ଆଧୁନିକ ବାଳକାଟୀ ନିର୍ମାଣରେ ସତ୍ୟପ୍ରିୟ ମହାନ୍ତିଙ୍କ ଅବଦାନ

ଆଧୁନିକ ବାଳକାଟୀ ନିର୍ମାଣରେ ସତ୍ୟପ୍ରିୟ ମହାନ୍ତିଙ୍କ ଅବଦାନ ପ୍ରତାପଶାସନ ବାଳକାଟୀ ଗୋଟିଏ ଐତିହାସିକ ଗ୍ରାମ । ଭୁବନେଶ୍ୱର ଠାରୁ ଅଳ୍ପ ଦୂରତାରେ ପୁଣ୍ୟତୋୟା ଭାର୍ଗବୀ ନଦୀକୂଳରେ ଗଢିଉଠିଥିବା ଏକ ଐତିହାସିକ ଗ୍ରାମ ହେଉଛି ଏହି ବାଳକାଟୀ। ଶ୍ରୀକ୍ଷେତ୍ର ଏବଂ ଖୋର୍ଦ୍ଧାଗଡକୁ ଯାଇଥିବା ପୁରୁଣା ଜଗନ୍ନାଥ ସଡ଼କ ଉପରେ ଏହା ଏକ ଐତିହାସିକ ସ୍ଥାନ । ସେତେବେଳେ ଏସବୁ ଅଞ୍ଚଳ ବାଲିରେ ପରିପୂର୍ଣ୍ଣ ଥିଲା। ନଦୀମାନଙ୍କରେ ବନ୍ଧ ନଥିଲା। ଦକ୍ଷିଣା ପବନରେ ବାଲି ଉଡ଼ିଆସି ଏସବୁ ବାଲିକୁଦ ମାନ… Continue reading ଆଧୁନିକ ବାଳକାଟୀ ନିର୍ମାଣରେ ସତ୍ୟପ୍ରିୟ ମହାନ୍ତିଙ୍କ ଅବଦାନ

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଟ୍ରାଏଲ ଇରିଗେସନ ଆରମ୍ଭ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସକତେଲ ଡ୍ୟାମ୍‌ର ଦ୍ୱିତୀୟ ବନ୍ୟାଜଳ ରବିବାର ଅପରାହ୍ଣ ୪ଟାରେ ଛଡାଯାଇଛି। ଡ୍ୟାମ ଭିତର ଜଳସ୍ତର ୧୯୯ ମିଟର ପହଞ୍ଚିବା ପରେ ଡ୍ୟାମ୍‌ର ସ୍ଥିତି ଆକଳନ କରାଯାଇ ବନ୍ୟା ଜଳ ଛଡାଯାଇଥିବା ସୂଚନା ମିଳିଛି। ଡ୍ୟାମର ଦ୍ୱିତୀୟ ବନ୍ୟା ଜଳ ଛଡାଯିବା ନେଇ ବଲାଙ୍ଗୀର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଉପଜିଲାପାଳ, ବଲାଙ୍ଗୀର ବିଡିଓ ଏବଂ ତହସିଲଦାର ଓ ଲୋଇସିଂହା ବିଡିଓ ଏବଂ ତହସିଲଦାରଙ୍କୁ ଏନେଇ ସୂଚନା ଦିଆଯାଇଛି। ଡ୍ୟାମ୍‌ର ବନ୍ୟା ଜଳ ଛଡାଯିବା ପରେ… Continue reading ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଟ୍ରାଏଲ ଇରିଗେସନ ଆରମ୍ଭ

You cannot copy content of this page