ନିମ୍ନ ମାନର ବସୁଧା ଯୋଜନା କାମକୁ ନେଇ ଲୋକଙ୍କ ଅଭିଯୋଗ ଉଠିଲା କଳାହାଣ୍ଡି, ୨୭|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ରାଜ୍ୟ ଓ କେନ୍ଦ୍ର ସରକାର ବକ୍ସି ଜଗବନ୍ଧୁ ପାନୀୟ ଜଳ ପ୍ରକଳ୍ପ (ବସୁଧା) ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଓଭର ହେଡ଼ ଟେଙ୍କ ନିର୍ମାଣ କରି ପାନୀୟ ଜଳ ସମସ୍ୟା କୁ ଦୂର କରିବା ସହ ଲୋକଙ୍କ ଘରକୁ ଘର ମଧୁର ପାନୀୟ ଜଳ ପହଞ୍ଚାଇବା ହେଉଛି ବସୁଧା ଯୋଜନା ର ମୂଳ ଲକ୍ଷ୍ୟ… Continue reading ନିମ୍ନମାନର କାମ କରାଇ ଠିକାଦାର ମାଲେମାଲ
ନିମ୍ନମାନର କାମ କରାଇ ଠିକାଦାର ମାଲେମାଲ