ବାଲିଅନ୍ତା,୧୨|୫:ଭୁବନେଶ୍ୱର ଲୋକସଭା ସଂସଦୀୟ କ୍ଷେତ୍ର ପରିସର ଜୟଦେବ ନିର୍ବାଚନ ମଣ୍ଡଳୀରେ ସର୍ବଦା ଫଳକକୁ ନେଇ ରାଜନୀତି ସରଗରମ ହୋଇଥାଏ l କେଉଁଠି ବିରୋଧୀ ଫଳକ ଭାଙ୍ଗିଲେଣି ତ କେଉଁଠି ଗୋଟିଏ ପ୍ରକଳ୍ପ ନିମନ୍ତେ ୨/୨ ଟା ଫଳକ ଶିଳାନ୍ୟାସ ହୋଇଥାଏ l ଏପରିକି କେଉଁଠି ଶିଳାନ୍ୟାସ ପୂର୍ବରୁ କିମ୍ବା ପରେ ଫଳକ ତାଡି ନେଉଛନ୍ତି l ଜୟଦେବରେ ଏହି ପ୍ରଥା ଦୀର୍ଘ ୮ ବର୍ଷ ଧରି ଚାଲିଆସୁଛି l ଆଜି ଏହି ଘଟଣାର ପୁନରାବୃତ୍ତି ହୋଇଛି l… Continue reading ଶିଳାନ୍ୟାସ ପୂର୍ବରୁ କିମ୍ବା ପରେ ଫଳକ ତାଡି ନେଉଛନ୍ତି
ଶିଳାନ୍ୟାସ ପୂର୍ବରୁ କିମ୍ବା ପରେ ଫଳକ ତାଡି ନେଉଛନ୍ତି