ସ୍ୱେଚ୍ଛାସେବୀଙ୍କ ଦ୍ୱାରା ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନ: ସାରା ରାଜ୍ୟରେ ବୃକ୍ଷରୋପଣ ଅଭିଯାନ ଚାଲିଥିବାବେଳେ ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତରେ ମଧ୍ୟ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ଏହା ଓଡ଼ିଶ ଗ୍ରାମର ସମସ୍ତ ଗ୍ରାମଦେବୀଙ୍କ ପୀଠ ସଫେଇ କରିବା ସହ ଏହାର ଚତୁଃପାଶ୍ୱର୍ର ସଫେଇ କରାଯାଇଥିବା ଦେଖିବାକୁ ମିଳିଛି । ସ୍ୱେଚ୍ଛାସେବୀମାନେ ଏକତ୍ରିତ ହୋଇ ପୀଠର… Continue reading ସ୍ୱେଚ୍ଛାସେବୀଙ୍କ ଦ୍ୱାରା ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ବାହୁଡ଼ାଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଦିଲ୍ଲୀ ପବ୍ଲିକ୍ ସ୍କୁଲର ଶ୍ରେଣୀର୩ ର ଛାତ୍ରଛାତ୍ରୀମାନେ ଅତି ଆନନ୍ଦ ଓ ଭକ୍ତିଭାବରେ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଓ ବାହୁଡ଼ାଯାତ୍ରା ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜ ହସ୍ତରେ କାଗଜ ଓ ରଙ୍ଗିନ କାଗଜରେ ଛୋଟ ରଥ ତିଆରି କରି ଏକ ସୁନ୍ଦର ରଥ କରିଥିଲେ। ତାଙ୍କର ଅନ୍ତଃକରଣରୁ ଜୟ ଜଗନ୍ନାଥ ଧ୍ୱନୀ ବିକାଶ ପାଇଲା। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ଏହି ପବିତ୍ର ତିଥିର ଐତିହ୍ୟ , ତାହାର ଧାର୍ମିକ ଓ ସାଂସ୍କୃତିକ… Continue reading ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ବାହୁଡ଼ାଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

ସୋମଶ୍ରୀଙ୍କ ଆତ୍ମଦାହ ଘଟଣା: ଦାୟୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେଉ : ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: ଫକୀର ମୋହନ କଲେଜ କ୍ୟାମ୍ପସରେ କଲେଜ ଛାତ୍ରୀ ସୋମଶ୍ରୀ ବିଶ୍ୱାଳଙ୍କ ଆତ୍ମଦାହ ଘଟଣା ଅତ୍ୟନ୍ତ ନିନ୍ଦନୀୟ, ଦୁର୍ଭାଗ୍ୟ ଜନକ ଓ଼ ଲଜ୍ଜ୍ୟା ଜନକ ଘଟଣା l ଏଥିରେ ଦୃଢ଼, ତ୍ୱରିତ, ତୁରନ୍ତ ଓ଼ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଓଡିଶା ଅଭିଭାବକ ମହାସଂଘ ଦାବୀ କରିଛି l । ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଏବଂ ଏଚ୍ଓଡି ସମୀରା କୁମାର ସାହୁଙ୍କୁ ନିଲମ୍ବିତ କରାଯାଇଛି। ମାମଲାକୁ ଠିକ୍ ଭାବରେ ପଦକ୍ଷେପ ନନେବା ପାଇଁ ପ୍ରିନ୍ସିପାଲଙ୍କୁ ନିଲମ୍ବିତ କରାଯାଇଛି।ଉଚ୍ଚଶିକ୍ଷା… Continue reading ସୋମଶ୍ରୀଙ୍କ ଆତ୍ମଦାହ ଘଟଣା: ଦାୟୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେଉ : ଓଡିଶା ଅଭିଭାବକ ମହାସଂଘ

ଯୁବ ସମାଜସେବୀ ରଞ୍ଜନ ମହାପାତ୍ରଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

ବାଲିଅନ୍ତା:- ମାଆ ପାଇଁ ଗଛଟିଏ 2.o ଅଭିଯାନ ଉପଲକ୍ଷେ ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ବରୁଣେଇ ଶିଆଳିଆଠାରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିଅନ୍ତା ବ୍ଲକ୍ ଯଶୁଆପୁର ଗ୍ରାମର ଯୁବ ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଅଛି। ପରିବେଶ ସୁରକ୍ଷା,ନୂତନ ଜଙ୍ଗଲ ସୃଷ୍ଟି ଏବଂ ପରିବେଶ ସଚେତନତା ଭଳି ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରୁଥିବାରୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି… Continue reading ଯୁବ ସମାଜସେବୀ ରଞ୍ଜନ ମହାପାତ୍ରଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

ସ୍ମାଇଲ କ୍ରାପ୍ଟ କ୍ଲିନିକ ପକ୍ଷରୁ ନିଶୁଳ୍କ ଦନ୍ତ ପରୀକ୍ଷା

ବଲାଙ୍ଗିର: ବଲାଙ୍ଗିର ସ୍ମାଇଲ କ୍ରାପ୍ଟ ଦନ୍ତ ଚିକିତ୍ସାଳୟ ପକ୍ଷରୁ ପ୍ରତ୍ୟେକ ଗୁରୁବାର ଦିନ ମାଗଣା ଦନ୍ତ ପରୀକ୍ଷା କରାଯିବ ବୋଲି କ୍ଲିନିକର ସତ୍ତ୍ୱାଧିକାରୀ ତଥା ଡ. ଶ୍ୱେତପର୍ଣା ପଣ୍ଡା ଜଣାଇଛନ୍ତି । ବଲାଙ୍ଗିର ସହରର ମସଜିଦ ଛକରେ ଅବସ୍ଥିତ ଏହି ଦନ୍ତ ଚିକିତ୍ସଳୟକୁ ମାଗଣାରେ ଦନ୍ତ ପରୀକ୍ଷାର ସୁଯୋଗ ନେବାକୁ ଡ. ପଣ୍ଡା ନିବେଦନ କରିଛନ୍ତି । ନୂତନ ଭାବେ ଖୋଲିଥିବା ସ୍ମାଇଲ କ୍ରାପ୍ଟ ଦନ୍ତ ଚିଚିକିତ୍ସାଳୟକୁ କଟରେ ଡ. କୃଷ୍ଣ ପ୍ରସାଦ ବହିଦାର ଅନେକ ମାନ୍ୟଗଣ୍ୟ… Continue reading ସ୍ମାଇଲ କ୍ରାପ୍ଟ କ୍ଲିନିକ ପକ୍ଷରୁ ନିଶୁଳ୍କ ଦନ୍ତ ପରୀକ୍ଷା

ସ୍ବାମୀ ବ୍ରହ୍ମାନନ୍ଦ ନିଗମ କଳ୍ପତରୁ ଆଶ୍ରମରେ ଗୁରୁ ପୂର୍ଣ୍ଣିମା ପାଳିତ

ଭୁବନେଶ୍ଵର: ପରମହଂସ ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ଵତୀଙ୍କ ପ୍ରତିଷ୍ଠିତ ନିଗମ କଳ୍ପତରୁ ଆଶ୍ରମ ରୁଦ୍ରବିହାର ଠାରେ ଗୁରୁବାର ଦିନ ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ ପୂଜ୍ୟ ସ୍ଵାମିଜୀଙ୍କ ପୌରହିତ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପ୍ରଫେସର ବୈଷ୍ଣବ ଚରଣ ସାମଲ କହିଲେ ଯେ, ଆମ ସଂସ୍କୃତିରେ ଗୁରୁ ପୂଜନ ଏଭଳି ଏକ ବ୍ୟବସ୍ଥା ସମଗ୍ର ପୃଥିବୀରେ କେବଳ ଭାରତବର୍ଷରେ ହିଁ ଦେଖା ଦେଇଥାଏ । ଆମେ ଗୁରୁଙ୍କୁ କେବଳ ଶିକ୍ଷାଦାତା ଭାବେ… Continue reading ସ୍ବାମୀ ବ୍ରହ୍ମାନନ୍ଦ ନିଗମ କଳ୍ପତରୁ ଆଶ୍ରମରେ ଗୁରୁ ପୂର୍ଣ୍ଣିମା ପାଳିତ

କୁଆଖାଇ, ଦୟା, ଭାର୍ଗବୀ, ନଦୀରେ ବନ୍ୟା ଜଳ ପ୍ରବେଶ

ବାଲିଅନ୍ତା: ବୁଧବାର ଦିନ ଚାଳିତ ବର୍ଷ କୁଆଖାଇ ,ଦୟା, ଭାର୍ଗବୀ ନଦୀରେ ହୀରାକୁଦର ପ୍ରଥମ ବନ୍ୟା ଜଳ ପ୍ରବେଶ ହୋଇଛି। ଏହି ଦୃଶ୍ୟକୁ ଦେଖିବା ପାଇଁ ଓ ଫୋଟ ଉତ୍ତଳନ ପାଇଁ ଦୟା ବ୍ରିଜ, ଭାର୍ଗବୀ ବ୍ରିଜ,କୁଆଖାଇ ନଦୀ ଟଙ୍କପାଣୀ ବ୍ରିଜରେ ପଥଚାରି ମାନଙ୍କ ଭିଡ ଦେଖିବାକୁ ମିଳିଥିଲା।ଉକ୍ତ ନଦୀରେ ବନ୍ୟା ଜଳ ପ୍ରବେଶ ଦ୍ବରା ତତ୍ପର ହୋଇ ଉଠିଛି ସ୍ଥାନୀୟ ଅଞ୍ଚଳର ବ୍ଲକ୍ ଓ ତହସିଲ ପ୍ରଶାସନ । ଉକ୍ତ ନଦୀର କୂଳରେ ଥିବା ଜନବସତି… Continue reading କୁଆଖାଇ, ଦୟା, ଭାର୍ଗବୀ, ନଦୀରେ ବନ୍ୟା ଜଳ ପ୍ରବେଶ

ବୀମା କର୍ମଚାରୀଙ୍କ ଅଧିକାର ସୁରକ୍ଷା ପାଇଁ ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ

ଅନେକ ଦଶକ ଧରି ବୀମା କର୍ମଚାରୀଙ୍କ ଅଧିକାର ସୁରକ୍ଷା ପାଇଁ ଲଢ଼ୁଥିବା AIIEA (ଅଲ୍ ଇଣ୍ଡିଆ ଇନ୍ସୁରେନ୍ସ ଏମ୍ପ୍ଲୋୟିଜ୍ ଆସୋସିଏସନ୍) ଦ୍ୱାରା ରାଷ୍ଟ୍ରବ୍ୟାପୀ strike କରାଯାଇଛି। ଏହି strike ଏଲଆଇସି (LIC), ଜେନେରାଲ୍ ଇନ୍ସୁରେନ୍ସ, ଓ ବ୍ୟାଙ୍କ କର୍ମଚାରୀମାନେ ବି ଅଂଶଗ୍ରହଣ କରିଛନ୍ତି।ଏହି ହଡ୍ତାଳର ମୁଖ୍ୟ ଦାବିଗୁଡିକ ହେଉଛି: ବୀମା ଓ ବ୍ୟାଙ୍କ ସଂସ୍ଥାନଗୁଡିକର ନିଜୀକରଣ ବିରୋଧରେ ଆବାଜ I ନୂଆ କାର୍ଯ୍ୟ ସୂତ୍ର (Labour Codes) ବାତିଲ୍ କରିବା ଦାବି ଦୀର୍ଘ ସମୟ ଧରି ଅଟକିଥିବା… Continue reading ବୀମା କର୍ମଚାରୀଙ୍କ ଅଧିକାର ସୁରକ୍ଷା ପାଇଁ ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ

ଭାରତ ବନ୍ଦ ଡାକରାରେ ବଲାଙ୍ଗୀରରେ ଜନଜୀବନ ପ୍ରଭାବିତ

ବଲାଙ୍ଗୀର: ବଲାଙ୍ଗିର ଶ୍ରମିକ ବିରୋଧୀ ଶ୍ରମ କୋଡ୍‌ ପ୍ରତ୍ୟାହାର ଦାବିରେ ଦିଆଯାଇଥିବା ସର୍ବଭାରତୀୟ ବନ୍ଦ ଡାକରା ଯୋଗୁ ବଲାଙ୍ଗୀର ଜିଲାରେ ଜନଜୀବନ ବ୍ୟାହତ ହୋଇଛି। ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି। ବିଭିନ୍ନ ଶ୍ରମିକ ସଂଗଠନ, ବ୍ୟାଙ୍କ କର୍ମଚାରୀ କାର୍ଯ୍ୟ ବନ୍ଦ କରି ପ୍ରତିବାଦ ଜଣାଇଛନ୍ତି। ବିଭିନ୍ନ ବ୍ୟାଙ୍କ, ବୀମା ପ୍ରତିଷ୍ଠାନ, ସରକାରୀ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସହରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଲି… Continue reading ଭାରତ ବନ୍ଦ ଡାକରାରେ ବଲାଙ୍ଗୀରରେ ଜନଜୀବନ ପ୍ରଭାବିତ

ପୂଜ୍ୟପୂଜା ଓ ସମାଜସେବାର ମହିୟସୀ ବ୍ୟକ୍ତିତ୍ୱ ଥିଲେ ଉମାରାଣୀ ଶତପଥୀ

ଭୁବନେଶ୍ୱର: ସାପ୍ତାହିକ ସମ୍ବାଦପତ୍ର ସୁବାର୍ତ୍ତା, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତଥା ଓଡିଶା ନାଗରିକ ମହାମଞ୍ଚ ମିଳିତ ସାଂସ୍କୃତିକ ସଂଗଠନ ପକ୍ଷରୁ ବିଶିଷ୍ଟ ସମାଜସେବୀକା, ଲୋକକଳା, ଲୋକସଂଗୀତ, ଢଗଢମାଳି ଜଗନ୍ନାଥ ଙ୍କ ଭଜନ ସହିତ ପୂଜ୍ୟ ପୂଜା କୁ ଘରେ ଘରେ ପହଞ୍ଚାଇବାର ନିଆରା ପ୍ରୟାସ କରି ଆସୁଥିବା ବ୍ୟକ୍ତିତ୍ୱ ତଥା ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ପ୍ରଦ୍ୟୁମ୍ନ ଶତପଥୀଙ୍କ ମାତୃଦେବ ସ୍ବର୍ଗତ ଉମାରାଣୀ ଶତପଥୀଙ୍କ ସ୍ମୃତି ଚାରଣ ସହିତ ଭଜନ କାର୍ଯ୍ୟକ୍ରମ… Continue reading ପୂଜ୍ୟପୂଜା ଓ ସମାଜସେବାର ମହିୟସୀ ବ୍ୟକ୍ତିତ୍ୱ ଥିଲେ ଉମାରାଣୀ ଶତପଥୀ

You cannot copy content of this page