ବାଲିଅନ୍ତା: ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଓ ରୋଟାରି କ୍ଳବ ଭୁବନେଶ୍ଵର ୟୁନିକର ମିଳିତ ଉଦ୍ୟମରେ ବାଲିଅନ୍ତା ବ୍ଳକ ସତ୍ୟଭାମପୁର ପଞ୍ଚାୟତର ଗୋତଳବିନ୍ଧା ପ୍ରାଥମିକ ବିଦ୍ୟାଳୟ, ଗୋତଳଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜଗନ୍ନାଥପୁର ପଞ୍ଚାୟତର ପଞ୍ଚବଟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅନନ୍ତପୁର ଗ୍ରାମର ଲାଲ୍ ବାହାଦୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ୟ୍ୟକ୍ରମର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆମ୍ବ, କଦଳୀ, ପିଜୁଳି, ପଣସ, ସପେଟା ଓ ଜାମୁ… Continue reading ପିକକ୍ ଓ ରୋଟାରୀ କ୍ଳବ ଭୁବନେଶ୍ବର ୟୁନିକ ମିଳିତ ଉଦ୍ୟମରେ ବୃକ୍ଷରୋପଣ କାର୍ୟ୍ୟକ୍ରମ ଆୟୋଜିତ
ପିକକ୍ ଓ ରୋଟାରୀ କ୍ଳବ ଭୁବନେଶ୍ବର ୟୁନିକ ମିଳିତ ଉଦ୍ୟମରେ ବୃକ୍ଷରୋପଣ କାର୍ୟ୍ୟକ୍ରମ ଆୟୋଜିତ