ବଳଦିଆମାଲ ସ୍କୁଲର ପ୍ରଧାନ ଶିକ୍ଷକ କୋର୍ଟ ଚାଲାଣକୁ ନେଇ ତାଙ୍କ ପତ୍ନୀଙ୍କ ଥାନାରେ ଲିଖିତ ଅଭିଯୋଗ

କଳାହାଣ୍ଡି,୨୨|୮(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଳଦିଆମାଲ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଅଭିଯୋଗକୁ ନେଇ ପ୍ରଧାନ ଶିକ୍ଷକ ଗିରଫ ହୋଇ କୋର୍ଟ ଚାଲଣା ହୋଇଥିବାର ଦେଖା ଦେଇଛି l କିନ୍ତୁ ପ୍ରଧାନ ଶିକ୍ଷକଙ୍କ ଧର୍ମ ପତ୍ନୀ ସୁମିତ୍ରା ମେହେର ଏକ ଚାଞ୍ଚଲ୍ୟ ସୃଷ୍ଟି କଲା ଭଳି ଅଭିଯୋଗ ସେହି ବଳଦିଆମାଲ ଗ୍ରାମ ସ୍କୁଲର ତିନି ଜଣ ଶିକ୍ଷକ ତଥା ଯିଶୁରାମ ଗୋପାଳ , ଓମ୍ ପ୍ରସାଦ ମେହେର, ସାମନ୍ତ… Continue reading ବଳଦିଆମାଲ ସ୍କୁଲର ପ୍ରଧାନ ଶିକ୍ଷକ କୋର୍ଟ ଚାଲାଣକୁ ନେଇ ତାଙ୍କ ପତ୍ନୀଙ୍କ ଥାନାରେ ଲିଖିତ ଅଭିଯୋଗ

ଗୋଲାମୁଣ୍ଡା ସର୍ବମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାଗତ ସମାରୋହ ଅନୁଷ୍ଠିତ

କଳାହାଣ୍ଡି,୨୨|୮(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜ଼ିଲ୍ଲା ଗୋଲାମୁଣ୍ଡା ସ୍ଥିତ ସର୍ବମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟରେ ପ୍ରଥମ ବର୍ଷରେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅଧ୍ୟକ୍ଷ ଶରତ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ଏକ ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି | ଏହି ସମାରୋହରେ ଗୋଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ଯକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରାବସ୍ଥା ର ଅନୁଭ ଓ ଅନୁଭୂତି ଅନୁଭୂତି ପ୍ରକାଶ କରିଥିଲେ । ସମାରୋହରେ ମହାବିଦ୍ୟାଳୟର ଉପାଧ୍ଯାକ୍ଷ ନବୀନ ଚନ୍ଦ୍ର… Continue reading ଗୋଲାମୁଣ୍ଡା ସର୍ବମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାଗତ ସମାରୋହ ଅନୁଷ୍ଠିତ

‘ସ୍ମୃତି ଦିବସ ଗୁଡ଼ିକୁ ସଙ୍କଳ୍ପ ଓ ଉତ୍କର୍ଷତାର ଦିବସ ଭାବରେ ପାଳନ କରାଯିବା ଉଚିତ’

ଭୁବନେଶ୍ୱର, 4.09.25: ଓଡିଶା ସଂଗୀତ ଜଗତର ମହାନ ଯୁବ ଜ୍ୟୋତିଷ୍କ, ଅଭିନେତ୍ରୀ, ନୃତ୍ୟଶିଳ୍ପୀ,ଗାୟିକା ବହୁମୁଖୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱର ଅଧିକାରିଣୀ ସ୍ବର୍ଗତ ଲିଟିଲ କରଙ୍କ ପ୍ରଥମ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ଗୀତଗୋବିନ୍ଦ ପରିସରରେ “ଲିଟିଲ କର ସ୍ମୃତି ନ୍ୟାସ ଓ “ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ “ଆନୁକୂଲ୍ୟରେ ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲିଟିଲ କର ଗାନ କରିଥିବା ସଂଗୀତ ପରିବେଷଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ… Continue reading ‘ସ୍ମୃତି ଦିବସ ଗୁଡ଼ିକୁ ସଙ୍କଳ୍ପ ଓ ଉତ୍କର୍ଷତାର ଦିବସ ଭାବରେ ପାଳନ କରାଯିବା ଉଚିତ’

You cannot copy content of this page