କୁଆଖାଇ, ଦୟା, ଭାର୍ଗବୀ, ନଦୀରେ ବନ୍ୟା ଜଳ ପ୍ରବେଶ

ବାଲିଅନ୍ତା: ବୁଧବାର ଦିନ ଚାଳିତ ବର୍ଷ କୁଆଖାଇ ,ଦୟା, ଭାର୍ଗବୀ ନଦୀରେ ହୀରାକୁଦର ପ୍ରଥମ ବନ୍ୟା ଜଳ ପ୍ରବେଶ ହୋଇଛି। ଏହି ଦୃଶ୍ୟକୁ ଦେଖିବା ପାଇଁ ଓ ଫୋଟ ଉତ୍ତଳନ ପାଇଁ ଦୟା ବ୍ରିଜ, ଭାର୍ଗବୀ ବ୍ରିଜ,କୁଆଖାଇ ନଦୀ ଟଙ୍କପାଣୀ ବ୍ରିଜରେ ପଥଚାରି ମାନଙ୍କ ଭିଡ ଦେଖିବାକୁ ମିଳିଥିଲା।ଉକ୍ତ ନଦୀରେ ବନ୍ୟା ଜଳ ପ୍ରବେଶ ଦ୍ବରା ତତ୍ପର ହୋଇ ଉଠିଛି ସ୍ଥାନୀୟ ଅଞ୍ଚଳର ବ୍ଲକ୍ ଓ ତହସିଲ ପ୍ରଶାସନ । ଉକ୍ତ ନଦୀର କୂଳରେ ଥିବା ଜନବସତି… Continue reading କୁଆଖାଇ, ଦୟା, ଭାର୍ଗବୀ, ନଦୀରେ ବନ୍ୟା ଜଳ ପ୍ରବେଶ

ବୀମା କର୍ମଚାରୀଙ୍କ ଅଧିକାର ସୁରକ୍ଷା ପାଇଁ ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ

ଅନେକ ଦଶକ ଧରି ବୀମା କର୍ମଚାରୀଙ୍କ ଅଧିକାର ସୁରକ୍ଷା ପାଇଁ ଲଢ଼ୁଥିବା AIIEA (ଅଲ୍ ଇଣ୍ଡିଆ ଇନ୍ସୁରେନ୍ସ ଏମ୍ପ୍ଲୋୟିଜ୍ ଆସୋସିଏସନ୍) ଦ୍ୱାରା ରାଷ୍ଟ୍ରବ୍ୟାପୀ strike କରାଯାଇଛି। ଏହି strike ଏଲଆଇସି (LIC), ଜେନେରାଲ୍ ଇନ୍ସୁରେନ୍ସ, ଓ ବ୍ୟାଙ୍କ କର୍ମଚାରୀମାନେ ବି ଅଂଶଗ୍ରହଣ କରିଛନ୍ତି।ଏହି ହଡ୍ତାଳର ମୁଖ୍ୟ ଦାବିଗୁଡିକ ହେଉଛି: ବୀମା ଓ ବ୍ୟାଙ୍କ ସଂସ୍ଥାନଗୁଡିକର ନିଜୀକରଣ ବିରୋଧରେ ଆବାଜ I ନୂଆ କାର୍ଯ୍ୟ ସୂତ୍ର (Labour Codes) ବାତିଲ୍ କରିବା ଦାବି ଦୀର୍ଘ ସମୟ ଧରି ଅଟକିଥିବା… Continue reading ବୀମା କର୍ମଚାରୀଙ୍କ ଅଧିକାର ସୁରକ୍ଷା ପାଇଁ ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ

ଭାରତ ବନ୍ଦ ଡାକରାରେ ବଲାଙ୍ଗୀରରେ ଜନଜୀବନ ପ୍ରଭାବିତ

ବଲାଙ୍ଗୀର: ବଲାଙ୍ଗିର ଶ୍ରମିକ ବିରୋଧୀ ଶ୍ରମ କୋଡ୍‌ ପ୍ରତ୍ୟାହାର ଦାବିରେ ଦିଆଯାଇଥିବା ସର୍ବଭାରତୀୟ ବନ୍ଦ ଡାକରା ଯୋଗୁ ବଲାଙ୍ଗୀର ଜିଲାରେ ଜନଜୀବନ ବ୍ୟାହତ ହୋଇଛି। ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି। ବିଭିନ୍ନ ଶ୍ରମିକ ସଂଗଠନ, ବ୍ୟାଙ୍କ କର୍ମଚାରୀ କାର୍ଯ୍ୟ ବନ୍ଦ କରି ପ୍ରତିବାଦ ଜଣାଇଛନ୍ତି। ବିଭିନ୍ନ ବ୍ୟାଙ୍କ, ବୀମା ପ୍ରତିଷ୍ଠାନ, ସରକାରୀ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସହରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଲି… Continue reading ଭାରତ ବନ୍ଦ ଡାକରାରେ ବଲାଙ୍ଗୀରରେ ଜନଜୀବନ ପ୍ରଭାବିତ

ପୂଜ୍ୟପୂଜା ଓ ସମାଜସେବାର ମହିୟସୀ ବ୍ୟକ୍ତିତ୍ୱ ଥିଲେ ଉମାରାଣୀ ଶତପଥୀ

ଭୁବନେଶ୍ୱର: ସାପ୍ତାହିକ ସମ୍ବାଦପତ୍ର ସୁବାର୍ତ୍ତା, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତଥା ଓଡିଶା ନାଗରିକ ମହାମଞ୍ଚ ମିଳିତ ସାଂସ୍କୃତିକ ସଂଗଠନ ପକ୍ଷରୁ ବିଶିଷ୍ଟ ସମାଜସେବୀକା, ଲୋକକଳା, ଲୋକସଂଗୀତ, ଢଗଢମାଳି ଜଗନ୍ନାଥ ଙ୍କ ଭଜନ ସହିତ ପୂଜ୍ୟ ପୂଜା କୁ ଘରେ ଘରେ ପହଞ୍ଚାଇବାର ନିଆରା ପ୍ରୟାସ କରି ଆସୁଥିବା ବ୍ୟକ୍ତିତ୍ୱ ତଥା ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ପ୍ରଦ୍ୟୁମ୍ନ ଶତପଥୀଙ୍କ ମାତୃଦେବ ସ୍ବର୍ଗତ ଉମାରାଣୀ ଶତପଥୀଙ୍କ ସ୍ମୃତି ଚାରଣ ସହିତ ଭଜନ କାର୍ଯ୍ୟକ୍ରମ… Continue reading ପୂଜ୍ୟପୂଜା ଓ ସମାଜସେବାର ମହିୟସୀ ବ୍ୟକ୍ତିତ୍ୱ ଥିଲେ ଉମାରାଣୀ ଶତପଥୀ

ଡାଇରିଆରେ ଚାଲିଗଲା ଜୀବନ

ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଘଟିଯାଇଛି ଦୁଃଖଦ ଘଟଣା। ଖବରରୁ ପ୍ରକାଶ ଯେ, ସାରା ରାଜ୍ୟରେ ଡାଇରିଆର ପ୍ରକୋପ ରହିଥିବାବେଳେ ଓଡ଼ିଶ ଗ୍ରାମରେ ମଧ୍ୟ ଦେଖିବାକୁ ମିଳିଛି ଡାଇରିଆ ଆକ୍ରାନ୍ତ। ବର୍ଷା ଦିନ ଚାଲିଥିବାବେଳେ ଗାଁରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା କାରଣରୁ ଡାଇରିଆ ସଂକ୍ରମଣ ହେଉଥିବା ଦେଖିବାକୁ ମିଳୁଛି। ଏହି ଡାଇରିଆ ଆକ୍ରାନ୍ତ କାରଣରୁ ଓଡ଼ିଶ ଗ୍ରାମରେ ଚାଲିଯାଇଛି ଜଣେ ମହିଳାଙ୍କ ଜୀବନ ଏବଂ ୩ଜଣ ଆକ୍ରାନ୍ତରେ ଗୁରୁତର ହୋଇ… Continue reading ଡାଇରିଆରେ ଚାଲିଗଲା ଜୀବନ

ଓଡ଼ିଶ ଗ୍ରାମରେ ବାହୁଡ଼ାଯାତ୍ରା ପାଳିତ

ଭୁବନ: ଚତୁର୍ଦ୍ଧାମୁର୍ତ୍ତିଙ୍କ ପବିତ୍ର ବାହୁଡ଼ା ଯାତ୍ରା ପାଳିତ ହୋଇଯାଇଛି। ସାରା ରାଜ୍ୟରେ ବାହୁଡ଼ା ଯାତ୍ରା ପାଳନ କରାଯାଇଥିବାବେଳେ ପ୍ରସିଦ୍ଧ ସ୍ଥାନ ଶ୍ରୀକ୍ଷେତ୍ର ରେ ଲକ୍ଷ ଲକ୍ଷ ଭକ୍ତଙ୍କ ସହ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା କରାଯାଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ମଧ୍ୟ ଧୂମଧାମ ସହ ମହା ଆଡମ୍ବରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ବାହୁଡ଼ା ଯାତ୍ରା କରାଯାଇଥିଲା। ମାଉସୀ ମା’ଙ୍କ ଠାରୁ ମନ୍ଦିର ପର୍ଯ୍ୟନ୍ତ ପୂର୍ଣ୍ଣ ଆୟୋଜନ ସହ… Continue reading ଓଡ଼ିଶ ଗ୍ରାମରେ ବାହୁଡ଼ାଯାତ୍ରା ପାଳିତ

ଡ଼ଃ ପ୍ରଫେସର ଗାୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପାଦପ ରୋଗ ବିଭାଗର ପ୍ରଫେସର (ସୂତ୍ରକୃମି) ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର, ସାରସ୍ୱତ ପ୍ରତିଭାର ଅଧିକାରୀ,କୃଷି,ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣର ଜୀବନ ବ୍ୟାପି ସାଧନା ନିମନ୍ତେ ଗାୟତ୍ରୀ ଡ଼ଃ ପ୍ରଫେସର ଗାୟତ୍ରୀ ବିଶ୍ୱାଳ ଙ୍କୁ ଉକ୍ତବିଶ୍ୱବିଦ୍ୟାଳୟ ତରଫରୁ ଭବ୍ୟ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହିତ ତାଙ୍କ ସୁସ୍ଥ, ନିରାମୟ ଦୀର୍ଘ ଜୀବନପାଇଁ କାମନା କରାଯାଇ ମତ ବ୍ୟକ୍ତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ସମ୍ମାନନୀୟ… Continue reading ଡ଼ଃ ପ୍ରଫେସର ଗାୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଦିବ୍ୟାଙ୍ଗ କୁମାରୀଙ୍କୁ ନେଇ ରଜର ରାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଗତ ୨୧ ତାରିଖ ଶନିବାର ହରିହର ଆର୍ଟ ଆଣ୍ଡ କଲଚର ଏକାଡେମୀ ତରଫରୁ ରେଡକ୍ରସ ଭବନରେ ଅନୁଷ୍ଠିତ ହୋଇଯାଇଛି ରଜର ରାଣୀ କାର୍ଯ୍ୟକ୍ରମ । ପଚାଶରୁ ଉର୍ଦ୍ଧ ଦିବ୍ୟାଙ୍ଗ ଯୁବକ ଯୁବତୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ନୃତ୍ୟ ସଂଗୀତରେ ଉଚ୍ଚକୋଟୀର ପରିବେଷଣ ପାଇଁ 15 ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଅନ୍ୟ ଅତିଥିଭାବେ… Continue reading ଦିବ୍ୟାଙ୍ଗ କୁମାରୀଙ୍କୁ ନେଇ ରଜର ରାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜନ୍ମଦିବସ ଅବସରରେ ସାଧୁଭିକ୍ଷା ସହିତ ପଠନ ସାମଗ୍ରୀ ବଣ୍ଟନ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ସମାଜସେବୀକା ବନୋଜୋଶ୍ନା ଭୁଜବଳଙ୍କ ସୁପୁତ୍ର ସାଇରାଜଙ୍କ ଶୁଭ ଚତୁର୍ଥ ଜନ୍ମ ଦିବସ ସ୍ଥାନୀୟ ଅନ୍ଧାରୁଆ ସ୍ଥିତ ପାଦପଦ୍ମ ପାହାଡ଼ ଠାରେ ଫାଉଣ୍ଡେସନର ପରିଚାଳନା ନିର୍ଦ୍ଧେଶକ ନାରାୟଣ ଖୁଣ୍ଟିଆଙ୍କ ପୌର ହିତ୍ୟ ଓ ସାମ୍ବାଦିକା ରୀନା ମହାନ୍ତିଙ୍କ ସଂଯୋଜନାରେ ସାଧୁ ଭିକ୍ଷା ସହ କିଛି ବିଦ୍ୟାର୍ଥୀଙ୍କୁ ପଠନ ସାମଗ୍ରୀ ବଣ୍ଟନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହିମା ସାଧୁ ମଧୁସୂଦନ ଦାସ,… Continue reading ଜନ୍ମଦିବସ ଅବସରରେ ସାଧୁଭିକ୍ଷା ସହିତ ପଠନ ସାମଗ୍ରୀ ବଣ୍ଟନ

ସଂଗ୍ରାମୀ ସାମନ୍ତ ନଟବରଙ୍କ ପୂଣ୍ୟତିଥିରେ ବୃକ୍ଷପୂଜା ଓ ସ୍ମୃତିରଣ

ଭୁବନେଶ୍ଵର: ସ୍ଵାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ପାତ୍ରପଡ଼ାସ୍ଥିତ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଥୁବା ସ୍ମୃତିବନଠାରେ ସଂଗ୍ରାମୀ ସାମନ୍ତ ନଟବର ସିଂହଙ୍କ ସ୍ମୃତିରେ ଥିବା ବକୁଳ ବୃକ୍ଷକୁ ପୂଜା କରାଯିବା ସହ ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ଵତୀ, ଯଶୋଦା ଦେବୀ ଓ ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ସ୍ମୃତି ବୃକ୍ଷରେ ଜଳଦାନ କରାଯାଇଥିଲା ।ଏହି ଅବସରରେ ଆୟୋଜିତ ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର କହିଲେ ଯେ, ସଂସାରରେ… Continue reading ସଂଗ୍ରାମୀ ସାମନ୍ତ ନଟବରଙ୍କ ପୂଣ୍ୟତିଥିରେ ବୃକ୍ଷପୂଜା ଓ ସ୍ମୃତିରଣ

You cannot copy content of this page