କ୍ରିକେଟ୍ ଖେଳ ପ୍ରତି ରୁଚି ରଖୁଛନ୍ତି ବର୍ତ୍ତମାନର ଯୁବ ପ୍ରତିଭାବଲାଙ୍ଗୀର: ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲା ଏଥେଲେଟିକ ଏସୋସିଏସନ୍ ର ସହଯୋଗ ଫଳରେ ଗତ କିଛି ମାସରୁ ଆରମ୍ଭ ହୋଇଥିବା ଯୁବ କ୍ରିକେଟ୍ ପ୍ରତିଭାଙ୍କୁ କିଛିଟା ପ୍ରଶିକ୍ଷଣ ତାଲିମ ଓ ଯୁବା କ୍ରିକେଟ୍ ଖେଳାଳିଙ୍କ ଇଚ୍ଛା ଶକ୍ତି ଫଳରେ କ୍ରିକେଟ୍ ଖେଳ ଜାରି ରହିଛି। ଡିଷ୍ଟିକ୍ଟ ପାଇନର କ୍ରିକେଟ୍ ଏକାଡେମୀ ବଲାଙ୍ଗୀର ମାଧ୍ୟମରେ। ଯେଉଁଥିରେ ଧୀରେ ଧୀରେ ଯୁବା ପ୍ରତିଭା ଏବେ ତାଙ୍କ ପ୍ରତିଭା ପ୍ରତିପାଦନ କରୁଛନ୍ତି… Continue reading ଉଦୀୟମାନ ଯୁବ ପୀଢ଼ି କୁ ନେଇ ଡିଷ୍ଟିକ୍ଟ ପାଇନର କ୍ରିକେଟ୍ ଏକାଡେମୀ ଚର୍ଚ୍ଚାରେ
ଉଦୀୟମାନ ଯୁବ ପୀଢ଼ି କୁ ନେଇ ଡିଷ୍ଟିକ୍ଟ ପାଇନର କ୍ରିକେଟ୍ ଏକାଡେମୀ ଚର୍ଚ୍ଚାରେ
