ବ୍ୟକ୍ତିତ୍ବ ଗଠନର ଭିତ୍ତିଭୂମିକୁ ସମ୍ମୁଜ୍ଜ୍ବଳ କରେ କ୍ରୀଡା

ଭୁବନେଶ୍ୱର: ବ୍ୟକ୍ତିତ୍ବ ଗଠନର ଭିତ୍ତିଭୂମିକୁ ସମ୍ମୁଜ୍ଜ୍ବଳ କରେ କ୍ରୀଡା ଏବଂଶାରିରୀକ ବିକାଶ ପାଇଁ କ୍ରୀଡା ଏକାନ୍ତ ଅପରିହାର୍ଯ୍ୟ ବୋଲି ଶିଶୁ ଅନନ୍ତ ମହାବିଦ୍ୟାଳୟର  ଅଠଚାଳିଶତମ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନାଦୃତ ପ୍ରଶାସନିକ ଅଧିକାରିଣୀ ତଥା ବାଲିପାଟଣା ତହସିଲଦାର କଳ୍ପନା ଦାସ ବିଦ୍ୟାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର କର୍ମ ପ୍ରବୀଣା ଅଧ୍ୟକ୍ଷା ଡଃ ମଧୁମତୀ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ… Continue reading ବ୍ୟକ୍ତିତ୍ବ ଗଠନର ଭିତ୍ତିଭୂମିକୁ ସମ୍ମୁଜ୍ଜ୍ବଳ କରେ କ୍ରୀଡା

ସେବା ଅନୁଷ୍ଠାନ ପକ୍ଷରୁ ଗୋ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ସେବା ପ୍ରତିନିଧି ର ସଭାପତି ନୀଳମଣି ମିଶ୍ରଙ୍କ ସଭାପତିତ୍ବରେ କେଦାରଲେନ ଥିବା ଶ୍ରୀଜଗନ୍ନାଥ ଗୋଶାଳାରେ ଗୋମାତାଙ୍କୁ ଶୀତ ବସ୍ତ୍ର ପ୍ରଦାନ ସହିତ ଗୋ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଶ୍ୱ ସ୍ୱାସ୍ଥ୍ୟସେବା ଦିବସ ଅବସରରେ ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେବୁଲୁଥିବା ଷଣ୍ଢ, ଗୋମାତା ପ୍ରମୁଖଙ୍କୁ ଖାଦ୍ୟ ବସ୍ତ୍ର ସହ ପୂଜନ କରାଯାଉଥିବା ଲକ୍ଷ୍ୟ କରାଯାଇଥିଲା l ଗୋ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସନ୍ତୁ ବୋଲି ସ୍ଲୋଗାନ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ… Continue reading ସେବା ଅନୁଷ୍ଠାନ ପକ୍ଷରୁ ଗୋ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

You cannot copy content of this page