ଭୁବନେଶ୍ୱର /ଅନ୍ଧାରୁଆ: ସ୍ଥାନୀୟ ଅନ୍ଧାରୁଆ ସ୍ଥିତ ପ୍ରଭୁଦ୍ଧବିହାର ଠାରେ ପୌଷ ଶୁକ୍ଳ ଚତୁର୍ଦଶୀ ଦିନ ମହିମା ମହୋତ୍ସବ ଉକ୍ତ ଧାମର ପ୍ରତିଷ୍ଠାତା ତଥା ସିଦ୍ଧପୁରୁଷ ବ୍ରହ୍ମଲୀନ ଜୟକୃଷ୍ଣ ବାବାଙ୍କ ପୂର୍ବ ଆଦେଶ ଅନୁସାରେ ମହାଆଡମ୍ବର ସହ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି l ସାଧୁଭିକ୍ଷା, ବେଢାପରିକ୍ରମା, ଘୃତବତୀ ପ୍ରଜ୍ବଳନ, ସାୟଂଶରଣ ଦର୍ଶନ, ବିଶ୍ୱନିମିତ୍ତ ପ୍ରାର୍ଥନା, ସତସଙ୍ଗ ଓ ଧର୍ମାଲୋଚନା ସହ ପ୍ରମୁଖ ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇଥିଲା l ସାଧୁ ଭାରଦ୍ୱାଜ ଦାସ, ସାଧୁ ତିରୁପତି ଦାସଙ୍କ ସହିତ… Continue reading ମହିମା ମହୋତ୍ସବ ଅନୁଷ୍ଠିତ
ମହିମା ମହୋତ୍ସବ ଅନୁଷ୍ଠିତ