ବୃକ୍ଷ ବଣ୍ଟନ ଓ ପରିବେଶ ସୁରକ୍ଷା ସଚେତନତାର ବାର୍ତ୍ତIରେ ନୂଆ ବର୍ଷ ପାଳନ

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠସ୍ଥ ବାଲିଅନ୍ତା ବ୍ଲକର ଟଙ୍କପାଣି ସେତୁ ନିକଟରେ ଥିବା ଗାନ୍ଧୀ ସ୍ମାରକୀ ପୀଠରେ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ଓ ହଟ କିଶୋର ଭୋଇ ମେମୋରିଆଲ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ନୂଆ ବର୍ଷ ପାଳନ ହୋଇଯାଇଛି । ଏହି ଅବସରରେ ସକାଳ ୯ ଘଟିକା ସମୟରେ ପ୍ରଥମେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ନିକଟରେ ସଫେଇ କରାଯାଇ ଅତିଥିମାନେ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲେ । ପରେ ବୃକ୍ଷ ରୋପଣ ସହିତ ପଥଚାରୀଙ୍କୁ ଅତିଥିମାନଙ୍କ ଦ୍ଵାରା ମୋଟ ୫୦୦… Continue reading ବୃକ୍ଷ ବଣ୍ଟନ ଓ ପରିବେଶ ସୁରକ୍ଷା ସଚେତନତାର ବାର୍ତ୍ତIରେ ନୂଆ ବର୍ଷ ପାଳନ

ବେତନଟୀ ସହର ଉତ୍ସବ ମୁଖର

ବେତନଟୀ ୧/୧: ପ୍ରତେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ବେତନଟୀ ର ଅଗ୍ରଣୀ ସଂଗଠନ ୟଙ୍ଗ ମ୍ୟାନ ଆସୋସୀସନ ପାଳିଛି ବେତନଟୀ ଧମାକା ମହୋତ୍ସବ | ପ୍ରଥମ ରାତି ତା – ୩୧/୧୨/୨୪ରିଖରେ ଏହି ଉତ୍ସବକୁ ବେତନଟୀ ବ୍ଲକ ଚେୟାରମ୍ୟାନ କୌଶଲ୍ୟା ମାଝୀ ଜିଲ୍ଲା , ପରିଷଦ ସଦସ୍ୟ ବିଶ୍ଵନାଥ ହେମ୍ବ୍ରମ ,ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ | ସେମାନଙ୍କ ସହିତ ୟଙ୍ଗ ମ୍ୟାନ ଆସୋସିଏସନ ର ଚି଼ୟାରମ୍ୟାନ ପ୍ରଦୀପ କୁମାର ସାମଲ, ଭାଇସ ଚେୟାରମ୍ୟାନ… Continue reading ବେତନଟୀ ସହର ଉତ୍ସବ ମୁଖର

ସତ୍ୟ ମହିମା ଆଶ୍ରମ ରେ ନିଆରା ଜନ୍ମଦିବସ ପାଳନ

ଭୁବନେଶ୍ୱର ତା 31/12/24: ଖଣ୍ଡଗିରି ସ୍ଥିତ ସତ୍ୟ ମହିମା ଆଶ୍ରମ ପରିସରରେ ବିଦ୍ୟାର୍ଥୀ ସିଆଁସୀଙ୍କ ଚଉଦ ତମ ଶୁଭ ଜନ୍ମ ଦିବସ ଅନୁଷ୍ଠିତ ହୋଇ ଯାଇଛି I ଆଶ୍ରମ ମୁଖ୍ୟ ସାଧୁ ମଧୁସୂଦନ ଦାସଙ୍କ ପୌରହିତ୍ୟ ଓ ସାମ୍ବାଦିକା ରୀନା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ରୋହିତ ବେହେରା, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ମନୋରଞ୍ଜନ ମହାନ୍ତି, ପଦ୍ମ ଚରଣ ବେହେରା ଉପସ୍ଥିତ ରହିବା ସହ ଜନ୍ମ ଦିବସର… Continue reading ସତ୍ୟ ମହିମା ଆଶ୍ରମ ରେ ନିଆରା ଜନ୍ମଦିବସ ପାଳନ

କଲମପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ବ୍ଲକ ସ୍ତରୀୟ ଆୟୁଷ୍ମାନ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

କଳାହାଣ୍ଡି,୩୦/୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ) କଳାହାଣ୍ଡି ଜିଲ୍ଲା କଲମପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ବୁଧବାର ଦିନ ବ୍ଲକ ସ୍ତରୀୟ ଆୟୁଷ୍ମାନ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବ୍ଲକ ସ୍ତରୀୟ ଆୟୁଷ୍ମାନ ସ୍ଵାସ୍ଥ୍ୟ ଶିବିରରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା ଶିବାଶିଶ ସ୍ୱାଇଁ ଙ୍କ ତତତ୍ଵାବଧାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ଠାରୁ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶିବା ନାଏକ ଯୋଗଦେଇ ଶିଶୁ ମାନଙ୍କୁ ଚିକିତ୍ସା କରିବା ସହ ପରାମର୍ଶ ଦେଇଥିଲେ।… Continue reading କଲମପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ବ୍ଲକ ସ୍ତରୀୟ ଆୟୁଷ୍ମାନ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

ଖଣ୍ଡପଡା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୪ ଅନୁଷ୍ଠିତ

ନୟାଗଡ: ନୟାଗଡ ଜିଲ୍ଲାର ଖଣ୍ଡପଡାରେ କଳା ବିକାଶ ପରିଷଦ ପକ୍ଷରୁ ଖଣ୍ଡପଡା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୪ ଅନୁଷ୍ଠିତ ହୋଇଛି। ଏହି ମହୋତ୍ସବର ତୃତୀୟ ସନ୍ଧ୍ୟାରେ , ଭୁବନେଶ୍ୱରର ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କ ଦ୍ବାରା ଚିତ୍ତାକର୍ଷକ ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା, ଯାହାକୁ ଉପସ୍ଥିତ ଦର୍ଶକମାନେ ଭରପୁର ଉପଭୋଗ କରିଥିଲେ ।ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ରଙ୍କ ପରିଚାଳନାରେ ଏବଂ ଡାଇରେକ୍ଟ ପ୍ରିୟଙ୍କା ମିଶ୍ରଙ୍କ ନୃତ୍ୟ ସଂଯୋଜନାରେ ନୃତ୍ୟନିପୁଣା ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ… Continue reading ଖଣ୍ଡପଡା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୪ ଅନୁଷ୍ଠିତ

ଅଧରାତିରେ ପରିଶ୍ରା କରିବାକୁ ଘରୁ ବାହାରି ଥିବା ବେଳେ ଦଳିଦେଲା ଦନ୍ତା

ଚମ୍ପୁଆ: ଅଧ ରାତି ରେ ପରିଶ୍ରା କରିବାକୁ ଘରୁ ବାହାରି ଥିବା ବେଳେ ଦଳି ଦେଲା ଦନ୍ତା। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲି ବନ୍ଧ ସେକ୍ସନ ର ରେଭେନ୍ସା ପୁର (ଖ) ଗ୍ରାମ ରେ ଘଟିଛି ଅଘଟଣ। ରାତି ପ୍ରାୟ ୨ଟା ବେଳେ ରେଭେନ୍ସା ପୁର(ଖ) ଗ୍ରାମ ର ରଥ ମୁଣ୍ଡା ଘରୁ ପରିଶ୍ରା କରିବାକୁ ବାହାରିଥିଲେ । ଏହି ସମୟରେ ଘର ଆଗରେ ଛକି ରହିଥିବା ଏକ ଦନ୍ତାହାତୀ ତାଙ୍କୁ ଧରି ପାଦରେ… Continue reading ଅଧରାତିରେ ପରିଶ୍ରା କରିବାକୁ ଘରୁ ବାହାରି ଥିବା ବେଳେ ଦଳିଦେଲା ଦନ୍ତା

କୋହଭରା କଣ୍ଠରେ କ୍ଷୟକ୍ଷତି ବଖାଣିଲେ ଚାଷୀ

Farmer describes loss of crops with sad

ସମବାୟ ମନ୍ତ୍ରୀଙ୍କ ଜୟଦେବ ନିର୍ବାଚନ ମଣ୍ଡଳୀ ପରିଦର୍ଶନ ବାଲିଅନ୍ତା ୨୯|୧୨: ବିଲରେ ପଡିଛି କଚଡ଼ା, ରାସ୍ତାରେ ଶୁଖୁଛି ବର୍ଷାରେ ଧୋଇଯାଇଥିବା କଟାଧାନ l ଆଉ ଗଜାଧାନକୁ ଦେଖାଇ କୋହଭରା କଣ୍ଠରେ କ୍ଷୟକ୍ଷତି ବଖାଣିଲା ବେଳେ ଚାଷୀଙ୍କ ଆଖିରୁ ଧାର ଧାର ଲୁହ ଗାଡିଯାଇଥିଲା l ଆଜି ଜୟଦେବ ନିର୍ବାଚନମଣ୍ଡଳୀରେ ଲଘୁଚାପ ଜନିତ ବର୍ଷାରେ କ୍ଷୟକ୍ଷତି ସମୀକ୍ଷା କରିବାକୁ ଆସିଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ ଚାଷୀ ମାନେ ନିଜର ଉଜୁଡା ଫସଲକୁ ଦେଖାଇବା ଦୃଶ୍ୟ ବାରି… Continue reading କୋହଭରା କଣ୍ଠରେ କ୍ଷୟକ୍ଷତି ବଖାଣିଲେ ଚାଷୀ

ମନକିବାତରେ ସାନଚେରଗାଁର ଯୁବ ଚାଷୀ କୃଷ୍ଣଚନ୍ଦ୍ର ନାଗଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ

କୃଷି ଉତ୍ପାଦକ ସଂଗଠକୁ ପ୍ରୋତ୍ସାହିତ କରିବାକୁ ଆହ୍ବାନ ଦେଲେ ମୋଦୀ କଳାହାଣ୍ଡି,୨୯/୧୨(ପ୍ୟାରିଲାଲ ଦୁର୍ଗା): ଆଜିର ଆଧୁନିକ ଯୁଗରେ ଯୁବ ଗୋଷ୍ଠୀ ଚାଷ କାର୍ଯ୍ୟପ୍ରତି ଆଗ୍ରହ ପ୍ରକାଶ କରୁନଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଜଣେ ଯୁବ ଚାଷୀ ଟମାଟୋ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅଞ୍ଚଳର ୧୫୦ରୁ ଉର୍ଦ୍ଧ ଲୋକଙ୍କୁ ନିଜ ଟମାଟୋ ବଗିଚାରେ କାମ ଯୋଗାଇ ଦେଇ ସ୍ୱାବଲମ୍ବୀ ହେବାର ରାସ୍ତା ଦେଖାଇଛନ୍ତି । ତାଙ୍କର ଏହି ପ୍ରୟାସ କୁ ଆଜି… Continue reading ମନକିବାତରେ ସାନଚେରଗାଁର ଯୁବ ଚାଷୀ କୃଷ୍ଣଚନ୍ଦ୍ର ନାଗଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ସ୍ବର୍ଗତ ଭୀମସେନ ରାମ ଥିଲେ ସମାଜସେବାର ସମର୍ପିତ ପ୍ରତିଭା 

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ଓ ନାରାୟଣ ସେବା ସଙ୍ଘ ବାପୁକୁଟି ପକ୍ଷରୁ ବିଶିଷ୍ଟ ସମାଜସେବୀ, ଗୋସେବାର ମହାନ ବ୍ୟକ୍ତିତ୍ୱ, ଅସହାୟ, ଅଭାବୀଙ୍କ ସାହା ଭରଷା ତଥା ବହୁ ସାମାଜିକ କାର୍ଯ୍ୟ ହାତକୁ ନେଇ ଆସୁଥିବା ସାରସ୍ୱତ ପ୍ରତିଭା ସ୍ବର୍ଗତ ଭୀମସେନ ରାମଙ୍କ କୋଡିଏ ତମ ଶ୍ରଦ୍ଧାଞ୍ଜଳି ସଭା ଓ ସ୍ମୃତିଚାରଣ ସ୍ଥାନୀୟ ବୋଲଗଡ ଠାରେ ଥିବା ତାଙ୍କ ସ୍ମାରକସ୍ଥଳ ପଂକାଳ ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଅନୁଷ୍ଠିତ ହୋଇ ଯାଇଛି I… Continue reading ସ୍ବର୍ଗତ ଭୀମସେନ ରାମ ଥିଲେ ସମାଜସେବାର ସମର୍ପିତ ପ୍ରତିଭା 

ଗୋଲମୁଣ୍ଡା ଏକ ସମୃଦ୍ଧ ପନିପରିବା କେନ୍ଦ୍ର

Farming at golamunda in kalahandi distrcit of odisha state

କଳାହାଣ୍ଡି: କଳାହାଣ୍ଡିର ଗୋଲମୁଣ୍ଡା ବ୍ଲକର ବର୍ଷା ଛାଇ ଅଞ୍ଚଳରେ, ଚାଷୀମାନେ ଏହି ଅଞ୍ଚଳର କୃଷି କ୍ଷେତ୍ରରେ ବିପ୍ଳବ ଆଣିଛନ୍ତି। କୃଷ୍ଣ ନାଗ ଏବଂ ଏକ ସମର୍ପିତ ଚାଷୀ ଗୋଷ୍ଠୀଙ୍କ ନେତୃତ୍ୱରେ, ଏହି ପ୍ରବାସୀ-ପ୍ରବଣ ଅଞ୍ଚଳର ଆଠଟି ଗ୍ରାମ ପଞ୍ଚାୟତ (GP) ସମଗ୍ର କଳାହାଣ୍ଡି ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ପନିପରିବା ଉତ୍ପାଦନ କେନ୍ଦ୍ର ଭାବରେ ଉଭା ହୋଇଛି। ପୂର୍ବେ ପନିପରିବା ପାଇଁ ଆନ୍ଧ୍ର ପ୍ରଦେଶ ଏବଂ ଛତିଶଗଡ଼ ଭଳି ପଡ଼ୋଶୀ ରାଜ୍ୟ ଉପରେ ନିର୍ଭରଶୀଳ ଥିବା କଳାହାଣ୍ଡି ଏବେ… Continue reading ଗୋଲମୁଣ୍ଡା ଏକ ସମୃଦ୍ଧ ପନିପରିବା କେନ୍ଦ୍ର

You cannot copy content of this page