କର୍ମବୀର ତଥା କୃଷି ଓ କୃଷକଙ୍କ ପାଇଁ ସମର୍ପିତ ଥିଲେ ସ୍ବର୍ଗତ ବସନ୍ତ କୁମାର ବିଶ୍ୱାଳ

ଭୁବନେଶ୍ୱର: ଓଡ଼ିଶାର ପ୍ରାକ୍ତନ କଂଗ୍ରେସ ନେତା,ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ, ବିଭିନ୍ନ ତଥା ଏକାଧିକ ଥର ବିଭିନ୍ନ ବିଭାଗରେ ମନ୍ତ୍ରୀ, ଦରଦୀ ହୃଦୟର ବ୍ୟକ୍ତିତ୍ୱ ସ୍ବର୍ଗତଃ ବସନ୍ତ ବିଶ୍ବାଳଙ୍କ ୨୨: ତମ ଜୟନ୍ତୀ ସ୍ଥାନୀୟ ଜୟଦେବ ଭବନ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମାଜିକ କର୍ମୀ, ଲେଖକ ତଥା ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂଜ୍ୟପୂଜା ସଂସ୍କୃତି ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟ… Continue reading କର୍ମବୀର ତଥା କୃଷି ଓ କୃଷକଙ୍କ ପାଇଁ ସମର୍ପିତ ଥିଲେ ସ୍ବର୍ଗତ ବସନ୍ତ କୁମାର ବିଶ୍ୱାଳ

You cannot copy content of this page