ଶାନ୍ତି ସ୍ତୁପ ର ସାହିତ୍ୟ ଉତ୍ସବ ରେ ରଜନୀ ଙ୍କ ପୁସ୍ତକ ଉନ୍ମୋଚିତ

ବାଲିଅନ୍ତା,୮। ୧୧(ଗୋବର୍ଦ୍ଧନ ଦାସ)ମାସିକ ପତ୍ରିକା ଶାନ୍ତିସ୍ତୁପ ଆନୁକୂଲ୍ୟରେ ଆଜି ରବିବାର ପୂର୍ବାହ୍ନ ରେ ଚଉଷଠି ଯୋଗିନୀ ମନ୍ଦିର ପରିସର ରେ ଏକ ସାହିତ୍ୟ ଉତ୍ସବ ଓ ଶାରଦୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସର ରେ ସାରସ୍ୱତ ସାଧକ ମାନଙ୍କୁ ସମ୍ମାନିତ କରାଯିବା ସହିତ ଚଳଚିତ୍ର ସଂଳାପ ଲେଖକ ତଥା ବିଶିଷ୍ଟ ଶିକ୍ଷାବିତ ଡ଼ ରଜନୀ ରଞ୍ଜନ ଦାଶ ଙ୍କ ଶିଶୁ ଏକାଙ୍କିକା ସଂକଳନ ଚାଲ କରିବା ନାଟ ଓ ନାଟ୍ୟ ପୁସ୍ତକ ଅବଶୋଷ… Continue reading ଶାନ୍ତି ସ୍ତୁପ ର ସାହିତ୍ୟ ଉତ୍ସବ ରେ ରଜନୀ ଙ୍କ ପୁସ୍ତକ ଉନ୍ମୋଚିତ

ବିପଦସଙ୍କୁଳ ଅବସ୍ଥାରେ ସାହେବ ନଗର ବାତ୍ୟା ଆଶ୍ରୟସ୍ଥଳୀ।

ବାଲିଅନ୍ତା ୦୯/୧୧ (ଗୋବର୍ଦ୍ଧନ ଦାସ)- ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ଅଧିନ ସାହେବ ନଗର ୫ ନମ୍ବର ୱାର୍ଡ ବାତ୍ୟା ଆଶ୍ରୟସ୍ଥଳୀ ଏବେ ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ଅଛି l ୧୯୯୯ ମସିହା ମହାବାତ୍ୟା ପରେ ନିର୍ମିତ ହୋଇଥିବା ଏହି ବହୁମୁଖୀ ଆଶ୍ରୟସ୍ଥଳୀ ଦୀର୍ଘ ଦିନ ହେବ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଅତ୍ୟନ୍ତ ଦୁର୍ବଳ ହୋଇଗଲାଣି l କାନ୍ଥ,ପିଲାର ଏବଂ ଛାତରୁ କଂକ୍ରିଟ ଅତଡ଼ା ଖସୁଛି l କାନ୍ଥ ଏବଂ ଘରର ବିଭନ୍ନ ସ୍ଥାନରୁ… Continue reading ବିପଦସଙ୍କୁଳ ଅବସ୍ଥାରେ ସାହେବ ନଗର ବାତ୍ୟା ଆଶ୍ରୟସ୍ଥଳୀ।

ବଡ଼କୁଳ ହାଇସ୍କୁଲରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବାଲୁଗାଁ : ବଡ଼କୁଳ ହାଇସ୍କୁଲ ପରିସରରେ ବାଲୁଗାଁ ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ଥାନା ଆଇଆଇସିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଆଇଆଇସି ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ନିୟମ ବିଷୟରେ ବୁଝାଇଥିଲେ। ହେଲମେଟ୍ ବିନା ବାଇକ୍ ନ ଚଲାଇବା, ରାସ୍ତା ପାର୍ ହେବା ବେଳେ ଉଭୟ ପାର୍ଶ୍ଵକୁ ଦେଖିବା, ମୋବାଇଲ୍ ଫୋନ୍ ବ୍ୟବହାର କରି ଗାଡ଼ି ନ ଚଲାଇବା ଏବଂ… Continue reading ବଡ଼କୁଳ ହାଇସ୍କୁଲରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଦୀପାବଳିରେ ମାନବିକତାର ଦୀପ ଜାଳିଲେ ଦୁଇ ଆଇଆଇସି : ନିଜ ପରିବାର ଛାଡ଼ି ବୃଦ୍ଧାଶ୍ରମରେ ପାଳିଲେ ଆଲୋକର ପର୍ବ

ବାଲୁଗାଁ : ଦୀପାବଳି ମାନେ ନିଜ ପରିବାର ସହ ଖୁସି ମନାଇବା। କିନ୍ତୁ ଏଥର ଦୀପାବଳିରେ ଦୁଇ ପୋଲିସ ଅଧିକାରୀ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ନାଚୁଣୀ ଥାନା ଆଇଆଇସି ବିଭୂତି ଭୂଷଣ ମହାପାତ୍ର ଏବଂ ବାଲୁଗାଁ ଥାନା ଆଇଆଇସି ଶ୍ରଦ୍ଧା ନାୟକ ଚାକିରି ଭିତରୁ ସମୟ ବାହାର କରି ନିଜ ପରିବାରକୁ ପଛରେ ପକାଇ କିମ୍ଭିରପଡ଼ା ସ୍ଥିତ ବୃଦ୍ଧାଶ୍ରମରେ ପହଞ୍ଚିଥିଲେ। ବୃଦ୍ଧାଶ୍ରମରେ ପହଞ୍ଚି ଦୁଇ ଅଧିକାରୀ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ପ୍ରଥମେ ପ୍ରଣାମ କରି… Continue reading ଦୀପାବଳିରେ ମାନବିକତାର ଦୀପ ଜାଳିଲେ ଦୁଇ ଆଇଆଇସି : ନିଜ ପରିବାର ଛାଡ଼ି ବୃଦ୍ଧାଶ୍ରମରେ ପାଳିଲେ ଆଲୋକର ପର୍ବ

You cannot copy content of this page