ମା’ ଜାଗେଶ୍ୱରୀଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ

ନିମାପଡ଼ା: ମାଆ ଜାଗେଶ୍ୱରୀ ଦେବୀଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ ଭବ୍ୟତାର ସହ ଅନୁଷ୍ଠିତ ହୋଇଛି । ହେରାପଞ୍ଚମୀ ତିଥିରେ ଛେନୁଅଁ ଗୁଡୁସାହିରେ ହୋମ-ଯଜ୍ଞ ଓ ହରିନାମରେ ପ୍ରକମ୍ପିତ ହୋଇଛି । ଶତାଧିକ ପୁରୁଷ ମହିଳା ଏକତ୍ର ହୋଇ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବରେ ସାମିଲ ହୋଇଛନ୍ତି । 35 ଫୁଟ ଉଚ୍ଚର ନିର୍ମାଣ ନୂତନ ମାଆଙ୍କ ମନ୍ଦିର ଅତ୍ୟନ୍ତ ସୁନ୍ଦର ହୋଇଥିବାବେଳେ ନିମାପଡ଼ା ଅଞ୍ଚଳରେ ଅନ୍ୟତମ ଉଚ୍ଚତମ ଦେବୀ ମନ୍ଦିର ଭାବେ ସ୍ଥାନିତ ହେବାକୁ ଯାଉଛି… Continue reading ମା’ ଜାଗେଶ୍ୱରୀଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ

“ଓଡ଼ିଆ କଳାକାରଙ୍କ ସ୍ୱର, ଆସନ୍ତା ଜୁଲାଇ ମାସ ୨୪ ତାରିଖ ଦିନ ସ୍ଥାନୀୟ ଭଞ୍ଜ କଳାମଣ୍ଡପ, ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ କଳାକାର ଦିବସ ଆୟୋଜନ

ଭୁବନେଶ୍ବର – “ଓଡ଼ିଆ କଳାକାରଙ୍କ ସ୍ୱର” (OKS), ପରିବାର ପକ୍ଷରୁ ଆସନ୍ତା ଜୁଲାଇ ମାସ ୨୪ ତାରିଖ ଦିନ ସ୍ଥାନୀୟ ଭଞ୍ଜ କଳାମଣ୍ଡପ, ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ କଳାକାର ଦିବସ ଆୟୋଜନ କରାଯାଉଅଛି । ଏହି କଳାକାର ଦିବସ ଗତ ୬ ବର୍ଷ ଧରି ଆୟୋଜିତ ହେଇ ଆସୁଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ବିଭିନ ବର୍ଗର କଳାକାରମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଉଅଛି, ଯଥା – ଲୋକକଳା, ଯାତ୍ରା, ମଞ୍ଚ ନାଟକ , ଚଳଚ୍ଚିତ୍ର,… Continue reading “ଓଡ଼ିଆ କଳାକାରଙ୍କ ସ୍ୱର, ଆସନ୍ତା ଜୁଲାଇ ମାସ ୨୪ ତାରିଖ ଦିନ ସ୍ଥାନୀୟ ଭଞ୍ଜ କଳାମଣ୍ଡପ, ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ କଳାକାର ଦିବସ ଆୟୋଜନ

You cannot copy content of this page