ଶିଶୁପାଳଗଡ଼ରେ ହେବ ପ୍ରଥମ ରଜମହୋତ୍ସବ

ବାଲିଅନ୍ତା,୧୨|୬(ଗୋବର୍ଦ୍ଧନ ଦାସ):ଶିଶୁପାଳଗଡ଼ ଗ୍ରାମର ଦଧିବାମନଦେବ ସେବା ସମିତି ପକ୍ଷରୁ ଚଳିତବର୍ଷ ପ୍ରଥମ ରଜ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି l ଏନେଇ ଆଜି ଆୟୋଜକଙ୍କ ପକ୍ଷରୁ ହୋଟେଲ ଚାନ୍ସଲରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଓଡିଶାର ଗଣପର୍ବ ରଜ ମହୋତ୍ସବ ଧୂମଧାମରେ ପାଳନ କରିବାପାଇଁ ସମସ୍ତଙ୍କ ସାହାଯ୍ୟ ଲୋଡ଼ିଥିଲେ l ୧୪ ରୁ ୧୬ ତାରିଖ ୩ ଦିନ ଧରି ଦଶହରା ପଡିଆରେ ହେବାକୁ ଏହି ମହୋତ୍ସବ ପାଳିତ ହେବାସହ ଏଥିରେ ଅତିଥି ଭାବେ… Continue reading ଶିଶୁପାଳଗଡ଼ରେ ହେବ ପ୍ରଥମ ରଜମହୋତ୍ସବ

You cannot copy content of this page