NEET PG ପରୀକ୍ଷା ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ମେଡିକାଲ କ୍ଷେତ୍ରରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ନ୍ୟାଶନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ ଇନ୍ ମେଡିକାଲ ସାଇନ୍ସେସ୍ (NBEMS) NEET PG 2025 ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ଏହି ପରୀକ୍ଷା ଜୁନ୍ ୧୫, ୨୦୨୫ (ରବିବାର) ରେ ଅନୁଷ୍ଠିତ ହେବ। NEET PG ପରୀକ୍ଷା କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡରେ ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ। ଜୁନ୍ ୧୫ ତାରିଖରେ ଦେଶର ବିଭିନ୍ନ… Continue reading NEET PG ପରୀକ୍ଷା ପାଇଁ ତାରିଖ ଘୋଷଣା

ବିଜେପୁର ଚତୁର୍ଥ ବାଟାଲିୟନ ସିଆରପିଏଫ ତରଫରୁ ଜନସମ୍ପର୍କ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା: (ଜଗନ୍ନାଥ ନାଏକ), ଉତ୍କଳ ବୁଲେଟିନ : ଗୃହ ମନ୍ତ୍ରଣାଳୟ ଏବଂ ଓଡିଶା ସେକ୍ଟର ଚତୁର୍ଥ ବାହିନୀ ସେଣ୍ଟ୍ରାଲ୍ ସିଆରପିଏଫ ଚତୁର୍ଥ ବାହିନୀ ଅଧିକାରୀ ତଥା କମାଣ୍ଡେଣ୍ଟ ଫିରଜ କୁଜୁରଙ୍କ ତତ୍ୱାବଧାନରେ ଆଜି ବିଜେପୁର ସିଆରପିଏଫ କ୍ୟାମ୍ପରେ ଏସଏଚଜି ମହିଳାଙ୍କୁ କେଣ୍ଡେଲ, ଖଲି ଓ ସିଲେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ଜୋନ ୨ଜିଲ୍ଲାପାରିଶ ସଦସ୍ୟ ପରୀକ୍ଷିତ ନାଏକ ଯୋଗ ଦେଇ ମହିଳା ମାନଙ୍କୁ ଉଚ୍ଚାହିତ କରିଥିଲେ… Continue reading ବିଜେପୁର ଚତୁର୍ଥ ବାଟାଲିୟନ ସିଆରପିଏଫ ତରଫରୁ ଜନସମ୍ପର୍କ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜରାସ୍ତାରେ ୧୦ ଦଫା ଦାବି ନେଇ ପୁଣି ଗର୍ଜିଲେ ଅଙ୍ଗନୱାଡି କର୍ମୀ

ସହରରେ ପ୍ରତିବାଦ ଶୋଭାଯାତ୍ରା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଭବାନୀପାଟଣା: (ଜଗନ୍ନାଥ ନାଏକ), ଉତ୍କଳ ବୁଲେଟିନ : କଳାହାଣ୍ଡି ଜିଲ୍ଲାର ୧୩ଗୋଟି ବ୍ଲକ ସମେତ ସମସ୍ତ ମ୍ୟୁନିସିପାଲିଟି, ଏନ୍ଏସି ଓ ବିଜ୍ଞାପିତ, ଅଂଚଳ ପରିଷଦର ହଜାର ହଜାର ଅଙ୍ଗନବାଡି କର୍ମୀ ଭବାନୀପାଟଣା ସହରର ବାଲାଜୀ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ। ପରେ ପରେ ରାଲିକୁ ଭାରତୀୟ ମଜଦୁର ସଂଘର ବଲାଙ୍ଗୀର, ସୋନପୁର ପ୍ରଭାରୀ ବିରଞ୍ଚୀନାରାୟଣ… Continue reading ରାଜରାସ୍ତାରେ ୧୦ ଦଫା ଦାବି ନେଇ ପୁଣି ଗର୍ଜିଲେ ଅଙ୍ଗନୱାଡି କର୍ମୀ

ମହିଳା ଭୂମି ଅଧିକାର ସମ୍ପର୍କିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ପରିଚର୍ଚ୍ଚା କାର୍ୟ୍ୟକ୍ରମ

ଭୁବନେଶ୍ୱର : ଭୁବନେଶ୍ୱରର ସି ୱାଇ ଏସ ଡ଼ି ପ୍ରେଖ୍ୟାଳୟ ଠାରେ ମହାତ୍ମା ଗାନ୍ଧୀ ସେବା ଆଶ୍ରମ ଦ୍ୱାରା ଆୟୋଜିତ ମହିଳା ଭୂମି ଅଧିକାର ସମ୍ପର୍କିତ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ପରିଚର୍ଚ୍ଚା ଆରମ୍ଭ ହୋଇ ଯାଇଛି I ଭୁବନେଶ୍ୱର ମେୟର ସୁଲୋଚନା ଦାସ ଅନୁଷ୍ଠାନିକ ଭାବେ କାର୍ୟ୍ୟକ୍ରମକୁ ଉଦଘାଟନ କରି କହିଥିଲେ କି ମହିଳାଙ୍କୁ ଅଧିକାର ପ୍ରଦାନ କ୍ଷେତ୍ରରେ ସରକାର ଓ ପ୍ରଶାସନ ଯଥେଷ୍ଟ ଧ୍ୟାନ ଦେବା ଦରକାର I ମହିଳା ପୁରୁଷ ଆପେକ୍ଷ ଅଧିକ… Continue reading ମହିଳା ଭୂମି ଅଧିକାର ସମ୍ପର୍କିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ପରିଚର୍ଚ୍ଚା କାର୍ୟ୍ୟକ୍ରମ

ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ସାତ ଦଫା ଦାବୀ ନେଇ ଶୋଭାଯାତ୍ରା

ବାଲିଗୁଡା: ବାଲିଗୁଡା ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ଭତ୍ତା ହିତାଧିକାରୀଙ୍କ ଅଧିକାର ଓ ସୁରକ୍ଷା ନିମନ୍ତେ ବାଲିଗୁଡାରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଅଛି l ଏହି ଶୋଭାଯାତ୍ରାରେ ବାଲିଗୁଡା ଉପଖଣ୍ଡର ନଅ ଗୋଟି ବ୍ଲକର ବିଭିନ୍ନ ଭତ୍ତା ହିତାଧିକାରୀ ଯୋଗ ଦେଇଥିଲେ l ଏହି ଅବସରରେ ଗାୟତ୍ରୀ ମନ୍ଦିର ନିକଟରୁ ଭତ୍ତା ହିତାଧିକାରୀ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରାରେ ବାହାରି ବାଲିଗୁଡା ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଂଚିଥିଲେ l ବାଲିଗୁଡା ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା… Continue reading ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ସାତ ଦଫା ଦାବୀ ନେଇ ଶୋଭାଯାତ୍ରା

ଆନ୍ତର୍ଜାତିକ ସମବାୟ ବର୍ଷ, ବ୍ରାହ୍ମଣୀଗାଁ ଲ୍ୟାମ୍ପ ସି ଏସ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ଦାରିଙ୍ଗବାଡି: ଓଡ଼ିଶା ସରକାର ଙ୍କ ସମବାୟ ବିଭାଗ ପକ୍ଷରୁ ଆନ୍ତର୍ଜାତୀକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସମବାୟ ଲ୍ୟାମ୍ପ ସି ଏସ ପକ୍ଷରୁ ବାର୍ଷିକ ସାଧାରଣ ସଭା ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସଭାରେ ଲ୍ୟାମ୍ପ୍ ସି ଏସ ର ସଭାପତି ନୀଳମତି ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ସମବାୟ ନିରୀକ୍ଷକ ଅମିତ୍ କୁମାର ନାୟକ, ପରିଚାଳନା… Continue reading ଆନ୍ତର୍ଜାତିକ ସମବାୟ ବର୍ଷ, ବ୍ରାହ୍ମଣୀଗାଁ ଲ୍ୟାମ୍ପ ସି ଏସ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ଭଙ୍ଗାବାରୀ ଠାରେ ୯ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ

କଳାହାଣ୍ଡି, ୧୮/୦୩: (ଜଗନ୍ନାଥ ନାଏକ) ଉତ୍କଳ ବୁଲେଟିନ : କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ବ୍ଲକ ଅନ୍ତର୍ଗତ କାମଥନା ଅଧିନସ୍ଥ ଭଙ୍ଗାବାରି ଗାୟତ୍ରୀ ଶକ୍ତିପୀଠ ଠାରେ ତା ୧୬-୦୩-୨୫ ରୁ ତା ୧୮-୦୩-୨୫ ପର୍ଯନ୍ତ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଶ୍ରୀରାମ ଶର୍ମାଙ୍କ ସଂକଳ୍ପ ହୃଦୟର ଦେବତ୍ଵ ଜାଗରଣ ପୃଥିବୀ ପୃଷ୍ଠର ସ୍ୱର୍ଗବତରାଣକୁ ପୂର୍ଣ୍ଣ କରିବା ପାଇଁ ଯଜ୍ଞ ମାଧ୍ୟମରେ ସଂସ୍କାର କରିବା ନାରୀ ଶତାଦ୍ଧି ସହିତ ଉଜ୍ଜଳ ଭବିଷ୍ୟତ ଓ ବିଶ୍ୱବାସୀଙ୍କୁ ମନମସ୍ତିଷ୍କରେ… Continue reading ଭଙ୍ଗାବାରୀ ଠାରେ ୯ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ

You cannot copy content of this page