ପାଦପଦ୍ମ ପାହାଡ଼ରେ ନବାନ୍ନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଅନ୍ଧାରୁଆ ଗ୍ରାମ ପାଦପଦ୍ମ ପାହାଡ଼ (ପ୍ରବୁଧ ବିହାର ) ଠାରେ ସତ୍ୟ ମହିମା ଆଶ୍ରମରେ ପ୍ରତିବର୍ଷ ପରି ଚଳିତବର୍ଷ ନବାନ୍ନ ମହୋତ୍ସବ ପାଳିତ ହୋଇଯାଇଛି l ବ୍ରହ୍ମଲୀନ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବା ଙ୍କ ଆଦେଶ ଅନୁସାରେ ବ୍ରଜ ବାବାଙ୍କ ତତ୍ୱାବଧାନ ରେ ବ୍ରହ୍ମ ମୁହୂର୍ତ୍ତ ସମୟରେ ଘୃତବତୀ ସ୍ଥାପନ କରାଯିବା ସହ ନୂତନ ଚୁଡା ସହିତ ଗୁଡ଼, ସେଓ, ଅଙ୍ଗୁର, ନଡ଼ିଆ, କଦଳୀ, କ୍ଷୀର, ଦହି ମିଶ୍ରିତ ନବାନ୍ନ ପ୍ରସାଦ ନୂଆ ମାଟିହାଣ୍ଡି (ଆଟିକା… Continue reading ପାଦପଦ୍ମ ପାହାଡ଼ରେ ନବାନ୍ନ ଉତ୍ସବ ଅନୁଷ୍ଠିତ

ଶିବମ୍ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳନ

ଭୁବନେଶ୍ୱର: ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଶିକ୍ଷାବିତ୍ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମ ଜୟନ୍ତୀ ସାରା ଭାରତବର୍ଷରେ ପାଳିତ ହୋଇଯାଇଛି । ଏହି କ୍ରମରେ ଭୁବନେଶ୍ୱରର ଚିନ୍ତାମଣୀଶ୍ୱରସ୍ଥିତ ଶିବମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କମ୍ପ୍ୟୁଟର ଏଜୁକେସନ୍‌ରେ ଏହି ମହାନ୍ ବ୍ୟକ୍ତିତ୍ୱଙ୍କ ଜନ୍ମ ଜୟନ୍ତୀ ଓ ଗୁରୁଦିବସ ଅନୁଷ୍ଠାନର ଅଧ୍ୟକ୍ଷା ଶଶୀରେଖା ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଗୁପୁର ସମାଚାରର ଉତ୍କଳ ବୁଲେଟିନର ସଂପାଦକ ତଥା ସମାଜସେବୀ ଅରବିନ୍ଦ ତ୍ରିପାଠୀ ମୁଖ୍ୟ… Continue reading ଶିବମ୍ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳନ

You cannot copy content of this page