ଚିଲିକା ଉପଖଣ୍ଡ ଦାବୀ ଯୋର ଧରିଲା

ଚିଲିକା: ଚିଲିକା ଆଞ୍ଚଳିକ ବିକାଶ ପରିଷଦର ବୈଠକ କଉଡିଖଣିସ୍ଥ ଜଗତି ପାହାଡର ପାଦଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ଜଗତି ମହାବୀରଙ୍କ ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ପରିଷଦର ସଭାପତି ଆଡଭୋକେଟ ଦେବାଶିଷ ରଥଙ୍କ ପୌରୋହିତରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ଚିଲିକା ବ୍ଳକ ନିକଟରେ ପ୍ରସ୍ତାବିତ ଉପଖଣ୍ଡ ସ୍ଥାପନକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା|ବୈଠକରେ ଗଙ୍ଗାଧରପୁର ରେଳ ଷ୍ଟେସନରେ ପୁରୀ-ତିରୁପତି ଏକ୍ସପ୍ରେସର ରହଣୀ, ପ୍ଲାଟଫର୍ମର ନିର୍ମାଣ କାର୍ଯ୍ୟରେ ବିଳମ୍ବ ଜନିତ ପ୍ରକ୍ରିୟାକୁ ତ୍ଵରାନିତ କରିବା… Continue reading ଚିଲିକା ଉପଖଣ୍ଡ ଦାବୀ ଯୋର ଧରିଲା

ବଉଳାବନ୍ଧରେ ଭାଗବତ ସପ୍ତାଙ୍ଗ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଚିଲିକା: ଖୋର୍ଦ୍ଧ।ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମସ୍ଥ ମଙ୍ଗରାଜପୁର ଠାରେ ୯ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ ସପ୍ତାଙ୍ଗ ଓ ପ୍ରବଚ଼ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପ୍ରତ୍ୟେହ ସକାଳ ସମୟରେ ପାରାୟଣ, ହୋମ, ସଂକୀର୍ତ୍ତନ ଓ ଭଜନ ସମାରୋହ ହେଉଥିବା ବେଳେ ସଂଧ୍ୟା ସମୟରେ ଆଳତୀ, ଗୀତ ଗୋବିନ୍ଦପାଠ, ବେଦପାଠ ଓ ପ୍ରବଚ଼ନ କାର୍ଯ୍ୟକ୍ରମ ହୁଏ l ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ ତ୍ରିଦଣ୍ଡୀ ସ୍ୱାମୀ ଭକ୍ତ ଗୌରବ ସଚ୍ଚିତାନନ୍ଦ ଦାଶ… Continue reading ବଉଳାବନ୍ଧରେ ଭାଗବତ ସପ୍ତାଙ୍ଗ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦ୍‌ଯାପିତ

ରାମାନୁଜନ ଛାତ୍ରା ବାସ ପରିସର ରେ ଶ୍ରୀନିବାସ ରାମାନୁଜନଙ୍କ ପ୍ରତିମୂର୍ତ୍ତି ଉନ୍ମଚିତ

ଭୁବନେଶ୍ୱର: ସର୍ବ ଭାରତୀୟ ସ୍ତରରେ ପାଞ୍ଚଟି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ମଧ୍ୟ ରୁ ୧୯୬୩ ରେ ପ୍ରତିଷ୍ଠିତ ଭୁନେଶ୍ବରସ୍ଥିତ ଆଂଚଳିକ ଶିକ୍ଷା ପ୍ରତିଷ୍ଠାନ ଅନ୍ୟତମ। ଏହି ଅନୁଷ୍ଠାନରେ ପୂର୍ବାଞ୍ଚଳ ରାଜ୍ୟ ମାନଙ୍କ ସହିତ ଆଣ୍ଡମାନ ନିକୋବରର ଛାତ୍ର ଛତ୍ରୀମାନେ ସର୍ବ ଭାରତୀୟ ପ୍ରଵେଶ ପରୀକ୍ଷାରେ କୃତିତ୍ବ ହାସଲ କରି ଉତ୍ତମ ଶିକ୍ଷକ ହେବା ନିମନ୍ତେ ତାଲିମ ଗ୍ରହଣ କରିଥାନ୍ତି। ଏହି ପ୍ରତିଷ୍ଠାନ ଆବାସିକ ହୋଇ ଥିବାରୁ ଏହାର ପାଞ୍ଚଟି ଉଚ୍ଚମାନ ର ପ୍ରତିଷ୍ଠିତ ଛାତ୍ରାବାସ ଭାରତ ର… Continue reading ରାମାନୁଜନ ଛାତ୍ରା ବାସ ପରିସର ରେ ଶ୍ରୀନିବାସ ରାମାନୁଜନଙ୍କ ପ୍ରତିମୂର୍ତ୍ତି ଉନ୍ମଚିତ

You cannot copy content of this page