ଓଡ଼ିଆଙ୍କ ଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା:ଓଡ଼ିଆ ଙ୍କ ପ୍ରିୟ ଓଡିଶାର ପ୍ରିୟ ପଖାଳ

କଳାହାଣ୍ଡି,୨୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ୨0 ମାର୍ଚ୍ଚ ପଖାଳ ଦିବସ । ଓଡ଼ିଆଙ୍କ ପରିଚୟ ପଖାଳ । ସେ ଗାଁ ହେଉ କି ସହର, ପଖାଳ ବାସ୍ନା ସବୁବେଳେ ନିଆରା । ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଉଛି । କଥାରେ ଅଛି, ‘ଝୁରି ହେଉଛି ଦିନକାଳ, ମନ ଖୋଜୁଛି ସେକାଳ ପଖାଳ’… Continue reading ଓଡ଼ିଆଙ୍କ ଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା:ଓଡ଼ିଆ ଙ୍କ ପ୍ରିୟ ଓଡିଶାର ପ୍ରିୟ ପଖାଳ

ମା’ ଭଣ୍ଡାର ଘରଣୀ ଙ୍କ କଳସ ଯାତ୍ରା ଆରମ୍ଭ :ମଙ୍ଗଳବାର ପାଳିତ ହେବ ଚୈତ୍ର ପର୍ବ

କଳାହାଣ୍ଡି,୨୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ଆଜି(ଶନିବାର)ଠାରୁ ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା,ଭଣ୍ଡାର ଘରଣୀ ଙ୍କ ଚୈତ୍ରଯାତ୍ରା ପାଳନ ପାଇଁ କଳସ ଯାତ୍ରା ଆରମ୍ଭ ହୋଇ ଯାଇଛି |୨୧ ତାରିଖ ରୁ ଆରମ୍ଭ ହୋଇ ୨୪ ତାରିଖ ମଙ୍ଗଳବାର ଦିନ ଶେଷ ହେବ। ଏଥିପାଇ ସମଗ୍ର ସହରାଞ୍ଚଳ ଚଳଚଞ୍ଚଳ ହୋଇଉଠିଛି | ଶନିବାର ସକାଳୁ ସ୍ଥାନୀୟ ଗୋନ୍ତିୟା ଙ୍କ ଘରୁ ପୂଜାର୍ଚ୍ଚନା ପରେ ମାଆ ଙ୍କ ଘଟକୁ ତେନ୍ତୁଲିଆ ପଡ଼ାସ୍ଥିତ ମନ୍ଦିର ପୂଜକ ଙ୍କ ଘରକୁ ନେଇଁ ସେଠାରେ… Continue reading ମା’ ଭଣ୍ଡାର ଘରଣୀ ଙ୍କ କଳସ ଯାତ୍ରା ଆରମ୍ଭ :ମଙ୍ଗଳବାର ପାଳିତ ହେବ ଚୈତ୍ର ପର୍ବ

ଉତ୍କଲା ପ୍ରାଣୀ ସଂପଦ ସହାୟକ କେନ୍ଦ୍ର ରେ ତାଲା:ବର୍ଷ ବର୍ଷ ଧରି ଅଧିକାରୀଙ୍କୁ ଦେଖି ନାହାନ୍ତି ଗ୍ରାମବାସି

କଳାହାଣ୍ଡି,୨୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ରରେ ଦୀର୍ଘ ଦିନ ଧରି ତାଲା ପଡ଼ିଥିବା ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି |ଏହି କେନ୍ଦ୍ରରେ ନିୟୋଜିତ ଥିବା ଏଲଆଇ ମହାଶୟ ସହାୟକ କେନ୍ଦ୍ରକୁ ଆସିବା କେହି କେବେ ବି ଦେଖି ନ ଥିବା ଗ୍ରାମବାସୀ ପ୍ରକାଶ କରନ୍ତି। ଆବଶ୍ୟକ ବେଳେ ଏହି କେନ୍ଦ୍ରରେ ନିଯୁକ୍ତ ଥ‌ିବା ପିଅନ ନିଜ ଇଚ୍ଛାରେ ଆସି ଗାଁ ଗାଁ… Continue reading ଉତ୍କଲା ପ୍ରାଣୀ ସଂପଦ ସହାୟକ କେନ୍ଦ୍ର ରେ ତାଲା:ବର୍ଷ ବର୍ଷ ଧରି ଅଧିକାରୀଙ୍କୁ ଦେଖି ନାହାନ୍ତି ଗ୍ରାମବାସି

କେନାଲରେ ବୁଡ଼ି ଯୁବକ ମୃତ: ଗାଧୋଇ ଥିବା ବେଳେ ଅଘଟଣ

କଳାହାଣ୍ଡି,୨୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ କଲମପୁର ବ୍ଲକର ପାତ୍ରବସା କେନାଲ ଘାଟକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଯୁବକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ମୃତ ଯୁବକ ହେଲେ ପାତ୍ରବସ ଗ୍ରାମର ୩୫ ବର୍ଷୀୟ ଝସକେତନ ନାଏକ । କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀ ମୃତଦେହ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।ଡାକ୍ତର ମୃତ ଘୋଷଣା କରିଥିଲେ । କଲମପୁର ପୁଲିସ ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ… Continue reading କେନାଲରେ ବୁଡ଼ି ଯୁବକ ମୃତ: ଗାଧୋଇ ଥିବା ବେଳେ ଅଘଟଣ

You cannot copy content of this page