ଗୋଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ୨୦୨୫ ଉଦଘାଟିତ

kalahandifestival strated

ଧର୍ମଗଡ଼, (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଶିବାଜି ଷ୍ଟାଡିୟମରେ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ରସିଂ ଦେଓ ସମ୍ମାନୀତ ଅତିଥି ଭାବରେ ପୂବର୍ତନ ବ୍ଲକ ଅଧକ୍ଷ ତୁଲେଶ୍ଵର ନାଏକ, ବୃହସ୍ପତି ସାହୁ,ସୁରଥ ସାହୁ, ଗହନ୍ତିଆ ସୁବାଷ ରାଉତ, ଝାଙ୍କର ମୋତିରାମ ମାଝୀ,ଯୁବନେତା, ସାହୁଳ ମଙ୍ଗରାଜ, ପ୍ରିୟବ୍ରତ ସିପକା, ବରିଷ୍ଟ ସାମ୍ବାଦିକ ସୁଧୀର ସାହୁ,… Continue reading ଗୋଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ୨୦୨୫ ଉଦଘାଟିତ

କଳାହାଣ୍ଡି ପରିବହନ ବିଭାଗ ଦ୍ୱାରା ୪ ଲକ୍ଷ ୧୫ ହଜାର ଟଙ୍କା ରାଜସ୍ୱ ଆଦାୟ |

କଳାହାଣ୍ଡି,୧୧|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ଜାନୁୟାରୀ ୧ରୁ ୩୧ ତାରିଖ ଯାଏଁ ରାଜ୍ୟରେ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଏପରିସ୍ଥଳେ କଳାହାଣ୍ଡି ଜିଲାରେ ସଡ଼କ ସୁରକ୍ଷା ମାସର ଦ୍ୱତୀୟ ସପ୍ତାହରେ ଧର୍ମଗଡ ଅଞ୍ଚଳ ରୁ ୪ ଲକ୍ଷ ୧୫ ହଜାର ଟଙ୍କା ରାଜସ୍ବ ଆଦାୟ କରାଯାଇଥିବା ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜଣାପଡିଛି। ସେହିପରି ୫୩ ଟି ଗାଡିର ମାମଲା ରୁଜୁ କରା ଯାଇଥିବା ବେଳେ ଏହି ଗାଡି ମାନଙ୍କ ମଧ୍ୟରୁ ବିନା ହେଲମେଟରେ ବାଇକ… Continue reading କଳାହାଣ୍ଡି ପରିବହନ ବିଭାଗ ଦ୍ୱାରା ୪ ଲକ୍ଷ ୧୫ ହଜାର ଟଙ୍କା ରାଜସ୍ୱ ଆଦାୟ |

ଧର୍ମଗଡ଼ ବିଧାୟକଙ୍କ ଦ୍ବାରା ନୂତନ ସାପ୍ତାହିକ ବଜାର ଉଦଘାଟିତ

ଧର୍ମଗଡ,୧୧/୦୧/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ):        କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଧିନସ୍ତ ଡୁମେରଗୁଡ଼ା ଗ୍ରାମପଞ୍ଚାୟତ ଡୁମେରଗୁଡ଼ା କନ୍ଦାମାଲ ପଡିଆ ଠାରେ ସାପ୍ତାହିକ ବଜାର ର ଶୁଭ ଉଦ୍ ଘାଟନୀ ଉତ୍ସବ ପାଳିତ ହୋଇ ଯାଇଅଛି। ଉକ୍ତ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ମାନ୍ୟବର ବିଧାୟକ ସୁଧୀରକୁମାର ପଟଯୋଷି ଯୋଗଦାନ କରି ନିଜ କର କମଳରେ ଉଦ୍ ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ନଳିନୀ ପ୍ରଭା ବେହେରା ,… Continue reading ଧର୍ମଗଡ଼ ବିଧାୟକଙ୍କ ଦ୍ବାରା ନୂତନ ସାପ୍ତାହିକ ବଜାର ଉଦଘାଟିତ

ମହିମା ସେବା ଫାଉଣ୍ଡେସନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଖୋର୍ଦ୍ଧା, 10/01/25: ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ବେଗୁନିଆ ବ୍ଲକ ପୋଡାଡିହ ଠାରେ ଅସହାୟ, ଗରିବ ବ୍ୟକ୍ତିବିଶେଷଙ୍କୁ ମହିମା ସାଧୁ ଜୟରାମ ଦାସ ବାବାଙ୍କ ପୌରହିତ୍ୟ ଓ ସାମ୍ବାଦିକା ରୀନା ମହାନ୍ତି ଙ୍କ ପରିଚାଳନା ଓ ସଂଯୋଜନା ସହିତ ସେବା ସମବାୟ ସମିତିର ସଭାପତି ସୁଦର୍ଶନ ମାଣିକଙ୍କ ଅଧ୍ୟକ୍ଷ ତା ରେ 15 ଜଣ ଅସହାୟ ବ୍ୟକ୍ତିଙ୍କ ପାଇଁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଫାଉଣ୍ଡେସନର ପରିଚାଳନା ନିର୍ଦ୍ଧେଶକ, ସମାଜସେବୀ ନାରାୟଣ ଖୁଣ୍ଟିଆଙ୍କ… Continue reading ମହିମା ସେବା ଫାଉଣ୍ଡେସନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଧଉଳି ଲାଇଟ ଆଣ୍ଡ ଶୋ ଦେଖି ବିମୋହିତ ପ୍ରବାସୀ ଭାରତୀୟ

ବାଲିଅନ୍ତା,୧0|୧: ବିଶ୍ୱପ୍ରସିଦ୍ଧ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳିକୁ ମଧ୍ୟ ୮୫ ରୁ ଅଧିକ ପ୍ରବାସୀ ଭାରତୀୟ ମାନେ ଆସିଥିଲେ l ସେଠାରେ ମଧ୍ୟ ସ୍ଥାନୀୟ ପୁଲିସ ଓ ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା l ସେମାନେ ସ୍ତୁପ ଉପରେ ବୁଲିବା ସହ ଭଗବାନ ଗୌତମ ବୁଦ୍ଧଙ୍କୁ ଦର୍ଶନ କରିଥିଲେ l ଏଥିସହ ଓଡିଶା ଇତିହାସର ଗାରିମାମୟ ଗାଥା ଓ କଳିଙ୍ଗ ଯୁଦ୍ଧରେ ସମ୍ରାଟ ଅଶୋକଙ୍କ ପ୍ରତିପତି ବିଷୟରେ ଜାଣିଥିଲେ l ସ୍ତୁପ ଉପରୁ ଭୁବନେଶ୍ୱର… Continue reading ଧଉଳି ଲାଇଟ ଆଣ୍ଡ ଶୋ ଦେଖି ବିମୋହିତ ପ୍ରବାସୀ ଭାରତୀୟ

ଦଣ୍ଡପାଟ ବ୍ଲକ ଘୋଷଣା ପାଇଁ ଧର୍ମଗଡ ବିଧାୟକଙ୍କୁ ଦାବିପତ୍ର

ଧର୍ମଗଡ଼, ୧୦/୧/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଓଡିଶା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କିଛି ଦିନ ତଳେ ତାଙ୍କ ସରକାର ବ୍ଲକ ପୁନର୍ଗଠନ ପାଇଁ ଚିନ୍ତା କରୁଥିବା ବିଷୟ ଗଣମାଧ୍ୟମରେ ପ୍ରକାଶ କରିବା ପରେ ରାଜ୍ୟର ବିଭିନ୍ନ ଅଂଚଳରେ ଲୋକଙ୍କ ଭିତରେ ନୂତନ ବ୍ଲକ ଗଠନ ନେଇ ଆଶା ସଂଚାର ହୋଇଛି । ବିଶେଷକରି କଳାହାଣ୍ଡି ଜିଲ୍ଲାର ଐତିହାସିକ ଦଣ୍ଡପାଟ ଅଂଚଳ ର 11 ଗୋଟି ପଂଚାୟତକୁ ନେଇ ନୂତନ ଭାବେ ଦଣ୍ଡପାଟ ବ୍ଲକ ଘୋଷଣା ପାଇଁ… Continue reading ଦଣ୍ଡପାଟ ବ୍ଲକ ଘୋଷଣା ପାଇଁ ଧର୍ମଗଡ ବିଧାୟକଙ୍କୁ ଦାବିପତ୍ର

ଦିବ୍ୟଜ୍ୟୋତି କନଭେଣ୍ଟ ହାୟାର ସେକେଣ୍ଡାରୀ ବିଦ୍ୟାଳୟରେ ଗ୍ରାଣ୍ଡ ପେରେଣ୍ଟସ ଡେ ପାଳିତ

ବେତନଟୀ,୧୦/୧: ଶୁକ୍ରବାର ସିବିଏସଇ ବେତନଟୀ ଆଗ୍ରିଆ ସ୍ଥିତ ଦିବ୍ୟଜ୍ୟୋତି କନଭେଣ୍ଟ ହାୟାର ସେକେଣ୍ଡାରୀ ସ୍କୁଲରେ ଅନୁଷ୍ଠିତ ଗ୍ରାଣ୍ଡ ପେରେଣ୍ଟସ ଡେ ଓ ପୁରସ୍କାର ବିତରଣୀ ଉତ୍ସବ ଆଜି ମହା ସମାରୋହରେ ପାଳିତ ହୋଇଯାଇଛି l ସ୍କୁଲର ଅଧ୍ୟକ୍ଷା ସିଷ୍ଟର ଶ୍ୟାନି. ଭି. ଜୋସେଫଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ବେତନଟୀ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝୀ ଓ ସଂମାନନୀୟ ଅତିଥି ଭାବେ ସ୍କୁଲ ସଭାପତି ମଦର ଟେସିନା ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ l ମୁଖ୍ୟଅତିଥି ତାଙ୍କ… Continue reading ଦିବ୍ୟଜ୍ୟୋତି କନଭେଣ୍ଟ ହାୟାର ସେକେଣ୍ଡାରୀ ବିଦ୍ୟାଳୟରେ ଗ୍ରାଣ୍ଡ ପେରେଣ୍ଟସ ଡେ ପାଳିତ

ଧର୍ମଗଡ଼ ପଞ୍ଚାୟତ ସମିତି ଠାରେ କଳାହାଣ୍ଡି ଉତ୍ସଵ ଘୁମୁରା ପାଳିତ

ଧର୍ମଗଡ଼, ୮/୨ (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପ୍ରାଙ୍ଗଣ ପରିସରରେ  ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଳିତ ହୋଇ ଯାଇଛି |ପ୍ରତିବର୍ଷ ଭଲି ଚଳିତବର୍ଷ ମଧ୍ୟ କଲାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଧର୍ମଗଡ ବ୍ଲକ ଠାରେ ଧୁମ୍ ଧାମରେ ପାଳିତ ହୋଇଯାଇଛି । ପ୍ରଥମେ ଧର୍ମଗଡ ଇଷ୍ଟଦେବୀ ମା’ଭଣ୍ଡାର ଘରୁଣୀ ଙ୍କ ମନ୍ଦିର କୁ ଯାଇ ସେଠାରୁ ପୂଜାର୍ଚ୍ଚନା ପରେ ମା ଙ୍କ ଠାରୁ  ମଶାଳ ଯାତ୍ରା ପଂଚାୟତ ସମିତି ଧର୍ମଗଡ… Continue reading ଧର୍ମଗଡ଼ ପଞ୍ଚାୟତ ସମିତି ଠାରେ କଳାହାଣ୍ଡି ଉତ୍ସଵ ଘୁମୁରା ପାଳିତ

କୃଷି ରଥ ପରିଭ୍ରମଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ବାଲିଅନ୍ତା: ଭିଙ୍ଗାରପୁର ଠାରେ ଥିବା ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ବୁଧବାର କୃଷି ରଥ ପରିଭ୍ରମଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି | ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ବାଲିଅନ୍ତା ବ୍ଲକ ଆତ୍ମ ଅଧ୍ୟକ୍ଷ ଚୈତନ୍ୟ ପାତ୍ର, ବ୍ଲକ କୃଷି ଅଧିକାରୀ ସ୍ତିଥପ୍ରଜ୍ଞ ଖମାରୀ ନଡିଆ ବାଡେଇ ସବୁଜ ପତାକା ଦେଖାଇ କୃଷି ରଥ ପରିଭ୍ରମଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ରାଜ୍ୟ ସରକାର କୃଷକ ମାନଙ୍କ ହିତ ନିମନ୍ତେ ରାଜ୍ୟ କୃଷି ବିଭାଗ ବହୁ… Continue reading କୃଷି ରଥ ପରିଭ୍ରମଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟର ୬୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲିଅନ୍ତା,୮|୧: ବାଳକାଟି ସ୍ଥିତ ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟର ୬୭ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପ୍ରଧାନଶିକ୍ଷକ ଦୁଃଶାସନ ରାଉତ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଯୋଗଦେଇ ବିଦ୍ୟାଳୟ ହେଉଛି ଗୁରୁ ଓ ଶିଷ୍ୟ ପରମ୍ପରାର ଏକ ଅବିଛେଦ ଅଙ୍ଗ l ଗୁରୁଙ୍କ ଉଚିତ ଶିକ୍ଷା ଓ ଜୀବନଚର୍ଯ୍ୟା ବିଦ୍ୟାର୍ଥୀଙ୍କ ଜୀବନକୁ ରୁଦ୍ଧିମନ୍ତ କରିଥାଏ l ସେହିପରି ମୁଖ୍ୟବକ୍ତା ଭାବେ ବାଲିଅନ୍ତା… Continue reading ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟର ୬୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

You cannot copy content of this page