ପିଜିଏନ ପବ୍ଲିକ ସ୍କୁଲର ୩୭ ତମ ବାର୍ଷିକୋତ୍ସବ

ବାଳକାଟି: ଭଲ ପାଠ ପଢିବା ସହ ଜଣେ ଭଲ ମଣିଷ ହେବାକୁ ଚେଷ୍ଟା କରିଲେ ଜୀବନ ରୁଦ୍ଧିମନ୍ତ ହେବବୋଲି ବାଳକାଟି ସ୍ଥିତ ପିଜିଏନ ପବ୍ଲିକ ସ୍କୁଲର ୩୭ ତମ ବାର୍ଷିକୋତ୍ସବରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ କ୍ଷ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଅବସରପ୍ରାପ୍ତ ଜିଲ୍ଲାପାଳ ରବିନ ସାହୁ ସଭାପତିତ୍ୱ କରିଥିଲେ I ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର… Continue reading ପିଜିଏନ ପବ୍ଲିକ ସ୍କୁଲର ୩୭ ତମ ବାର୍ଷିକୋତ୍ସବ

ଭିଙ୍ଗାରପୁର ଆୟୁଷ୍ମାନ ଆରୋଗ୍ୟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନସ୍ବାସ୍ଥ୍ୟ ଆଲୋଚନା

ଭିଙ୍ଗାରପୁର: ଭିଙ୍ଗାରପୁର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ବାର୍ଦ୍ଧକ୍ୟ ଏକ ପ୍ରାକୃତିକ ପ୍ରକ୍ରିୟା । ବୟସ ବୃଦ୍ଧି ଅନୁସାରେ ଶରୀରର ପୁନଃ ନିର୍ମାଣ କ୍ଷମତା କମିଯାଏ । ଏଥିପାଇଁ ବୟସ୍କ ବ୍ୟକ୍ତିଙ୍କ ଠାରେ ବାର୍ଦ୍ଧକ୍ୟ ଜନିତ ସମସ୍ୟାର ସମାଧାନ ନିମନ୍ତେ ବାଳକାଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଜନସ୍ବାସ୍ଥ୍ୟ ଅଧିକାରୀ ମମତାଞ୍ଜଳି ପଟ୍ଟନାୟକ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ତାହା ଉଚ୍ଚ ରକ୍ତଋପ, ହୃଦ୍‌ରୋଗ, ମସ୍ତିସ୍କାଘାତ, କର୍କଟ ମଧୁମେହ ,ଶ୍ଵାସରୋଗ,ଦୃଷ୍ଟିଶକ୍ତି ହ୍ରାସ,ଦାନ୍ତ ଖସିପଡିବା, ମୁଖ… Continue reading ଭିଙ୍ଗାରପୁର ଆୟୁଷ୍ମାନ ଆରୋଗ୍ୟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନସ୍ବାସ୍ଥ୍ୟ ଆଲୋଚନା

ସ୍ୱାମୀ ବ୍ରହ୍ମାନନ୍ଦ ନିଗମ କଳ୍ପତରୁ ଆଶ୍ରମର ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର: ସଦ୍‌ଗୁରୁ ଠାକୁର ସ୍ୱାମୀ ନିଗମାନନ୍ଦଙ୍କ ପ୍ରତି ସମର୍ପିତ ସନ୍ଥ, ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଭୁବନେଶ୍ୱର ଉପକଣ୍ଠ ରୁଦ୍ର ବିହାରଠାରେ ପ୍ରତିଷ୍ଠିତ ନିଗମ କଳ୍ପତରୁ ଆଶ୍ରମର ବାର୍ଷିକ ଉତ୍ସବ ଓ ପୂଜ୍ୟ ସ୍ୱାମିଜୀଙ୍କ ସ୍ୱନକ୍ଷତ୍ର ଉତ୍ସବ ଆଶ୍ରମ ପରିସରରେ ମଙ୍ଗଳବାର ମଧ୍ୟାହ୍ନରେ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ସ୍ୱାମୀ ବ୍ରହ୍ମାନନ୍ଦ କହିଲେ ଯେ ସ୍ୱନକ୍ଷତ୍ର ପାଳନ ଭାରତୀୟ ସଂସ୍କୃତିର ଏକ ଅନନ୍ୟ ପରମ୍ପରା। ଆମ… Continue reading ସ୍ୱାମୀ ବ୍ରହ୍ମାନନ୍ଦ ନିଗମ କଳ୍ପତରୁ ଆଶ୍ରମର ବାର୍ଷିକ ଉତ୍ସବ ପାଳିତ

You cannot copy content of this page