ବାରବାଟୀରେ ଡିସେମ୍ବର ୯ରେ ଟି-୨୦ କ୍ରିକେଟ ମ୍ୟାଚ୍

କଟକ: ବାରବାଟୀ କ୍ରିକେଟ୍ ଷ୍ଟାଡିୟମରେ ଚଳିତ ଡିସେମ୍ବର ମାସ ୯ ତାରିଖରେ ଟି-୨୦ କ୍ରିକେଟ୍ ମ୍ୟାଚ୍ ଖେଳାଯିବାର ସ୍ଥିର ହୋଇଯାଇଛି। ମ୍ୟାଚ୍‌ରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଟିମ୍ ଭେଟିବାକୁ ଯାଉଛି। ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ପାଇଁ ବାରବାଟୀରେ ପ୍ରସ୍ତୁତି ଜୋରଦାର କରିଦିଆଯାଇଛି। ମ୍ୟାଚ୍ ପ୍ରସ୍ତୁତି ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସ୍ (ଓସିଏ) ସଂପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ପ୍ରଥମ ମୁକାବିଲା ପାଇଁ ଡିସେମ୍ବର ୧… Continue reading ବାରବାଟୀରେ ଡିସେମ୍ବର ୯ରେ ଟି-୨୦ କ୍ରିକେଟ ମ୍ୟାଚ୍

ଓଡ଼ିଶ ଗ୍ରାମରେ କୁରାଳ ପଂଚମୀ ପୂଜା ଅନୁଷ୍ଠିତ

ଭୁବନ: ସାରା ରାଜ୍ୟରେ ପ୍ରଭୁ ଲକ୍ଷ୍ମୀନାରାୟଣ ପୂଜାର୍ଚ୍ଚନା ଖୁବ୍ ଧୂମଧାମରେ ପାଳିତ ହୋଇଯାଇଛି। ବିଶେଷ କରି କୁମ୍ଭକାର ସଂପ୍ରଦାୟର ପରିବାରର ଘରେ ଘରେ ଏହି ପୂଜା କରାଯାଇଥାଏ। ସାରା ରାଜ୍ୟରେ କୁମ୍ଭକାରମାନେ ତାଙ୍କର ଆରାଧ୍ୟ ଲକ୍ଷ୍ମୀନାରାୟଣଙ୍କ ପୂଜାର୍ଚ୍ଚନା ଏହି କୁରାଳ ପଂଚମୀ ଦିନ କରିଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ କୁମ୍ଭାର ସାହିରେ ଧୂମଧାମ ସହକାରେ କୁରାଳ ପଂଚମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୃଣ୍ମୟମୂର୍ତି… Continue reading ଓଡ଼ିଶ ଗ୍ରାମରେ କୁରାଳ ପଂଚମୀ ପୂଜା ଅନୁଷ୍ଠିତ

ଉଦ୍ୟୋଗୀ ଏକ ଶ୍ରେଷ୍ଠ ସିଦ୍ଧାନ୍ତ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର: ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆଜିର ଆହ୍ୱାନ “ଉଦ୍ୟୋଗୀ ଏକ ଶ୍ରେଷ୍ଠ ସିଦ୍ଧାନ୍ତ” ଶୀର୍ଷକ ଆଲୋଚନାଚକ୍ର ଓ ମାସିକ କର୍ମଶାଳା ସମୀକ୍ଷା ବୈଠକ ବିଜୟ କୁମାର ସାହୁ ଓ ଶ୍ରୀକାନ୍ତ ସାହୁଙ୍କ ସଂଯୋଜନା ସହିତ ସଭାପତି, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇ,ଡି, ଆଇ, ବି, ବ୍ୟାଙ୍କର ଉପପ୍ରବନ୍ଧକ ଓ ଏମଏସ ଏମ ଇ… Continue reading ଉଦ୍ୟୋଗୀ ଏକ ଶ୍ରେଷ୍ଠ ସିଦ୍ଧାନ୍ତ ଆଲୋଚନା ଚକ୍ର ଅନୁଷ୍ଠିତ

ଶହୀଦ ଦିବାକର ପରିଡାଙ୍କ 115 ତମ ଜୟନ୍ତୀ ଅନୁଷ୍ଠିତ

ଭୁବନେଶ୍ୱର: ରଣପୁର ପ୍ରଜା ଆନ୍ଦୋଳନରେ ଭାଗ ନେଇ ଶହୀଦ ହୋଇଥିବା ଯୁବ କବି, ବିପ୍ଲବୀ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଦିବାକର ପରିଡା ଙ୍କ 115 ତମ ଜୟନ୍ତୀ ସ୍ଥାନୀୟ ୟୁନିଟ 9 ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ଶହୀଦ ରଘୁ -ଦିବାକର ସ୍ମୃତି ସଂସଦ, ପୁଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପୁଷ୍ପ ମାଲ୍ୟ ଅର୍ପଣ ସହ ସ୍ମୃତି ଚାରଣ କାର୍ଯ୍ୟକ୍ରମ ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୁଜ୍ୟପୂଜା ସଂସ୍କୃତିସୁରକ୍ଷା ଅଭିଯାନର ପ୍ରଦ୍ୟୁମ୍ନ ଶତପଥୀ ଙ୍କ ସଂଯୋଜନା… Continue reading ଶହୀଦ ଦିବାକର ପରିଡାଙ୍କ 115 ତମ ଜୟନ୍ତୀ ଅନୁଷ୍ଠିତ

You cannot copy content of this page