ଯୁବ ସାମ୍ବାଦିକ ଉମାକାନ୍ତ ଭୋଳଙ୍କ ଏକବିଂଶତମ ଶ୍ରାଦ୍ଧବାର୍ଷିକ ପାଳିତ

ବାଲିଅନ୍ତା,୨୪|୧୦(ଗୋବର୍ଦ୍ଧନ ଦାସ): ସାମ୍ପ୍ରତିକ ସାମ୍ବାଦିକତା କ୍ଷେତ୍ରରେ ସାମ୍ବାଦିକ ମାନେ ନୀତି ଓ ନୈତିକତା ମଧ୍ୟରେ ରହି ସାମ୍ବାଦିକତା କରିବା ପାଇଁ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଳକ ବାଳକାଟି ଅଞ୍ଚଳର ଉଦିୟମାନ ଯୁବ ସାମ୍ବାଦିକ ସ୍ବର୍ଗତଃ ଉମାକାନ୍ତ ଭୋଳଙ୍କ ଏକବିଂଶତମ ଶ୍ରାଦ୍ଧବାର୍ଷିକ ଦିବସରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ l ବାଳକାଟି ବଜାର ସ୍ଥିତ କ୍ଲବ ଯୁବଶ୍ରୀରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ମୃତି କମିଟିର ଅଧ୍ୟକ୍ଷ ଡ଼. କାଳନ୍ଦୀ ଚରଣ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି… Continue reading ଯୁବ ସାମ୍ବାଦିକ ଉମାକାନ୍ତ ଭୋଳଙ୍କ ଏକବିଂଶତମ ଶ୍ରାଦ୍ଧବାର୍ଷିକ ପାଳିତ

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ବିଭିନ୍ନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବଲାଙ୍ଗିର: ବଲାଙ୍ଗିର ସାମ୍ବାଦିକ ସୁରକ୍ଷା ଆଇନ ତଥା ବିଭିନ୍ନ ଦାବିରେ ବଲାଙ୍ଗୀର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ମୋହନ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଆହ୍ବାନ କ୍ରମେ ବଲାଙ୍ଗୀର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ତରଫରୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ସଭାପତି ଅଶ୍ୱିନୀ କୁମାର ନାଏକଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ… Continue reading ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ବିଭିନ୍ନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

You cannot copy content of this page