ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା

୧.ପଦ୍ମପୁର- ଗୋବର୍ଦ୍ଧନ ଭୋୟ, ୨.ବିଜେପୁର-ସନତ କୁମାର ଗର୍ତିଆ, ୩. ବରଗଡ-ଅଶ୍ବିନୀ କୁମାର ଷଡଙ୍ଗୀ, ୪.ଅତାବିରା-ନିହାର ରଞ୍ଜନ ମହାନନ୍ଦା, ୫. ଭଟ୍ଲି -ଇରାଶିଷ ଆଚାର୍ୟ୍ୟ, ୬. ବ୍ରଜରାଜନଗର-ସୁରେଶ ପୂଜାରୀ, ୭. ଝାରସୁଗୁଡା- ଟଙ୍କଧର ତ୍ରିପାଠୀ, ୮. ତଲସରା-ଭବାନୀ ଶଙ୍କର ଭୋଇ, ୯. ସୁନ୍ଦରଗଡ-କୁସୁମ ଟେଟେ, ୧୦. ବୀରମିତ୍ରପୁର-ଶଙ୍କର ଓରାମ୍, ୧୧. ରଘୁନାଥପାଲି-ଦୁର୍ଗା ଚରଣ ତନ୍ତି, ୧୨. ରାଜଗାଙ୍ଗପୁର-ନରସିଂହ ମିଞ୍ଜ, ୧୩. ବଣାଇ-ସେବତୀ ନାୟକ, ୧୪. କୁଚିଣ୍ଡା-ରବି ନାରାୟଣ ନାୟକ, ୧୫. ରେଙ୍ଗାଲି-ନାଉରୀ ନାୟକ, ୧୬. ସମ୍ବଲପୁର-ଜୟ ନାରାୟଣ ମିଶ୍ର,୧୭.… Continue reading ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା

୨୦୦୫ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ଭଦ୍ରକ: ଧାମନଗର ବ୍ଲକ ଅନ୍ତର୍ଗତ ଏସ.ଏ.ଜେ ହାଇସ୍କୁଲ ଦୋବଲ ସରକାରୀ ଉଚ୍ଚ ବିଦ୍ୟାଳୟର ୨୦୦୫ ମସିହା ବ୍ୟାଚର ବନ୍ଧୁ ମିଳନ ସ୍ଥାନୀୟ ମଠବାଡି ଠାରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଏହି ବ୍ୟାଚର ପିଲାମାନେ ବନ୍ଧୁ ମିଳନ କରିଥିଲେ। ପିଲାମାନେ ଅତୀତ ସ୍କୁଲ ଜୀବନର ସ୍ମୁତି କୁ ମନେପକାଇ ଭାବ ବିହ୍ୱଳ ହୋଇଥିଲେ। ପିଲାମାନେ ଫେରିଆସନ୍ତା କି ପିଲାଦିନ ଏକ ଶୀର୍ଷକ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀ ମାନେ ସ୍କୁଲ ଜୀବନର ଅନୁଭୂତିକୁ ବଖାଣି ଥିଲେ।… Continue reading ୨୦୦୫ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ସାଇ ବିନାୟକ ଶିଶୁ ମନ୍ଦିରର ବାର୍ଷିକ ଉସôବ ଓ ସମ୍ବର୍ଦ୍ଧନା

ଭୁବନେଶର: ସାଇ ବିନାୟକ ଶିଶୁମନ୍ଦିରର ବାର୍ଷିକ ଉସôବ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ବମିଖାଲସ୍ଥିତ ବିଦ୍ୟାଳୟ ପରିସରରେ ପ୍ରାତଃ ଲକ୍ଷାର୍ଚ୍ଚନା ପୂଜା ସହିତ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷୟତ୍ରୀ ଐଶ୍ୱର୍ଯ୍ୟା ଲକ୍ଷ୍ମୀ ତି୍ରପାଠୀଙ୍କ ସଂଯୋଜନା ଓ ଆବାହକ ବନମାଳୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯନ୍ତ୍ରୀ ତଥା ସତ୍ୟସାଇ ସଂଗଠନର ରାଜ୍ୟ ପ୍ରଜ୍ଞାନିର୍ବାହକ ସଚ୍ଚିଦାନନ୍ଦ ନାୟକ, ମୁଖ୍ୟବକ୍ତାଭାବେ ସତ୍ୟ ସାଇ ସଂଗଠନର ଯୁଗ୍ମ ଶିକ୍ଷା ସଂଯୋଜିକା ଡ. ନୟନତାରା ଛୋଟରାୟ, ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟର… Continue reading ସାଇ ବିନାୟକ ଶିଶୁ ମନ୍ଦିରର ବାର୍ଷିକ ଉସôବ ଓ ସମ୍ବର୍ଦ୍ଧନା

ଡାକ୍ତର ତନ୍ମୟ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜଳଛତ୍ର କେନ୍ଦ୍ରର ଶୁଭାରମ୍ଭ

ବାଳକାଟୀ: ବାଳକାଟୀ ବ୍ଲକରେ ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ତନ୍ମୟ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜଳଛତ୍ର କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏହାସହ ବ୍ଲକର ବହୁ ଉପାନ୍ତ ଏରିଆରେ ମଧ୍ୟ ଡ. ତନ୍ମୟ ତ୍ରିପାଠୀ ନିଜେ ବାଇକ୍ ଯୋଗେ ଯାଇ ଜଳଛତ୍ରର ଶୁଭାରମ୍ଭ କରିଥିବା ଦେଖିବାକୁ ମିଳିଛି । ଏହି ଜଳଛତ୍ର ପ୍ରଥମ କରି ବାଳକାଟୀ ବ୍ଲକ୍ରେ ଶୁଭାରମ୍ଭ କରାଯାଇଥିବାବେଳେ ଏହି ଜଳଛତ୍ର ସେବା କେନ୍ଦ୍ରର ଶୁଭାରମ୍ଭରେ ନିଜେ ଡାକ୍ତର ତନ୍ମୟ କୁମାର ତ୍ରିପାଠୀ ଉପସ୍ଥିତ… Continue reading ଡାକ୍ତର ତନ୍ମୟ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜଳଛତ୍ର କେନ୍ଦ୍ରର ଶୁଭାରମ୍ଭ

ଓଡ଼ିଶ ଗ୍ରାମରେ ଧୂମଧାମରେ ପାଳନ ଦୋଳମେଳଣ ଉସôବ ସହ ପଂଚକୁଣ୍ଡୀୟ ମହାଯଜ୍ଞ

ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଧୂମଧାମରେ ପାଳନ କରାଯାଇଛି ଦୋଳମେଳଣ ଉସôବ ସହ ପଂଚକୁଣ୍ଡୀୟ ମହାଯଜ୍ଞ । ଦୋଳପୂର୍ଣ୍ଣିମା ଅବସରରେ ଓଡ଼ିଶ ଗ୍ରାମର ମଧ୍ୟ ଭାଗରେ ଅନୁଷ୍ଠିତ ହୋଇଯାଇଛି ତ୍ରିଦିବସୀୟ ପଂଚକୁଣ୍ଡୀୟ ମହାଯଜ୍ଞ । ରଙ୍ଗର ପର୍ବ ହୋଲି ଓ ଦୋଳମେଳଣ ସହ ଏହି ମହାଯଜ୍ଞରେ ସାମିଲ ହୋଇଥିଲେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ । ମହାଯଜ୍ଞରେ ପ୍ରତିଦିନ ପୂଜାପାଠ କରାଯିବା ସହ ନାମସଂକୀର୍ତ୍ତନ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ପଂଚକୁଣ୍ଡୀୟ… Continue reading ଓଡ଼ିଶ ଗ୍ରାମରେ ଧୂମଧାମରେ ପାଳନ ଦୋଳମେଳଣ ଉସôବ ସହ ପଂଚକୁଣ୍ଡୀୟ ମହାଯଜ୍ଞ

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର: ୧୧୨ଟି ବିଧାନସଭା ପ୍ରାର୍ଥୀ ତାଲିକା।ବିଜେପି ଘୋଷଣା କଲା ବିଧାନସଭା ପ୍ରାର୍ଥୀ ତାଲିକା। ପଦ୍ମପୁରରୁ ଗୋବର୍ଦ୍ଧନ ଭୋଇ। ବଳକା ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଅନେକ ନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି ।ପଦ୍ମପୁର- ଗୋବର୍ଦ୍ଧନ ଭୋଇ, ବିଜେପୁର-ସନତ ଗର୍ତ୍ତିଆ, ଦିଗପହଣ୍ଡିରୁ ଲଢ଼ିବେ ସିଦ୍ଧାନ୍ତ ମହାପାତ୍ର, ବରଗଡ-ଅଶ୍ୱିନୀ ଷଡଙ୍ଗୀ, ଅତାବିରା-ନିହାର ମହାନନ୍ଦ, ଭଟଲୀ-ଇରାଶିଷ ଆଚାର୍ଯ୍ୟ, ବ୍ରଜରାଜନଗର- ସୁରେଶ ପୂଜାରୀ, ଚାନ୍ଦବାଲି- ମନମୋହନ ସାମଲ, ବ୍ରହ୍ମଗିରି- ଉପାସନା ମହାପାତ୍ର,… Continue reading ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ନନ୍ଦନକାନନରେ ନୂଆ ଅତିଥି

ଦ୍ଵିତୀୟଥର ପାଇଁ ମା’ ହେଲା ସିଂହୀ ରେୱା। ରବିବାର ସିଂହୀ ରେୱା ୩ଟି ଶାବକକୁ ଜନ୍ମ ଦେଇଛି। ପ୍ରଥମ ଶାବକ ସକାଳ ୭ଟା ସମୟରେ ଜନ୍ମ ଦେଇଥିବା ବେଳେ ଅଧ ଘଣ୍ଟା ପରେ ଦ୍ଵିତୀୟ ଶାବକ ଜନ୍ମ ଦେଇଥିଲା। ଏହାପରେ ଦିନ ୩ଟା ୫୦ ମିନିଟରେ ଆଉ ଏକ ଶାବକକୁ ଜନ୍ମ ଦେଇଥିଲା। ତେବେ ସମସ୍ତ ଶାବକ ଅଣ୍ଡିରା ବୋଲି ପ୍ରାଥମିକ ସ୍ତରରେ ଜଣାପଡ଼ିଛି। ମାଆ ସିଂହୀ ରେୱା ୩ ଛୁଆଙ୍କୁ ଜନ୍ମ ଦେବା ପରେ ପ୍ରାଣୀ… Continue reading ନନ୍ଦନକାନନରେ ନୂଆ ଅତିଥି

ବଡ଼ ପରଦାକୁ ଆସୁଛି ଓଡ଼ିଆ ଥ୍ରୀଲର ଫିଲ୍ମ ଦର୍ପଣ

ଭୁବନେଶ୍ୱର: ସାୟନ ପ୍ରଡକସନ ହାଉସ ନିବେଦିତ ପ୍ରଥମ ଓଡ଼ିଆ ହରର ଥ୍ରୀଲର ସିନେମା ଦର୍ପଣ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ସିନେମା ଏକ ଭିନ୍ନ ଧରଣର ଭୟାନକ କାହାଣୀକୁ ନେଇ ଆଧାରିତ । ଏହି ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ଦିଲ୍ଲୀପ କୁମାର ସାହୁ ଓ ନିଦେ୍ର୍ଦଶନା ଦେଇଛନ୍ତି ଭାରତ ପୁଷ୍ପରାଗ । ଏହି ଚଳଚ୍ଚିତ୍ରରେ ବଡ଼ ପରଦାରେ ପ୍ରଥମରଥର ହିରୋ ଭାବେ ନଜର ଆସିବାକୁ ଯାଉଛନ୍ତି ନାୟକ ଭାରତ… Continue reading ବଡ଼ ପରଦାକୁ ଆସୁଛି ଓଡ଼ିଆ ଥ୍ରୀଲର ଫିଲ୍ମ ଦର୍ପଣ

ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡକ୍ଟର ତନ୍ମୟ ତ୍ରିପାଠୀ ଙ୍କ ତତ୍ୱାବଧାନରେ ବିଶ୍ଵ ଯକ୍ଷ୍ମା ଦିବସ ପାଳନ

ବାଳକାଟୀ: ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବାଳକାଟୀ ଠାରେ ଡକ୍ଟର ତନ୍ମୟ ତ୍ରିପାଠୀ ଙ୍କ ତତ୍ୱାବଧାନରେ ବିଶ୍ଵ ଯକ୍ଷ୍ମା ଦିବସ (24 mar 2024)ପାଳନ କରାଯାଇଥିଲା | TB supervisor, PHEO, CHO,ANM, ଆଶା, ଅଙ୍ଗନୱାଡି କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ | ଆଲୋଚ୍ୟର ବିଷୟ TB କଣ ପାଇଁ ହୁଏ, କାହିଁକି ସଂକ୍ରମିତ ହୁଏ ଓ ସଂକ୍ରମଣକୁ ରୋକିବା ପାଇଁ କଣ କରାଯିବ ଲୋକମାନଙ୍କୁ ଅବଗତି କରାଗଲା | ଯଦି ଜଣେ ବ୍ୟକ୍ତିଙ୍କୁ କାଶ, କଫ… Continue reading ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡକ୍ଟର ତନ୍ମୟ ତ୍ରିପାଠୀ ଙ୍କ ତତ୍ୱାବଧାନରେ ବିଶ୍ଵ ଯକ୍ଷ୍ମା ଦିବସ ପାଳନ

ଡ଼କ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ଵାରା ଅଂଶୁଘାତ ସତର୍କତା କାର୍ଯ୍ୟକ୍ରମ

ବାଳକାଟୀ: ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବାଳକାଟୀ ଠାରେ ଡ଼କ୍ଟର ତନ୍ମୟ ତ୍ରିପାଠୀ ଙ୍କ ଦ୍ଵାରା ଅଂଶୁଘାତ ନହେବା ପାଇଁ କିପରି ସତର୍କତା ଅବଲମ୍ବନ କରିବା ସେହି ସମ୍ପର୍କେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | CHO, ANM ଆଶା, ଅଙ୍ଗନବାଡି କର୍ମୀ,ସୁପରଭାଇଜର ଉପସ୍ଥିତ ଥିଲେ ଅଂଶୁଘାତ ବିଷୟରେ ସମ୍ପୂର୍ଣ ଆଲୋଚନା କରାଗଲା ଓ ସବୁ GPS center ରେ ORS ଓ ମାଟି ହାଣ୍ଡି ରେ କ୍ଲୋରିନ ମିଶେଇ ବାଟୋଇ ଙ୍କୁ ଦିଆଯିବ | ଅଂଶୁଘାତ ରୋଗୀ ଦେଖିଲେ… Continue reading ଡ଼କ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ଵାରା ଅଂଶୁଘାତ ସତର୍କତା କାର୍ଯ୍ୟକ୍ରମ

You cannot copy content of this page