ସେଣ୍ଟ ଅର୍ଣ୍ଣଲଡ଼ ସ୍କୁଲ ଆଗରେ ଅଭିଭାବକ ମହାସଙ୍ଘର ଧାରଣା

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ ଅନୁଯାଇ ସବୁ ପ୍ରାଇଭେଟ ସ୍କୁଲ ରେ ଆର୍ଥିକ ଅନାଗ୍ରସର ଶ୍ରେଣୀ ପିଲାଙ୍କ ନିମନ୍ତେ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ 25% ସିଟରେ ମାଗଣା ପlଠ ପଢ଼ିବାର ବ୍ୟବସ୍ଥା ରହିଛି l ସେହି ଆଇନ ଅନୁଯାଇ ଏବର୍ଷ 18 ଜଣ ପିଲାଙ୍କୁ କଳିଙ୍ଗବିହାରସ୍ଥ ସେଣ୍ଟ ଅର୍ଣ୍ଣଲଡ଼ ସ୍କୁଲରେ ଏହି ସ୍କିମରେ ଆଡ଼ମିସନ ପାଇଁ ଗଣଶିକ୍ଷା ବିଭାଗ ଯୋଗ୍ୟ ବିବେଚିତ କରି ଚିଠି କରିଛି l ହେଲେ ସେଣ୍ଟ ଅର୍ଣ୍ଣଲଡ଼ ସ୍କୁଲ ସେହି ପିଲାଙ୍କୁ ଆଡ଼ମିସନ… Continue reading ସେଣ୍ଟ ଅର୍ଣ୍ଣଲଡ଼ ସ୍କୁଲ ଆଗରେ ଅଭିଭାବକ ମହାସଙ୍ଘର ଧାରଣା

ଅକ୍ଷୟ ଯୁବ ସଂଘ ତରଫରୁ ମେଧାବୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ବାଙ୍କୀ: ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମର ଧିରେନ୍ଦ୍ର ପରିଡ଼ା ଙ୍କ ପୁତ୍ର ଦିବ୍ୟଜିତ୍ ପରିଡ଼ା ଏ-1 ପାଇଥିବାରୁ ତାକୁ ସମ୍ବର୍ଦ୍ଧିତ କରାଯାଇଛି। ସାମାଜିକ ଅନୁଷ୍ଠାନ ଅକ୍ଷୟ ଯୁବ ସଂଘ ର ଆବାହକ ଅବିନାଶ ପଟ୍ଟନାୟକ ଶ୍ରୀ ପରିଡ଼ା ଙ୍କ ଦୁଲଣାପୁର ସ୍ଥିତ ବାସଭବନରେ ପୁଷ୍ପବୃଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ନିରଞ୍ଜନ ସାହୁ, ଦିବ୍ୟଜିତଙ୍କ ମାତା ପୁଷ୍ପଲତା ପରିଡ଼ା ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମୀଧର… Continue reading ଅକ୍ଷୟ ଯୁବ ସଂଘ ତରଫରୁ ମେଧାବୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ଚନ୍ଦନ ମହୋତ୍ସବ ରେ ନୃତ୍ୟନିପୁଣା ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ,” ଇସ୍କନ ମନ୍ଦିର” ,ଦ୍ବାରା ଆୟୋଜିତ ଚନ୍ଦନ ମହୋତ୍ସବର ଶେଷ ସନ୍ଧ୍ୟାରେ ,”ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ” ଦ୍ଵାରା ଓଡ଼ିଶୀ ନୃତ୍ୟ , ମାହାରୀ ନୃତ୍ୟ ଏବଂ ଭଜନ ନୃତ୍ୟ ପରିବେଷଣ କରାଯାଇଥିଲା। ଗୁରୁ ଡଂ ପ୍ରିୟଙ୍କା ମିଶ୍ରଙ୍କ ପ୍ରଶିକ୍ଷଣରେ ଏବଂ ପ୍ରତିମା ମିଶ୍ରଙ୍କ ସୁପରିଚାଳନା ଦ୍ବାରା ଅନୁଷ୍ଠାନର ନୃତ୍ୟାଙ୍ଗନା ମାନେ ଖୁବ୍ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରି , ଉପସ୍ଥିତ ଦର୍ଶକମାନଙ୍କର କରତାଳି ସାଉଁଟି ଥିଲେ । ଶିଳ୍ପୀମାନେ… Continue reading ଚନ୍ଦନ ମହୋତ୍ସବ ରେ ନୃତ୍ୟନିପୁଣା ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ

You cannot copy content of this page