ଧର୍ମଗଡ଼: ଆଜିକାଲି ଅନେକ ଲୋକେ ବିଭିନ୍ନ ପର୍ବ ପର୍ବାଣୀରେ ଉତ୍ସବ ପାଳନ କରିଥାନ୍ତି। କିଏ ତ ପୁଜା, କିଏ ତ ନିଜ ଝିଅ ପୁଅ ମାନଙ୍କର ଜନ୍ମ ବାର୍ଷିକ ଉତ୍ସବ ଏମିତି ଅନେକ ପ୍ରକାରର ଉତ୍ସବ ପାଳନ କରିଥାନ୍ତି। ଏମିତି ଏକ ଉତ୍ସବ ପାଳନ ହୋଇଛି ଗୋଲାମୁଣ୍ଡା ବ୍ଲକ ଖମାରହଳଦୀ ଗ୍ରାମପଞ୍ଚାୟତ ପଞ୍ଜିଆ ଗାଁ ରେ। ଜଣେ ଅବସର ପ୍ରାପ୍ତ ଶିକ୍ଷକ ଅଭିମନ୍ୟୁ ନାଏକ ସହଧର୍ମିଣୀ ସୁଲୋଚନା ନାଏକ ତାଙ୍କର ବଡ଼ ପୁତ୍ର ଯୁବରାଜ ନାଏକଙ୍କ ସହ… Continue reading ଏକୋଇଶିଆ ନାମକରଣଉତ୍ସବ
ଏକୋଇଶିଆ ନାମକରଣଉତ୍ସବ