ବାଲିଗୁଡା ରେ ପାଇପ ଜଳ ଯୋଗାଣ କର୍ମଚାରୀ ସଙ୍ଘ ସାଧାରଣ ବୈଠକ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଓଡିଶା ପାଇପ ଜଳ କର୍ମଚାରୀ ସଂଘ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଅଛି l ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ସଂଘ ର ପୂର୍ବତନ ଉପସଭାପତି ରବି କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ଖଣ୍ଡ ସମ୍ପାଦକ ଡି. ପ୍ରକାଶ ପାତ୍ର ଏହି ବୈଠକ ରେ ସଭାପତିତ୍ୱ କରିଥିଲେ l ଏହି ଅବସରରେ ଜିଲ୍ଲା ର କାର୍ଯ୍ୟରତ ସମସ୍ତ ପାଇପ ଜଳ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ… Continue reading ବାଲିଗୁଡା ରେ ପାଇପ ଜଳ ଯୋଗାଣ କର୍ମଚାରୀ ସଙ୍ଘ ସାଧାରଣ ବୈଠକ

ଉତ୍କଳ ପ୍ରାଦେଶିକ ମାରୱାଡ଼ି ପରିବାର ତରଫରୁ ଜିଲ୍ଲା ସ୍ତରୀୟ ହୋଲି ମିଳନ ସମାରୋହ କାର୍ଯ୍ୟ କ୍ରମ

ଧର୍ମଗଡ ୨୪/୦୩/ (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜସପାଲ ସିଂହ ଫାର୍ମ ହାଉସ ଠାରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ପରିବାର ତରଫରୁ ହୋଲି ମିଲନ ସମାରୋହ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟ କ୍ରମରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ମଞ୍ଚ ର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ଅଗ୍ରୱାଲ, ଦେବକ ଗୁପ୍ତା ଜୋନ୍ ଉପ-ନିର୍ବାଚନ ଅଧିକାରୀ, କିଶୋର ଅଗ୍ରୱାଲ୍ ଜୋନ୍ ସମ୍ପାଦକ, ଲାଲଚାନ୍ଦ ଚୌଧୁରୀ ଜିଲ୍ଲା ସମ୍ପାଦକ, ରାଜ… Continue reading ଉତ୍କଳ ପ୍ରାଦେଶିକ ମାରୱାଡ଼ି ପରିବାର ତରଫରୁ ଜିଲ୍ଲା ସ୍ତରୀୟ ହୋଲି ମିଳନ ସମାରୋହ କାର୍ଯ୍ୟ କ୍ରମ

You cannot copy content of this page