ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ

ଭବାନୀପାଟଣା, ଉତ୍କଳ ବୁଲେଟିନ,(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ କୁଟ୍ରୁଖମାର ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠରେ ଉତ୍କଳ ଦିବସ ପାଳନ କରିବା ସାଙ୍ଗେ ସରକାରଙ୍କ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନର ଶୁଭାରମ୍ଭ କରାଯାଇଥିଲା । ଏହି ପୋଷଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପାର୍ଥିବ ଖଡିକର, ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟିର ସଦସ୍ୟ ମଞ୍ଜୁର ଅଲ୍ଲୀ ଖାଁ, ସହ ଶିକ୍ଷକ ବସନ୍ତ କୁମାର… Continue reading ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ

ଅମଲାଭବନ ଠାରେ ଅନ୍ତଃରାଷ୍ଟ୍ରୀୟ କିନ୍ନର ଦିବସ ପାଳନ 

ଭବାନିପାଟଣା, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସହରର ଅମଲାଭବନ ଠାରେ ଡିଏସ୍ଏସ୍ଓ ଙ୍କ ନେତୃତ୍ବରେ କଳାହାଣ୍ଡି ଜିଲ୍ଲା ର ସମସ୍ତ କିନ୍ନର ମାନଙ୍କୁ ନେଇ ଅନ୍ତଃକରରାଷ୍ଟ୍ରୀୟ କିନ୍ନର ଦିବସ ପାଳନ କରାଯାଇଅଛି।ଏଠାରେ ମୁଖ୍ୟ ଅତିଥି ଭାବେ ଡିଏସ୍ଏସ୍ଓ, ଭବାନୀପାଟଣା ଯୋଗ ଦେଇଥିବାବେଳେ ଅତିଥି ଭାବରେ କାମିନୀ କିନ୍ନର, (କଳାହାଣ୍ଡି ଜିଲ୍ଲା କିନ୍ନର ସଂଘ, ସଭାନେତ୍ରୀ) ଯୋଗଦେଇଥିଲେ। ଅଜିତ କୁମାର ମହାନ୍ତି (ଲୋକସେବକ, ଏନ୍ଜିଓ ଭବାନୀପାଟଣା ) ରାକେଶ ନାଏକ(ଦାପ୍ତା ପୋଜେକ୍ଟ ମେନେଜର… Continue reading ଅମଲାଭବନ ଠାରେ ଅନ୍ତଃରାଷ୍ଟ୍ରୀୟ କିନ୍ନର ଦିବସ ପାଳନ 

ମାଁ ମାଣିକେଶ୍ଵରୀ ବିଶ୍ୱ ବିଦ୍ୟାଳୟରେ ଓଡିଶା ଦିବସ ପାଳିତ

କଳାହାଣ୍ଡି, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : ଓଡ଼ିଶା ହେଉଛି ଶରୀର, ଓଡ଼ିଆ ତାର ଆତ୍ମା ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟରେ ଓଡିଶା ଦିବସ-୨୦୨୫ ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଭାରପ୍ରାପ୍ତ କୁଳପତି ପ୍ରାଚୀନ ଓଡିଶାର ସ୍ମୃତିଚାରଣ କରିଥିଲେ । ଉପ-କୁଳସଚିବ ମେଜର ଡକ୍ଟର ଜୟଦେବ ସାହୁ ସ୍ୱାଗତ ଅଭିଭାଷଣ ଦେଇ ଓଡିଶା ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସହକାରୀ ପ୍ରଫେସର ଡୋଳାମଣି ଧରୁଆ ଓଡ଼ିଶା ପ୍ରଦେଶ ଗଠନର… Continue reading ମାଁ ମାଣିକେଶ୍ଵରୀ ବିଶ୍ୱ ବିଦ୍ୟାଳୟରେ ଓଡିଶା ଦିବସ ପାଳିତ

ପୋଲିସ ବାହିନୀର ସେବା, ତ୍ୟାଗ ଅତୁଳନୀୟ

ବଲାଙ୍ଗୀର: ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡିଆରେ ୯୦ତମ ଓଡିଶା ପୋଲିସ ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ପାଳିତ ହୋଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇ ଏସ୍‌ପି ଅଭିଳାଷ ଜି. ପୋଲିସ ପେରେଡର ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଓଡିଶା ପୋଲିସ ପ୍ରତିଷ୍ଠା ଉତ୍ସବରେ ଅଭିନନ୍ଦନ ଜଣାଇ ଓଡିଶା ପୋଲିସର ଅତୁଳନୀୟ ସେବା, ଅବଦାନ ଏବଂ ତ୍ୟାଗ ସମ୍ପର୍କରେ କହିଥିଲେ l ଉତ୍ତମ ସେବା ଯୋଗାଇ କାର୍ଯ୍ୟ କରିଥିବା ପୋଲିସ୍ ଅଧିକାରୀ ଓ କର୍ମଚାରୀଙ୍କୁ ମାନପତ୍ର ଦେଇ… Continue reading ପୋଲିସ ବାହିନୀର ସେବା, ତ୍ୟାଗ ଅତୁଳନୀୟ

ଏପ୍ରିଲ-୧ କଳା ଦିବସରେ କୋସଲ ସଂଗ୍ରାମୀମାନଙ୍କ ବ୍ୟାପକ ଗିରଫଦାରୀ ଅଗଣତାନ୍ତ୍ରିକ ଅଟେ- ପ୍ରମୋଦ ମିଶ୍ର

ବଲାଙ୍ଗିର: ଏପ୍ରିଲ ୧ ତାରିଖ । ରାଜ୍ୟ ସରକକାର ଏ ବର୍ଷ ଏହି ଦିନଟିକୁ ଉତ୍କଳ ଦିବସ ପରିବର୍ତ୍ତେ ଓଡିଶା ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି କିନ୍ତୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କୋସଲ ଆନ୍ଦୋଳନ ତରଫରୁ ଏହି ଦିବସକୁ କଳା ଦିବସ ରୂପେ ଆହ୍ୱାନ ଦିଆଯାଇଛି । ଓଡିଶା ସହ କୋଶଳାଂଚଳର ମିଶ୍ରଣକୁ ପ୍ରତିବାଦ କରି ଏଭଳି କଳା ଦିବସ ପ୍ରତିବର୍ଷ ପାଳିତ ହେଉଛି । ଏହି ଆହ୍ୱାନକୁ ସମ୍ମାନ ଦେଖାଇ… Continue reading ଏପ୍ରିଲ-୧ କଳା ଦିବସରେ କୋସଲ ସଂଗ୍ରାମୀମାନଙ୍କ ବ୍ୟାପକ ଗିରଫଦାରୀ ଅଗଣତାନ୍ତ୍ରିକ ଅଟେ- ପ୍ରମୋଦ ମିଶ୍ର

You cannot copy content of this page