ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ଡ ଅରବିନ୍ଦ ଢ଼ାଲି

ଭୁବନେଶ୍ୱର: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଜୟଦେବ ବିଧାୟକ ଡ ଅରବିନ୍ଦ ଢ଼ାଲି। ଗତକାଲି ବିଳମ୍ବିତ ରାତିରେ ଅନ ଲାଇନରେ ଇସ୍ତଫା ପତ୍ର ପଠାଇଲେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ। ଆସନ୍ତା କାଲି ଵିଦ୍ଧିବଦ୍ଧ ଭାବରେ ସମର୍ଥକଙ୍କ ସହିତ ଯୋଗଦେବେ ଭାରତୀୟ ଜନତା ପାର୍ଟିରେ। ୨୦୦୯ରେ ବିଜେପି ଛାଡି ବିଜେଡିକୁ ଆସିଥିଲେ ଡ ଢ଼ାଲି। ଡ. ଅରବିନ୍ଦ ଢ଼ାଲୀ ଜଣେ ଦକ୍ଷ ରାଜନୈତିଜ୍ଞ ହୋଇଥିବାବେଳେ ବିଜେଡିରେ ସେ ବହୁ ବର୍ଷ ନିଜର କାର୍ଯ୍ୟଦକ୍ଷତାର ପରିଚୟ ଦେଇଛନ୍ତି ।… Continue reading ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ଡ ଅରବିନ୍ଦ ଢ଼ାଲି

ମାର୍ଚ୍ଚ ପହିଲାରୁ ରାଜ୍ୟର ପଶ୍ଚିମା ଝଡ

ଭୁବନେଶ୍ୱର: ପାଣିପାଗ ବିଭାଗର ଆକଳନ ଅନୁସାରେ ମାର୍ଚ୍ଚ ପହିଲାରୁ ରାଜ୍ୟର ପଶ୍ଚିମା ଝଡର ପ୍ରଭାବ ଦେଖାଯିବ । ପାଣିପାଗ ବିଭାଗର ଆକଳନ ଅନୁସାରେ ଉପରମୁହାଁ ହେବ ପାରଦ । ଉଭୟ ଦିନ ଓ ରାତିରେ ତାପମାତ୍ରା ବୃଦ୍ଧି ପାଇବ । ଆଗାମୀ ୪ ଦିନ ଯାଏଁ ପ୍ରାୟ ୨ରୁ ୩ ଡିଗ୍ରୀ ବଢିବ ତାପମାତ୍ରା । ୪୦ ଡିଗ୍ରୀ ତାତିରେ ଆଉଟ ପାଉଟ ହେବ ଓଡିଶା । ତେବେ ମାର୍ଚ୍ଚ ମାସ ଆରମ୍ଭରୁ ଏଭଳି ତାପମାତ୍ରା ବୃଦ୍ଧି… Continue reading ମାର୍ଚ୍ଚ ପହିଲାରୁ ରାଜ୍ୟର ପଶ୍ଚିମା ଝଡ

ବଢିଲା ଗଣଶିକ୍ଷକଙ୍କ ଦରମା

ବଢିଲା ଗଣଶିକ୍ଷକଙ୍କ ଦରମା । ଗଣଶିକ୍ଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଓଟିଇଟି ପାସ୍ କରିଥିବା ଗଣଶିକ୍ଷକ ହେବେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ । ଉପକୃତ ହେବେ ୧୨ ହଜାର ୧୧୩ ଗଣଶିକ୍ଷକ । ଓଟିଇଟି ପାସ୍ କରିଥିବା ଗଣଶିକ୍ଷକ ହେବେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ । ଏହାଦ୍ୱାରା ରାଜ୍ୟର ୧ ହଜାର ୪୭୨ ଜଣ ଗଣଶିକ୍ଷକ ଉପକୃତ ହେବେ । ସେହିପରି ଓଟିଇଟି ପାସ୍ କରି ନଥିବା ଗଣଶିକ୍ଷକ ମାନଙ୍କ… Continue reading ବଢିଲା ଗଣଶିକ୍ଷକଙ୍କ ଦରମା

ପଦ୍ମ ଧରିଲେ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ବିଜେପିରେ ମିଶିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତଙ୍କ ସହ ତାଙ୍କର ବହୁ ସମର୍ଥକ ବି ବିଜେପିରେ ସାମିଲ ହୋଇଛନ୍ତି । ପ୍ରଶାନ୍ତ ଜଗଦ୍ଦେବ ଆଜି ବିଜେପିରେ ଯୋଗ ଦେବା କାର୍ୟ୍ୟକ୍ରମ ଥିବାରୁ ଭୁବନେଶ୍ୱରସ୍ଥିତ ଦଳୀୟ କାର୍ୟ୍ୟାଳୟ ବେଶ୍‌ ଚଳଚଞ୍ଚଳ ହୋଇ ପଡ଼ିଥିଲା। ଅପରାହ୍ନ ପ୍ରାୟ ୧ଟାରେ ପ୍ରଶାନ୍ତ ଜଗଦ୍ଦେବ ନିଜ ସମର୍ଥକଙ୍କ ସହ ବିଜେପି କାର୍ୟ୍ୟାଳୟରେ ପହଞ୍ଚିଥିଲେ । ଏହାପରେ ମିଶ୍ରଣ ପର୍ବ ଆରମ୍ଭ ହୋଇଥିଲା।… Continue reading ପଦ୍ମ ଧରିଲେ ପ୍ରଶାନ୍ତ ଜଗଦ୍ଦେବ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍‌ସ

ମା ମଙ୍ଗଳା ବସ୍ତି, କୃଷି ଭବନ, ମିିଶନ ଶକ୍ତି ବଜାର ପରିଦର୍ଶନଭୁବନେଶ୍ୱର: ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଜାଗାମିଶନ, ମିଶନ ଶକ୍ତି, ଓଡିଶା ସ୍କୁଲ ରୂପାନ୍ତରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତଥା ସ୍ୱାସ୍ଥ୍ୟସେବା ସମ୍ପର୍କିତ ଅନ୍ୟାନ୍ୟ ରୂପାନ୍ତରଣ କାର୍ଯ୍ୟକ୍ରମର ସେ ପ୍ରଶଂସା… Continue reading ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍‌ସ

ଡା. କମଳାକାନ୍ତ କରଙ୍କ ଦ୍ୱାଦଶାହ ଅବସରରେ ‘ସାଉଁଟା ସ୍ମୃତି’ ଉନ୍ମୋଚିତ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍-୮ସ୍ଥିତ ଇସ୍କନ ଗୁଣ୍ଡି• ମନ୍ଦିରଠାରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭେଷଜ ବିଶାରଦ ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ମହାନ୍ ବ୍ୟକ୍ତିତ୍ୱ, ସମାଜସେବୀ ଡ. କମଳାକାନ୍ତ କରଙ୍କ ଦ୍ୱାଦଶାହ ଅବସରରେ ଡ. କରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିବା ସହିତ ତାଙ୍କ ସ୍ମୃତି ଉଦେ୍ଦଶ୍ୟରେ ‘ସାଉଁଟା ସ୍ମୃତି’ ପୁସ୍ତକ ଲୋକାର୍ପଣ ଓ ସ୍ମୃତି ରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଗ୍ମୀ… Continue reading ଡା. କମଳାକାନ୍ତ କରଙ୍କ ଦ୍ୱାଦଶାହ ଅବସରରେ ‘ସାଉଁଟା ସ୍ମୃତି’ ଉନ୍ମୋଚିତ

ଚରକଇନଷ୍ଟିଚ୍ଯୁଟ୍ଅଫୟୋଗା ପକ୍ଷରୁ ବେଲବାହାଳିଠାରେ ଯୋଗ ଏବଂ ପ୍ରାକୃତିକ ଶିବିର ପାଳିତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ଲକ ବିବେକାନନ୍ଦ କନଭେଟ ବିଦ୍ଯାଳୟ, ବେଲବାହାଳିରେ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ଯକ୍ରମରେ ଅବସରପ୍ରାପ୍ତ ପୂର୍ବତନ ଇଁରାଜୀ ଅଧ୍ଯ୍ଯାପକ ବଟକୃଷ୍ଣ ନାଥ ସାର୍ ମୁଖ୍ଯ ଅତିଥି, ବିପିଏମ୍ ପ୍ରଜତ୍ନ ସାହୁ , ସରପଞ୍ଚ ପାର୍ଥିନୀ ଦିପ୍ତି ସାହୁ, ମୁଖ୍ଯବକ୍ରା ରଙ୍ଗାଧର ବାରିକ ଏବଂ ଆୟୁଷ ଡକ୍ଟର ଜୟନ୍ତ କୁମାର ସେଠୀ ଉପସ୍ଥିତ ରହି ପ୍ରଥମେ ଦୀପପ୍ରଜ୍ଜଳନ କରି ଦିପ୍ତିରେଖା ସାହୁଙ୍କ ଦ୍ରାରା ଅତିଥିମାନଙ୍କର ପରିଚୟ… Continue reading ଚରକଇନଷ୍ଟିଚ୍ଯୁଟ୍ଅଫୟୋଗା ପକ୍ଷରୁ ବେଲବାହାଳିଠାରେ ଯୋଗ ଏବଂ ପ୍ରାକୃତିକ ଶିବିର ପାଳିତ

WPL 2024: ୟୁପି ଓ୍ୱାରିୟର୍ସକୁ ୨ରନ୍‌ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଘରୋଇ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ୟୁପି ୱାରିୟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଡବ୍ଲ୍ୟୁପିଏଲ୍‌ର ୨ୟ ମୁକାବିଲା । ଏହି ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୨ରନ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି । ଖବର ଅନୁଯାୟୀ, ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ରୟାଲ୍‌ ଚ୍ୟାଲେଞ୍ଜର୍ସ ୬ ୱିକେଟ୍‌ ବିନିମୟରେ ୧୫୭ ରନ୍‌ ସଂଗ୍ରହ କରିଥିଲା । ଜବାବରେ ୟୁପି ୱାରିୟର୍ସ ୭ୱିକେଟ୍‌ ହରାଇ ୧୫୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ୧୫୮ରନ୍‌… Continue reading WPL 2024: ୟୁପି ଓ୍ୱାରିୟର୍ସକୁ ୨ରନ୍‌ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ବ୍ରହ୍ମପୁର-ଭୁବନେଶ୍ବର: ଟିକେଟ୍‌ ମୂଲ୍ୟ ୪୦କୁ ଖସିଲା

ଭୁବନେଶ୍ବର: ବହୁଦିନର ଦାବି ଶେଷରେ ପୂରଣ ହୋଇଛି। ବୃଦ୍ଧି ପାଇଥିବା ପାସେଞ୍ଜର୍‌ ଟ୍ରେନ୍‌ ଟିକେଟ୍‌ ମୂଲ୍ୟକୁ କେନ୍ଦ୍ର ସରକାର ହ୍ରାସ କରିଛନ୍ତି। ପାସେଞ୍ଜର୍‌ ଟ୍ରେନ୍‌ରେ ବ୍ରହ୍ମପୁରରୁ ଭୁବନେଶ୍ବର ଯିବା ପାଇଁ ଯାତ୍ରୀଙ୍କୁ ପୂର୍ବଭଳି ୪୦ଟଙ୍କା ଦେବାକୁ ପଡ଼ିବ। ଗତକାଲି ଠାରୁ ବର୍ଦ୍ଧିତ ଟିକଟ ମୂଲ୍ୟ ପ୍ରତ୍ୟାହାର କରାଯାଇଥିବା ବ୍ରହ୍ମପୁର ରେଳ ଷ୍ଟେସନ୍‌ ପ୍ରବନ୍ଧକ ଦୁର୍ଗାପ୍ରସାଦ ବ୍ରହ୍ମା କହିଛନ୍ତି। ୨୦୨୦ରେ କରୋନା କଟକଣା ପାଇଁ ବହୁଦିନ ଧରି ଟ୍ରେନ୍‌ ଚଳାଚଳ ବନ୍ଦ କରି ଦିଆଯାଇଥିଲା। ଏହାପରେ ସ୍ବତନ୍ତ୍ର ଟ୍ରେନ୍‌… Continue reading ବ୍ରହ୍ମପୁର-ଭୁବନେଶ୍ବର: ଟିକେଟ୍‌ ମୂଲ୍ୟ ୪୦କୁ ଖସିଲା

ଶ୍ରୀ ଶ୍ରୀ ପିଙ୍ଗଳାକ୍ଷ୍ୟ ମହାବୀରଙ୍କ ବିଶ୍ୱଶାନ୍ତି ମହାଯଜ୍ଞ

ଖୋର୍ଦ୍ଧା: ଶ୍ରୀ ଶ୍ରୀ ପିଙ୍ଗଳାକ୍ଷ୍ୟ ମହାବୀର ଯଜ୍ଞ କମିଟି ନୟାପଲ୍ଲୀ ଖୋର୍ଦ୍ଧା ଗ୍ରାମବାସୀଙ୍କ ଆନୁକୂଲ୍ୟରେ ଗତ 23 ତାରିଖ ଠାରୁ ଆରମ୍ଭ ହୋଇ ଥିବା ଶୁଭ ଅଂକୁର ରୋପଣ, କଳସ ଯାତ୍ରା, ସୂର୍ଯ୍ୟ ପୂଜା, ଗୋପୁଜା, ରୁଦ୍ରାଭିସେକ, ଷୋଡଶ ଉପଚାର ପୂଜା, ହନୁମତ ମନ୍ତ୍ର ସହିତ ପୂର୍ଣ୍ଣାହୂତି ଓ ପ୍ରସାଦ ସେବନ ନଗରକୀର୍ତ୍ତନ ଓ ଘଟ ବିସର୍ଜନ ସହ 27 ତାରିଖ ରେ ପରିସମାପ୍ତି ଘଟିଛି I ଚତୁଃପାର୍ଶ୍ୱରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇ ଥିଲା… Continue reading ଶ୍ରୀ ଶ୍ରୀ ପିଙ୍ଗଳାକ୍ଷ୍ୟ ମହାବୀରଙ୍କ ବିଶ୍ୱଶାନ୍ତି ମହାଯଜ୍ଞ

You cannot copy content of this page