କଟକ: ବାରବାଟୀ କ୍ରିକେଟ୍ ଷ୍ଟାଡିୟମରେ ଚଳିତ ଡିସେମ୍ବର ମାସ ୯ ତାରିଖରେ ଟି-୨୦ କ୍ରିକେଟ୍ ମ୍ୟାଚ୍ ଖେଳାଯିବାର ସ୍ଥିର ହୋଇଯାଇଛି। ମ୍ୟାଚ୍ରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଟିମ୍ ଭେଟିବାକୁ ଯାଉଛି। ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ପାଇଁ ବାରବାଟୀରେ ପ୍ରସ୍ତୁତି ଜୋରଦାର କରିଦିଆଯାଇଛି। ମ୍ୟାଚ୍ ପ୍ରସ୍ତୁତି ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସ୍ (ଓସିଏ) ସଂପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ପ୍ରଥମ ମୁକାବିଲା ପାଇଁ ଡିସେମ୍ବର ୧ ତାରିଖ ଠାରୁ ଟିକେଟ୍ ମିଳିବ। ଜମାଟୋ ଦ୍ୱାରା ପ୍ରସ୍ତୁତ ଡିଷ୍ଟ୍ରିକ୍ଟ ଆପ୍ ମାଧ୍ୟମରେ ଡିସେମ୍ବର ୧ ତାରିଖରେ କ୍ରିକେଟ୍ପ୍ରେମୀଙ୍କୁ ଅନ୍ଲାଇନ୍ ମାଧ୍ୟମରେ ଟିକେଟ୍ ମିଳିବ। ବାରବାଟୀ ମ୍ୟାଚ୍ ପାଇଁ ଅନ୍ଲାଇନ୍ ମାଧ୍ୟମରେ ୨୦୦୦ ଟିକେଟ୍ ବିକ୍ରି କରାଯିବ। ଅଫ୍ଲାଇନ୍ରେ ୧୦,୦୦୦ ଟିକେଟ୍ ବିକ୍ରି ହେବ। ଅଫ୍ଲାଇନ୍ ଟିକେଟ ବାରବାଟୀ ଷ୍ଟାଡିୟମସ୍ଥିତ କାଉଣ୍ଟରରେ ବିକ୍ରି ହେବ। ଓଡ଼ିଶାରେ କ୍ରିକେଟ୍ ପ୍ରେମୀମାନେ ଏହି ମ୍ୟାଚ୍କୁ ଦେଖିବାକୁ ଖୁବ୍ ଆଗ୍ରହ ସହ ଅପେକ୍ଷା କରିଛନ୍ତି।
ବାରବାଟୀରେ ଡିସେମ୍ବର ୯ରେ ଟି-୨୦ କ୍ରିକେଟ ମ୍ୟାଚ୍
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଆସନ୍ତା ଅକ୍ଟୋବର ୪ରେ ‘ଶ୍ରୀ ଗଣେଶ ସମ୍ମାନ’ ପ୍ରଦାନ ଉତ୍ସବ: ସାମିଲ ହେବେ ୬୦ରୁ ଊର୍ଦ୍ଧ୍ୱ ପୂଜା କମିଟି
ଭୁବନେଶ୍ୱର ତା 13/09/26 ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ , ଉତ୍କଳ ଜୟଦେବ ଫାଉଣ୍ଡେସନ ଓ ନ୍ୟୁ ଭାର୍ଗବୀ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ୪ ତାରିଖରେ 'ଶ୍ରୀ ଗଣେଶ ସମ୍ମାନ' ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଏନେଇ ଶାନ୍ତିସୂପର
କଳାଙ୍ଗରେ ଉଲ୍ଲାସ ପ୍ରଶିକ୍ଷଣ ଓ ପଥପ୍ରାନ୍ତ ନାଟକ ପରିବେଷଣ
ନାଚୁଣୀ, ୧୩ । ୯:ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ କାହ୍ନୁ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ,କଳାଙ୍ଗ ସମ୍ମିଳନୀ କକ୍ଷରେ ସାଧନ କେନ୍ଦ୍ର ସଂଯୋଜକ ବିଭୁପ୍ରସାଦ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଉଲ୍ଲାସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୯ଟି ସରକାରୀ ମାଧ୍ୟମିକ,ଉଚ୍ଚ ପ୍ରାଥମିକ
ଖୋର୍ଦ୍ଧା ଜିଲ୍ଲା ପୋଲିସରେ ବଡ଼ ଅଦଳବଦଳ, ବାଲୁଗାଁ ଥାନାରେ ନୂଆ ଏସ୍ଆଇ ଭାବେ ଜଗନ୍ନାଥ ସେଠୀ ଓ ଏସ୍ଆଇ ଭାବେ ଭଗବାନ ନାୟକଙ୍କ ଯୋଗଦାନ
ବାଲୁଗାଁ -* ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଏକ ବଡ଼ ପ୍ରଶାସନିକ ଅଦଳବଦଳ ହୋଇଛି। ପୋଲିସ ମୁଖ୍ୟାଳୟରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ ୨୧ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ବଦଳି କରାଯାଇଛି। ଏହି କ୍ରମରେ ବାଲୁଗାଁ ଥାନାରେ ନୂଆ ଭାବେ ଜଣେ
ଗଣେଶ ସମ୍ମାନ ୨୦୨୬ ର ସାମ୍ବାଦିକ ସମ୍ମିଳନୀ
ବାଲିଅନ୍ତା ୧୩/୦୯:- ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ,ଶାନ୍ତିସ୍ତୁପ ଖବରକାଗଜ , ଉତ୍କଳ ଜୟଦେବ ଫାଉଣ୍ଡେସନ ଓ ନ୍ୟୁ ଭାର୍ଗବୀ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ୪ ତାରିଖରେ 'ଶ୍ରୀ ଗଣେଶ ସମ୍ମାନ' ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଏନେଇ
କୁହୁଡ଼ି ବଘେଇସାହି ମଠ ଦ୍ୱାର ସହ ଲାଗି ବେଆଇନ ରୋଷେଇ ଘର ନିର୍ମାଣ, ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ – ନିର୍ମାଣ ସ୍ଥାନାନ୍ତର ଦାବି
ବାଲୁଗାଁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୁହୁଡ଼ି ପଞ୍ଚାୟତର ବଘେଇସାହି ସ୍ଥିତ ଶତାଧିକ ବର୍ଷର ପୁରାତନ ରାଧାମୋହନ ମଠର ମୁଖ୍ୟ ପ୍ରବେଶ ଦ୍ୱାର ସହିତ ଲାଗି ପାଖ ଗେଟ ଜବରଦସ୍ତ ଗୋଟିଏ ସରକାରୀ ରୋଷେଇ ଘର ନିର୍ମାଣ କରାଯାଉଛି।ଏହି ନିର୍ମାଣ
ପୋଖରୀରେ ବୁଡ଼ି ଛାତ୍ରର ମୃତ୍ୟୁ
ଚିଲିକା, ୧୨l ୯: ଗୋପାଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମୁସାହିସ୍ଥିତ ମସ୍ଜିଦ ର ମଉଲବୀ ମହମ୍ମଦ ଅଖ୍ଲାକ୍ ଓ ଫରାତୁନ୍ ବିବିଙ୍କ ୧୪ବର୍ଷର କନିଷ୍ଠ ପୁତ୍ର ମୀରାଜ୍ ଖାଁ ଜାମୁସାହି ରାସ୍ତା କଡ଼ରେ ସ୍ଥିତ ପୋଖରୀରେ ବୁଡି ଆଜି ପ୍ରାଣତ୍ୟାଗ କରିଛନ୍ତି।ସେ
ଭିଜିଲାନ୍ସ ଜାଲରେ ରାଉରକେଲା ଅବକାରୀ ଅଧୀକ୍ଷକ ; ୫ ଲକ୍ଷ ଟଙ୍କା ଜବତ ଓ ଆୟଠାରୁ ୧୦୦% ଅଧିକ ସମ୍ପତ୍ତି ଜଣାପଡ଼ିବା ପରେ ବାନ୍ଧିଲା ଭିଜିଲାନ୍ସ..
.ରାଉରକେଲା, ୧୨/୯: ୫ ଲକ୍ଷ ଟଙ୍କା ଅବୈଧ ନଗଦ ଜବତ ଘଟଣାରେ ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଗିରଫ ପରେ ତାଙ୍କୁ ସୁନ୍ଦରଗଡ଼ସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଛି। ଏନେଇ ରାଉରକେଲା ଭିଜିଲାନ୍ସ
ବାଲୁଗାଁ ପୁରୁଣା ଏସ. ଡି. ପି ଓ. ଅଫିସ ପଛ ରାସ୍ତା ପାଲଟିଛି ନର୍କ, ଦୁର୍ଗନ୍ଧରେ ଫାଟୁଛି ନାକ ।ନୀରବଦ୍ରଷ୍ଟା ପାଲଟିଛି ପ୍ରଶାସନ
ବାଲୁଗାଁ(ଖୋର୍ଦ୍ଧା ଜିଲ୍ଲା)୧୨।୯:ବାଲୁଗାଁ ବିଜ୍ଞାପିତ ପରିଷଦ ଅନ୍ତର୍ଗତ ପୁରୁଣା ଏସଡିପିଓ ଅଫିସ ପଛପଟ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଯାଏଁ ପାଣି ଜମି ରହୁଛି ।ପାଣି ନିଷ୍କାସନ ପାଇଁ କୌଣସି ଡ୍ରେନ୍ ବ୍ୟବସ୍ଥା ନଥିବାରୁ
ଜିଲ୍ଲା ବିଜ୍ଞାନ ନାଟକ ପ୍ରତିଯୋଗିତା ରେ ଚିଲିକା ବ୍ଲକ କୁ ଶ୍ରେଷ୍ଠ ପାଣ୍ଡୁଲିପି, ଶ୍ରେଷ୍ଠ ଅଭିନେତା ପୁରସ୍କାର
ଚିଲିକା, ୧୨।୯:ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରତିଯୋଗିତା ରେ ଚିଲିକା ବ୍ଲକ କୁ ଶ୍ରେଷ୍ଠ ପାଣ୍ଡୁଲିପି ପୁରସ୍କାର ଓ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିବା ବେଳେ ଜଟଣୀ ବ୍ଲକ କୁ ଶ୍ରେଷ୍ଠ ନିର୍ଦ୍ଦେଶନା ପୁରସ୍କାର ମିଳିଛି। ଜିଲ୍ଲା ଅନ୍ତର୍ଗତ ୯ ଟି
ଚିଲିକା ବ୍ଲକରେ ବିଦ୍ୟାଳୟ ସ୍ତରୀୟ ଚକ୍ଷୁ ସ୍ୱାସ୍ଥ୍ୟ ତାଲିମ ଶିବିର
ଚିଲିକା, ୧୨।୯:ଚିଲିକା ବ୍ଲକ ଅନ୍ତର୍ଗତ ପି.ଏମ୍.ଶ୍ରୀ. ପଞ୍ଚପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଙ୍କୁଲାଚ଼ଟି ଠାରେ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଆନୁକୂଲ୍ୟରେ
ଆଡିପଡା ଆଦର୍ଶ ବିଦ୍ୟାଳୟର ଦ୍ଵାଦଶ ବାର୍ଷିକ ଉତ୍ସବ ପାଳିତ
ଚିଲିକା, ୧୨।୯: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ ଅନ୍ତର୍ଗତ କୁହୁଡିସ୍ଥ ଆଡିପଡ଼ା ଆଦର୍ଶ ବିଦ୍ୟାଳୟର ଦ୍ଵାଦଶ ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଅଛି । ବିଦ୍ୟାଳୟର ଅଧ୍ୟକ୍ଷା ଭାଲେଣ୍ଟିନା ନାହାକଙ୍କ ପୌରୋହିତରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ସଭାର ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ
ଜିଲ୍ଲା ସ୍ତରୀୟ ସ୍କୁଲ ଗେମ୍ସ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍କୁଲ ଗେମ୍ସ ଟାଇକୋଣ୍ଡୋ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପି.ପି. ଏକାଡେମୀ ହାଇସ୍କୁଲ କନଫରେନ୍ସ ହଲ୍ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ
ଶ୍ରୀ ଜୟଦେବ ଅନ୍ତଃରାଷ୍ଟ୍ରୀୟଓ଼ ପଦ୍ମାବତୀ ସମ୍ମାନ ପ୍ରଦାନ
ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମନମୋହିଲା ଦେଶ ବିଦେଶର ପ୍ରକ୍ଷାତ ଶିଳ୍ପୀଙ୍କ ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଭୁବନେଶ୍ୱର ତା 10 ରିଖ l ନ୍ୟାସନେଲ କଲଚର ମିଶନ ଦ୍ୱାରା ଆୟୋଜିତ ଦୁଇ ଦିନିଆ ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ
କ୍ଳଷ୍ଟର ସ୍ତରୀୟ ନବଭାରତ ସାକ୍ଷରତା ତାଲିମ ଶିବିର
ଚିଲିକା,୧୦।୯ :ସାଗରଗାଁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସମ୍ପୃକ୍ତ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ବଳବନ୍ତରାୟଙ୍କ ତତ୍ତ୍ବାବଧାନରେ ଗୁରୁବାର ଦିନ କ୍ଳଷ୍ଟର ସ୍ତରୀୟ ନବଭାରତ ସାକ୍ଷରତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ପ୍ରଶିକ୍ଷକ ରୂପେ ସଂଯୋଜକ ପ୍ରଦୀପ କୁମାର
ଯୌତୁକ ପ୍ରଥା ବିରୋଧରେ ସଚେତନତା ତାଲିମମହିଳାଙ୍କ ଅଧିକାର ଓ ସୁରକ୍ଷା ଉପରେ ଗୁରୁତ୍ୱ
ଭବାନୀପାଟଣା, ୯/୯/୨୦୨୬ (ଜନ୍ମେଜୟ ନାଏକ):ସମାଜରୁ ଯୌତୁକ ପ୍ରଥା ଭଳି ଏକ ଗୁରୁତର ସାମାଜିକ କୁପ୍ରଥାର ମୂଳୋତ୍ପାଟନ ସହିତ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ଆଇନଗତ ଅଧିକାର ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ଯୌତୁକ ନିଷେଧ ଆଇନ ଉପରେ ଏକ ସଚେତନତା ଓ
ବଉଳାବନ୍ଧରେ ଶ୍ରୀସତ୍ୟସାଇ ସଂଗଠନର ବାର୍ଷିକ ଉତ୍ସବ ପାଳିତ ।
ଚିଲିକା, ୯।୯:ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମଠାରେ ଚଳିତ ବର୍ଷ ଶ୍ରୀ ସତ୍ୟସାଇ ଭଜନ କେନ୍ଦ୍ରର ଦ୍ୱିତୀୟ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଏକ ଭଜନ ଓ ସତ୍ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ
ଡିଜିପି ଚୟନ ପ୍ରକ୍ରିୟା ରେ ନୂଆ ମୋଡ଼
ଓଡ଼ିଶାରେ ପୂର୍ଣ୍ଣକାଳୀନ ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତିକୁ ନେଇ ଚାଲିଥିବା ଆଇନଗତ ବିବାଦର ଶୁଣାଣି ପୁଣି ଘୁଞ୍ଚିଛି। ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୬ରେ କରିବେ। ଏହା ସହ ମାମଲାରେ ବରିଷ୍ଠ IPS ଅଧିକାରୀ ସୁଶାନ୍ତ ନାଥଙ୍କ ଯୋଗଦାନ
ଗୋଲାମୁଣ୍ଡା ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର୩୫୯ ଜଣଙ୍କ ପଞ୍ଜୀକରଣ, ୫୦ ଜଣଙ୍କୁ ଉଦ୍ୟମ ପ୍ରମାଣପତ୍ର; ଭିନ୍ନକ୍ଷମଙ୍କୁ ମିଳିଲା ବିଭିନ୍ନ ସହାୟତା
ଧର୍ମଗଡ ୮/୯: ଜନ୍ମେଜୟ ନାଏକଭିନ୍ନକ୍ଷମଙ୍କୁ ସରକାରୀ ଯୋଜନାର ସୁବିଧା, ଚିକିତ୍ସା ସେବା, ଭତ୍ତା ଓ ଆବଶ୍ୟକ ସହାୟକ ଉପକରଣ ଯୋଗାଇଦେବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଥମ ପର୍ଯ୍ୟାୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଓ
ଥନଟ ଗ୍ରାମର ମୌଳିକ ସମସ୍ୟା ସମାଧାନ ଦାବି
ପିଚୁ ରାସ୍ତା, ବିଶୁଦ୍ଧ ପାନୀୟଜଳ ଓ ଷ୍ଟ୍ରିଟ୍ ଲାଇଟ୍ ପାଇଁ ଗ୍ରାମବାସୀଙ୍କ ଦାବି; ଦାବି ପୂରଣ ନହେଲେ ଆନ୍ଦୋଳନ ଓ ଭୋଟ ବର୍ଜନ ଚେତାବନୀଧର୍ମଗଡ଼:7/9/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଦୀର୍ଘଦିନ ଧରି ମୌଳିକ ସୁବିଧାରୁ ବଞ୍ଚିତ ଥନଟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ
ଗୋଲାମୁଣ୍ଡା ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
୩୫୯ ଜଣଙ୍କ ପଞ୍ଜୀକରଣ, ୫୦ ଜଣଙ୍କୁ ଉଦ୍ୟମ ପ୍ରମାଣପତ୍ର; ଭିନ୍ନକ୍ଷମଙ୍କୁ ମିଳିଲା ବିଭିନ୍ନ ସହାୟତାଧର୍ମଗଡ ୮/୯: (ଜନ୍ମେଜୟ ନାଏକ): ଭିନ୍ନକ୍ଷମଙ୍କୁ ସରକାରୀ ଯୋଜନାର ସୁବିଧା, ଚିକିତ୍ସା ସେବା, ଭତ୍ତା ଓ ଆବଶ୍ୟକ ସହାୟକ ଉପକରଣ ଯୋଗାଇ ଦେବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
କଳାଙ୍ଗରେ ଉଲ୍ଲାସ ପ୍ରଶିକ୍ଷଣ ଓ ପଥପ୍ରାନ୍ତ ନାଟକ ପରିବେଷଣ