ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀଙ୍କ ସୂଚନା… କଳାହାଣ୍ଡି, (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ବହୁ ପ୍ରତୀକ୍ଷିତ ଜୁନାଗଡ ରୋଡ୍ – ନବରଙ୍ଗପୁର ସ୍ୱତନ୍ତ୍ର ରେଳ ଲାଇନ ପ୍ରକଳ୍ପରେ ଧର୍ମଗଡ଼ ସହର ନିକଟତର ପ୍ରାୟ ସାତ କିଲୋମିଟର ଦୂରରେ “ଧର୍ମଗଡ ରୋଡ” ଷ୍ଟେସନ ପ୍ରତିଷ୍ଠା କରାଯିବ ବୋଲି ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ପ୍ରକାଶ କରିଛନ୍ତି। ଜୁନାଗଡ଼ ରୋଡ- ନବରଙ୍ଗପୁର ସ୍ବତନ୍ତ୍ର ରେଳପଥ ପ୍ରକଳ୍ପରେ ଧର୍ମଗଡ ରୋଡ଼ ଷ୍ଟେସନ ସହରରୁ ଅଳ୍ପ ଦୂରରେ ସ୍ଥାପନ କରିବା… Continue reading ସ୍ବତନ୍ତ୍ର ରେଳପଥ ପ୍ରକଳ୍ପରେ ଧର୍ମଗଡ ରୋଡ ଷ୍ଟେସନ ଧର୍ମଗଡ ସହର ନିକଟତର ହେବ
ସ୍ବତନ୍ତ୍ର ରେଳପଥ ପ୍ରକଳ୍ପରେ ଧର୍ମଗଡ ରୋଡ ଷ୍ଟେସନ ଧର୍ମଗଡ ସହର ନିକଟତର ହେବ
