍ଷା ଯୋଜନାରେ ବୃତ୍ତିଗତ
ଶିକ୍ଷାବିତ ସୁଧାଂଶୁବାଳାଙ୍କ ଏକାଦଶାହ ଓ ସ୍ମୃତିଚାରଣ ଅନୁଷ୍ଠିତ
ଭୁବନେଶ୍ୱର ତା 16/08/26 ଶିକ୍ଷାବିତ, ସମାଜସେବିକା ତଥା ବ୍ରହ୍ମେସ୍ଵର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ବର୍ଗତ ସୁଧାଂଶୁ ବାଳା ଦେଇଙ୍କ ଏକାଦଶାହ ଓ ସ୍ମୃତିଚାରଣ ସ୍ଥାନୀୟ ଶିଶୁପାଳ ସ୍ଥିତ ଆରସି ଭନଭେନସନ ଠାରେ ପୂର୍ବତନ ବିଦ୍ୟାର୍ଥୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି l ପ୍ରାକ୍ତନ
କାପୋକ ଓ ଜ୍ୟୋତି କଳା ମନ୍ଦିର ତରଫ ରୁ “ଗୁରୁ ସଚ୍ଚିଦାନନ୍ଦ”ଙ୍କୁ ସମ୍ବର୍ଦ୍ଧନା।
ବାଲିଅନ୍ତା ୧୬/୦୮(ଗୋବର୍ଦ୍ଧନ ଦାସ):- କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ଓ ଜ୍ୟୋତି କଳା ମନ୍ଦିରର ମିଳିତ ଆନୁକୂଲ୍ୟରେ ମହାମହିମ ରାଷ୍ଟ୍ରପତିଙ୍କ କରକମଳରୁ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ମର୍ଦ୍ଦଳ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କୁ ସମ୍ବର୍ଦ୍ଧନା
ସ୍ଵାଧୀନତା ଦିବସରେ ଦେଓଗାଁ ପଞ୍ଚାୟତର ୱାର୍ଡସଭ୍ୟ ଓ ସଭ୍ୟାଙ୍କୁ ଉପେକ୍ଷିତ |
ଚିଲିକା,୧୬ I୮:ଦେଓଗାଁଁ ଗ୍ରାମ ପଞ୍ଚାୟତରେ ବିନା ସଭ୍ୟା ସଭ୍ୟଙ୍କୁ ଅଣଦେଖା ।ଦେଶ ଖୁବ ଧୂମଧାମ ରେ ୮0 ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଞ୍ଚାୟତରେ ଦେଖାଦେଇଛି ଏକ ଅଭାବନୀୟ
Politics
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment