ନେହେରୁ ଯୁବ ପ୍ରତିଷ୍ଠାନର ପ୍ରତିଷ୍ଟା ଦିବସ ପାଳିତ

ଭୁବନେଶ୍ୱର – 04/05/26 ଯୁବ ସାଂସ୍କୃତିକ ଅନୁଷ୍ଠାନ ନେହେରୁ ଯୁବ ପ୍ରତିଷ୍ଠାନ ର ୫୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି l ଅନୁଷ୍ଠାନ ପରିସରରେ ପ୍ରତିଷ୍ଠାନର ସଭାପତି ଶ୍ରୀଯୁକ୍ତ ସହଦେବ ଜୟସିଂହ ଅଧ୍ୟକ୍ଷତା ଓ ବରିଷ୍ଟ ସଂଯୋଜକ ଆଶିଷ ବେବର୍ତ୍ତାଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବ ରେ,ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ମୂଖ୍ୟ ଅତିଥି ,ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପୁଷ୍ପା ରାଉତ ସମ୍ମାନିତ ଅତିଥି ଭାବେ ଯୋଗ… Continue reading ନେହେରୁ ଯୁବ ପ୍ରତିଷ୍ଠାନର ପ୍ରତିଷ୍ଟା ଦିବସ ପାଳିତ

ଦିଶା ପ୍ରୋଜେକଟ (ନିଶା ନିବାରଣ) କେନ୍ଦ୍ର ଅନୁମତିକୁ ନେଇ ବଡ଼ ଦୁର୍ନୀତିର ଅଭିଯୋଗମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ

ଭୁବନେଶ୍ୱର ତା 03/05/26 ଓଡ଼ିଶା ସରକାରଙ୍କ SSEPD ବିଭାଗ ତରଫରୁ ୨୦୨୫-୨୬ ବର୍ଷ ପାଇଁ ୫ ଟି ଜିଲ୍ଲା ଯଥା ଅନୁଗୋଳ, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର ଓ ଖୋର୍ଦ୍ଧା ଜିଲ୍ଲା ର ଭୁବନେଶ୍ୱର ପାଇଁ DISHA PROJECT (ନିଶା ନିବାରଣ) କେନ୍ଦ୍ର ପରିଚାଳନା କରିବା ହେତୁ ଅଭିଜ୍ଞତା ନ ଥିବା ଅନୁଷ୍ଠାନ ମାନଙ୍କୁ ଅନୁମତି ଦିଆ ହେବାକୁ ସ୍ଥିରୀକୃତ ହୋଇଅଛି । ଏହା ବିଶ୍ୱସ୍ତ ସୂତ୍ରରୁ ତଥା ଅନୁମତି ପାଇବାକୁ ଥିବା ଅନୁଷ୍ଠାନ ମାନଙ୍କର କର୍ମଚାରୀ ମାନଙ୍କ… Continue reading ଦିଶା ପ୍ରୋଜେକଟ (ନିଶା ନିବାରଣ) କେନ୍ଦ୍ର ଅନୁମତିକୁ ନେଇ ବଡ଼ ଦୁର୍ନୀତିର ଅଭିଯୋଗମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ

ଗଣମାଧ୍ୟମର ଉତ୍ତର ଦାଇତ୍ୱ ବହୁ ଗୁଣରେ ବୃଦ୍ଧି ପାଇଚିଡେନିମ ଆଣ୍ଡ ବ୍ଲୁସ ପକ୍ଷରୁ “ବିଶ୍ୱ ଗଣମାଧ୍ୟମ ମୁକ୍ତ ଦିବସ “ଅନୁଷ୍ଠିତ

ଭୁବନେଶ୍ୱର ତା 04/05/26 ନୃତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ “ଡେନିମ ଆଣ୍ଡ ବ୍ଲୁସ “ପକ୍ଷରୁ ବିଶ୍ୱ ଗଣମାଧ୍ୟମ ମୁକ୍ତ ଦିବସ ସ୍ଥାନୀୟ ବୁଲନ ଭାଇ ସେବା ସଦନ ଠାରେ ନିର୍ଦ୍ଧେଶକ ପ୍ରିୟାଂଶୁ ପ୍ରିୟଦେବ ଓ ସାମ୍ବାଦିକ ସତ୍ୟ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର ଆରକ୍ଷୀ ଅତିରିକ୍ତ ନିର୍ଦ୍ଧେଶକ ଶୁଭକାନ୍ତ ଦାସ, ମୁଖ୍ୟବକ୍ତା ଭାବେ ବିଶ୍ୱବାଣୀ ସମ୍ପାଦକ ଅର୍ଜୁନ ମୁଦୁଲି, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ସୁବୁଦ୍ଧି,ଉତ୍କଳ… Continue reading ଗଣମାଧ୍ୟମର ଉତ୍ତର ଦାଇତ୍ୱ ବହୁ ଗୁଣରେ ବୃଦ୍ଧି ପାଇଚିଡେନିମ ଆଣ୍ଡ ବ୍ଲୁସ ପକ୍ଷରୁ “ବିଶ୍ୱ ଗଣମାଧ୍ୟମ ମୁକ୍ତ ଦିବସ “ଅନୁଷ୍ଠିତ

You cannot copy content of this page