ଭୁବନେଶ୍ବର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନେଶ୍ବର ତରଫରୁ ଉତ୍କଳ ବିଶ୍ଵବିଦ୍ୟାଳୟରେ କ୍ୟାମ୍ପସ ଶାଖା ଗଠନ କରାଯାଇଛି । ବିଗତ ୧୯୪୯ ମସିହା ଠାରୁ ପ୍ରତ୍ୟେକଟି କ୍ୟାମ୍ପସରେ ଶାଖା ଗଠନ ହୋଇ ଆସୁଅଛି । ଚଳିତ ବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟର ସଭାପତି ଭାବେ ଆର୍ଯ୍ୟ, ସମ୍ପାଦକ ଭାବେ ସର୍ବେଶ୍ଵରଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ଏମାନଙ୍କ ବ୍ୟତୀତ ପାଖାପାଖି ୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ଅନ୍ୟ ଦାୟିତ୍ଵ ଦିଆଯାଇଅଛି । ୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଉପସ୍ଥିତ ରହି ସମର୍ଥନ… Continue reading ଏବିଭିପି ଉତ୍କଳ ବିଶ୍ୱବିଦ୍ୟାଳୟରେ ନୂତନ କାର୍ଯ୍ୟକାରିଣୀ ଘୋଷଣା
ଏବିଭିପି ଉତ୍କଳ ବିଶ୍ୱବିଦ୍ୟାଳୟରେ ନୂତନ କାର୍ଯ୍ୟକାରିଣୀ ଘୋଷଣା