ରାଧାକୃଷ୍ଣ ମନ୍ଦିରସ୍ଥ ଗୁଣ୍ଡିଚାମନ୍ଦିରରେ ନବମୀ ସନ୍ଧ୍ୟା ଦର୍ଶନରେ ଭଜନ ସମାରୋହ ଓ ନୃତ୍ୟରେ ବିଭୋର ଶ୍ରଦ୍ଧାଳୁ

ଭୁବନେଶ୍ୱର ତା 23 ରିଖ l ଆସନ୍ତା କାଲି ବାହୁଡା଼ ଯାତ୍ରା l ମାଉସୀ ମା ଘର ଛାଡି ଚାଲି ଯିବେ ରତ୍ନବେଦୀକୁ l ରଥ ଦକ୍ଷିଣ ମୋଡ଼ ହୋଇ ସାରିଛି l ମହାପ୍ରଭୁଙ୍କ ରଥଯାତ୍ରା ମହାପର୍ବର ଆଜି ଥିଲା ପବିତ୍ର ନବମୀ ସନ୍ଧ୍ୟା ଦର୍ଶନ l ଏହି ଉପଲକ୍ଷେ ବିଭିନ୍ନ ନୀତି ସମ୍ପୂର୍ଣ ହୋଇଛି l ସନ୍ଧ୍ୟା ଆଳତୀ ପରେ ସର୍ବସାଧାରଣ ଙ୍କ ଦର୍ଶନ ନିମନ୍ତେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବମୀ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇ… Continue reading ରାଧାକୃଷ୍ଣ ମନ୍ଦିରସ୍ଥ ଗୁଣ୍ଡିଚାମନ୍ଦିରରେ ନବମୀ ସନ୍ଧ୍ୟା ଦର୍ଶନରେ ଭଜନ ସମାରୋହ ଓ ନୃତ୍ୟରେ ବିଭୋର ଶ୍ରଦ୍ଧାଳୁ

You cannot copy content of this page