ବାଲିଅନ୍ତା: ଭୁବନେଶ୍ୱର ସ୍ଥିତ ହୋଟେଲ ଏକସେଲେନସିରେ ଇମ୍ପ୍ଲାମେଡିକ ଏବଂ ସୋମୁନ ଟ୍ରେଡ଼ର୍ସର ମିଳିତ ଆନୁକୂଲ୍ୟରେ ଏକ ସାଧାରଣ ବାର୍ଷିକ ସମାଗମର ଆୟୋଜନ କରାଯାଇଛି l ଉକ୍ତ ସଭାରେ ବିଶିଷ୍ଟ ସମାଜସେଵୀ ପ୍ରତାପ ଷଡ଼ଙ୍ଗୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ ଓଡିଶାର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ସୁନାମଧନ୍ୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପ୍ରଦୀପ ମଲ୍ଲିକ ଯୋଗଦେଇ କମ୍ପାନୀର ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ l ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଅନେକ ଆକର୍ଷଣୀୟ ଯୋଜନା ଲାଗୁ… Continue reading ଇମ୍ପଲାମେଡିକ ଓ ସୋମୁନ ଟ୍ରେଡ଼ର୍ସର ବାର୍ଷିକ ଉତ୍ସାବ
ଇମ୍ପଲାମେଡିକ ଓ ସୋମୁନ ଟ୍ରେଡ଼ର୍ସର ବାର୍ଷିକ ଉତ୍ସାବ
