ନୂଆଦିଲ୍ଲୀରେ ଅନୁଷ୍ଠିତ ହେଲା ରସାବଳୀ ଦିବସ

ନୂଆଦିଲ୍ଲୀ: କେନ୍ଦ୍ରାପଡାର ପ୍ରସିଦ୍ଧ ତଥା ଶ୍ରୀ ବଳଦେବଜୀଉ ଙ୍କ ପାଖରେ ଲାଗି ହେଉଥିବା ରସାବଳୀକୁ ଦୁଇବର୍ଷ ପୂର୍ବେ ଜିଆଇ ଟ୍ୟାଗ ମିଳିସାରିଛି । ଓଡ଼ିଶାର ଏହି ପାରମ୍ପରିକ ମିଠାକୁ ବିଶ୍ଵଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଓଁ ସାଇ ଟ୍ରଷ୍ଟ ଓ ନୀଳାଚଳ ସେବାସଙ୍ଘ ମିଳିତ ଆନୁକୂଲ୍ୟରେ ପବିତ୍ର ରକ୍ଷା ବନ୍ଧନ ଅବସରରେ ନୂଆଦିଲ୍ଲୀ ସ୍ଥିତ ହଜଖସ ଜଗନ୍ନାଥ ମନ୍ଦିରରେ ରସାବଳୀ ଦିବସ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭକ୍ତମାନଙ୍କୁ… Continue reading ନୂଆଦିଲ୍ଲୀରେ ଅନୁଷ୍ଠିତ ହେଲା ରସାବଳୀ ଦିବସ

ସ୍ବର୍ଗତ ମୃତ୍ୟୁଞ୍ଜୟ ପରିଡାଙ୍କ ଦ୍ଵାଦଶାହ ସହିତ ସ୍ମୃତି ଚାରଣ ସଭା

ଭୁବନେଶ୍ୱର: ସ୍ଥାନୀୟ ଗୋଦାବରୀଶ ସାହିତ୍ୟ ସଂସଦ ଖାରବେଳ ନଗର ଠାରେ ବ୍ରହ୍ମେସ୍ୱର ଓ ହରିହର ବିଦ୍ୟାପୀଠ ବିଦ୍ୟାର୍ଥୀଙ୍କ ଆନୁକୂଲ୍ୟ ତଥା ବିଶିଷ୍ଟ ଶିକ୍ଷାବିତ ଡ଼ଃ ଯୋଗୀନାଥ ସାହୁଙ୍କ ପୌରହିତ୍ୟ ଓ ପୁରାତନ ବିଦ୍ୟାର୍ଥୀ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ଓ ସମାଜସେବୀ ଅଶୋକ ମଲ୍ଲିକଙ୍କ ପରିଚାଳନା ରେ ପୁରାତନ ବିଦ୍ୟାର୍ଥୀ, ଯୁବ ସମାଜସେବୀ, ଉଦ୍ୟୋଗୀ ମୃତ୍ୟୁଞ୍ଜୟ ପରିଡାଙ୍କ ଦ୍ଵାଦଶାହ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି l ପ୍ରାରମ୍ଭରେ ସ୍ବର୍ଗତ ମୃତ୍ୟୁଞ୍ଜୟଙ୍କ ଅମର ଆତ୍ମାର ସଦଗତି… Continue reading ସ୍ବର୍ଗତ ମୃତ୍ୟୁଞ୍ଜୟ ପରିଡାଙ୍କ ଦ୍ଵାଦଶାହ ସହିତ ସ୍ମୃତି ଚାରଣ ସଭା

You cannot copy content of this page