ନିର୍ମାଣରେ ୭୯ ତମ ସ୍ବାଧିନତା ଦିବସ ପାଳିତ

ବାଲିଅନ୍ତା: ବାଳକକାଟିର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିର୍ମାଣ ଏଜୁକେସନାଲ ଟ୍ରଷ୍ଟ ପରିସରରେ ୭୯ ତମ ସ୍ବାଧିନତା ଦିବସ ଖୁବ୍ ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏଥିରେ , ମୁଖ୍ୟ ଅତିଥି ଭାବେ ଓରା ଅନୁଷ୍ଠାନର ମୁଖ୍ୟ ସ୍ମିତା ନାୟକ, ଶିକ୍ଷାବିତ୍ ବିଦୁଭୂଷଣ ପଟ୍ଟନାୟକ ଓ ନିର୍ମାଣ ର ଅଧ୍ୟକ୍ଷ ସିଦ୍ଧେଶ୍ଵର ମହାନ୍ତି ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଦ୍ଵାରା ପ୍ରତାପଶାସନ ର ବିଭିନ୍ନ ଗାଁ ପ୍ରଭାତ ଫେରିରେ ପିଲାମାନେ ଦେଶାତ୍ମକ ବୋଧକ… Continue reading ନିର୍ମାଣରେ ୭୯ ତମ ସ୍ବାଧିନତା ଦିବସ ପାଳିତ

ସାରଳା ମହାଭାରତରେ ଜ୍ୟୋତିଷ ଚର୍ଚ୍ଚା ପୁସ୍ତକର ଲୋକାର୍ପଣ

ବାଲିଅନ୍ତା/ଭୁବନେଶ୍ୱର: ପକ୍ଷୀଘର ପ୍ରକାଶନୀ ପ୍ରକାଶିତ ଡ. ରଜନୀ ରଞ୍ଜନ ଦାଶ ଙ୍କ ଲିଖିତ “ସାରଳା ମହାଭାରତରେ ଜ୍ୟୋତିଷ ଚର୍ଚ୍ଚା ” ପୁସ୍ତକ ର ପରିବର୍ଦ୍ଧିତ ସଂସ୍କରଣ ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ କେଦାରନାଥ ଗବେଷଣା କେନ୍ଦ୍ରରେ ଲୋକାର୍ପିତ ହୋଇଯାଇଛି l ପକ୍ଷୀଘର ପ୍ରକାଶନୀ ର ବନୋଜ ତ୍ରିପାଠୀ ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ସାରଳା ସାହିତ୍ୟର ବିଶିଷ୍ଟ ଗବେଷକ ଜେଏନୟୁ ର ପ୍ରଫେସର ଡ. ଉଦୟନାଥ ସାହୁ ଏବଂ ଓଡ଼ିଶା ସଂସ୍କୃତି ବିଶ୍ୱବିଦ୍ୟାଳୟ ର ପ୍ରଫେସର ଡ.… Continue reading ସାରଳା ମହାଭାରତରେ ଜ୍ୟୋତିଷ ଚର୍ଚ୍ଚା ପୁସ୍ତକର ଲୋକାର୍ପଣ

ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ

ଭୁବନ: ସାରା ରାଜ୍ୟରେ ୭୯ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ମଧ୍ୟ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ । ଉକ୍ତ ଦିବସରେ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଏବଂ ପ୍ରଧାନ ଶିକ୍ଷକ ପ୍ରତାପ ସାହୁ, ସହକାରୀ ଶିକ୍ଷକ ସୁବ୍ରତ ବିଶ୍ୱାଳ, ଛବିଳ ପରିଡ଼ା, ଶିକ୍ଷୟିତ୍ରୀ କବିତା ପୃଷ୍ଟି, ଚୁମୁକି ମାଝୀ, ଅର୍ପିତା ବେହେରା, ମାମିନା ରାଉତ, ମୁଖ୍ୟ ଅତିଥି ବୁଦ୍ଧିମନ୍ତ… Continue reading ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ

ନୂଆଦିଲ୍ଲୀରେ ଅନୁଷ୍ଠିତ ହେଲା ରସାବଳୀ ଦିବସ

ନୂଆଦିଲ୍ଲୀ: କେନ୍ଦ୍ରାପଡାର ପ୍ରସିଦ୍ଧ ତଥା ଶ୍ରୀ ବଳଦେବଜୀଉ ଙ୍କ ପାଖରେ ଲାଗି ହେଉଥିବା ରସାବଳୀକୁ ଦୁଇବର୍ଷ ପୂର୍ବେ ଜିଆଇ ଟ୍ୟାଗ ମିଳିସାରିଛି । ଓଡ଼ିଶାର ଏହି ପାରମ୍ପରିକ ମିଠାକୁ ବିଶ୍ଵଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଓଁ ସାଇ ଟ୍ରଷ୍ଟ ଓ ନୀଳାଚଳ ସେବାସଙ୍ଘ ମିଳିତ ଆନୁକୂଲ୍ୟରେ ପବିତ୍ର ରକ୍ଷା ବନ୍ଧନ ଅବସରରେ ନୂଆଦିଲ୍ଲୀ ସ୍ଥିତ ହଜଖସ ଜଗନ୍ନାଥ ମନ୍ଦିରରେ ରସାବଳୀ ଦିବସ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭକ୍ତମାନଙ୍କୁ… Continue reading ନୂଆଦିଲ୍ଲୀରେ ଅନୁଷ୍ଠିତ ହେଲା ରସାବଳୀ ଦିବସ

ସ୍ବର୍ଗତ ମୃତ୍ୟୁଞ୍ଜୟ ପରିଡାଙ୍କ ଦ୍ଵାଦଶାହ ସହିତ ସ୍ମୃତି ଚାରଣ ସଭା

ଭୁବନେଶ୍ୱର: ସ୍ଥାନୀୟ ଗୋଦାବରୀଶ ସାହିତ୍ୟ ସଂସଦ ଖାରବେଳ ନଗର ଠାରେ ବ୍ରହ୍ମେସ୍ୱର ଓ ହରିହର ବିଦ୍ୟାପୀଠ ବିଦ୍ୟାର୍ଥୀଙ୍କ ଆନୁକୂଲ୍ୟ ତଥା ବିଶିଷ୍ଟ ଶିକ୍ଷାବିତ ଡ଼ଃ ଯୋଗୀନାଥ ସାହୁଙ୍କ ପୌରହିତ୍ୟ ଓ ପୁରାତନ ବିଦ୍ୟାର୍ଥୀ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ଓ ସମାଜସେବୀ ଅଶୋକ ମଲ୍ଲିକଙ୍କ ପରିଚାଳନା ରେ ପୁରାତନ ବିଦ୍ୟାର୍ଥୀ, ଯୁବ ସମାଜସେବୀ, ଉଦ୍ୟୋଗୀ ମୃତ୍ୟୁଞ୍ଜୟ ପରିଡାଙ୍କ ଦ୍ଵାଦଶାହ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି l ପ୍ରାରମ୍ଭରେ ସ୍ବର୍ଗତ ମୃତ୍ୟୁଞ୍ଜୟଙ୍କ ଅମର ଆତ୍ମାର ସଦଗତି… Continue reading ସ୍ବର୍ଗତ ମୃତ୍ୟୁଞ୍ଜୟ ପରିଡାଙ୍କ ଦ୍ଵାଦଶାହ ସହିତ ସ୍ମୃତି ଚାରଣ ସଭା

ଉଦୀୟମାନ ଯୁବ ପୀଢ଼ି କୁ ନେଇ ଡିଷ୍ଟିକ୍ଟ ପାଇନର କ୍ରିକେଟ୍ ଏକାଡେମୀ ଚର୍ଚ୍ଚାରେ

କ୍ରିକେଟ୍ ଖେଳ ପ୍ରତି ରୁଚି ରଖୁଛନ୍ତି ବର୍ତ୍ତମାନର ଯୁବ ପ୍ରତିଭାବଲାଙ୍ଗୀର: ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲା ଏଥେଲେଟିକ ଏସୋସିଏସନ୍ ର ସହଯୋଗ ଫଳରେ ଗତ କିଛି ମାସରୁ ଆରମ୍ଭ ହୋଇଥିବା ଯୁବ କ୍ରିକେଟ୍ ପ୍ରତିଭାଙ୍କୁ କିଛିଟା ପ୍ରଶିକ୍ଷଣ ତାଲିମ ଓ ଯୁବା କ୍ରିକେଟ୍ ଖେଳାଳିଙ୍କ ଇଚ୍ଛା ଶକ୍ତି ଫଳରେ କ୍ରିକେଟ୍ ଖେଳ ଜାରି ରହିଛି। ଡିଷ୍ଟିକ୍ଟ ପାଇନର କ୍ରିକେଟ୍ ଏକାଡେମୀ ବଲାଙ୍ଗୀର ମାଧ୍ୟମରେ। ଯେଉଁଥିରେ ଧୀରେ ଧୀରେ ଯୁବା ପ୍ରତିଭା ଏବେ ତାଙ୍କ ପ୍ରତିଭା ପ୍ରତିପାଦନ କରୁଛନ୍ତି… Continue reading ଉଦୀୟମାନ ଯୁବ ପୀଢ଼ି କୁ ନେଇ ଡିଷ୍ଟିକ୍ଟ ପାଇନର କ୍ରିକେଟ୍ ଏକାଡେମୀ ଚର୍ଚ୍ଚାରେ

ଚର୍ଚ୍ଚିକା ପୀଠରେ ସଫେଇ କାର୍ଯ୍ୟକ୍ରମ

ଭୁବନ: ସାମାଜିକ ଅନୁଷ୍ଠାନ ପକ୍ଷରୁ ଗ୍ରାମ ସଫେଇ ଅଭିଯାନ ଚାଲୁରହିଥିବାବେଳେ ଓଡ଼ିଶ ଗ୍ରାମରେ ଅନୁରୂପ ଭାବେ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ମନ୍ଦିର ସଫେଇ କାର୍ଯ୍ୟକ୍ରମ। ଏହି ସଫେଇ ଅଭିଯାନ ଅବସରରେ ଓଡ଼ିଶ ଗ୍ରାମର ଆରାଧଧ୍ୟା ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠ ସଫେଇ କରାଯାଇଥିବା ଦେଖିବାକୁ ମିଳିଛି। ଗ୍ରାମରେ ଥିବା ଉତ୍କଳ ବୁଲେଟିନ୍ ର ସମସ୍ତ ସ୍ୱେଚ୍ଛାସେବୀମାନେ ଏକତ୍ରିତ ହୋଇ ମା’ ଚର୍ଚ୍ଚିକା ପୀଠର ଚତୁଃପାଶ୍ୱର୍ ସଫା କରାଯାଇଥିବା ଦେଖିବାକୁ ମିିଳିଛି। ସକାଳୁ… Continue reading ଚର୍ଚ୍ଚିକା ପୀଠରେ ସଫେଇ କାର୍ଯ୍ୟକ୍ରମ

ସିଆଇଏସ୍‌ସିଇ ରିଜୋନାଲ ଟାଇକଣ୍ଡୋରେ ବଲାଙ୍ଗିରକୁ ୪ ପଦକ

ବଲାଙ୍ଗିର: ବଲାଙ୍ଗିର ଅଗଷ୍ଟ ୧ ଓ ୨ ଦୁଇ ଦିନ ଧରି କେନ୍ଦୁଝର ଜିଲ୍ଲା ନିର୍ମାଳ କନଭେନ ସ୍କୁଲରେ ସିଆଇଏସ୍‌ସିଇ ରିିଜୋନାଲ ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ଶ୍ରେୟାଂଶ ଭଞ୍ଜ ଅଣ୍ଡର ୧୪ ବର୍ଷ ବାଳକ ୪୧-୪୫ କେଜି ଖିଋଗୀ (ଫାଇଟ) ବିଭାଗରେ ସ୍ୱର୍ଣ୍ଣ ପଦକ, ପ୍ରିୟମ ସାହୁ ୫୧-୫୫ କେଜି ଖିଋଗୀରେ ସ୍ୱର୍ଣ୍ଣ ପଦକ, ଶୁଭମ ମେହେର ୪୫-୪୮ ଖିଋଗୀରେ ରୌପ ପଦକ, ସାନଭି ପ୍ରଧାନ… Continue reading ସିଆଇଏସ୍‌ସିଇ ରିଜୋନାଲ ଟାଇକଣ୍ଡୋରେ ବଲାଙ୍ଗିରକୁ ୪ ପଦକ

ପିକକ୍ ଓ ରୋଟାରୀ କ୍ଳବ ଭୁବନେଶ୍ବର ୟୁନିକ ମିଳିତ ଉଦ୍ୟମରେ ବୃକ୍ଷରୋପଣ କାର‌୍ୟ୍ୟକ୍ରମ ଆୟୋଜିତ

ବାଲିଅନ୍ତା: ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଓ ରୋଟାରି କ୍ଳବ ଭୁବନେଶ୍ଵର ୟୁନିକର ମିଳିତ ଉଦ୍ୟମରେ ବାଲିଅନ୍ତା ବ୍ଳକ ସତ୍ୟଭାମପୁର ପଞ୍ଚାୟତର ଗୋତଳବିନ୍ଧା ପ୍ରାଥମିକ ବିଦ୍ୟାଳୟ, ଗୋତଳଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜଗନ୍ନାଥପୁର ପଞ୍ଚାୟତର ପଞ୍ଚବଟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅନନ୍ତପୁର ଗ୍ରାମର ଲାଲ୍ ବାହାଦୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର‌୍ୟ୍ୟକ୍ରମର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆମ୍ବ, କଦଳୀ, ପିଜୁଳି, ପଣସ, ସପେଟା ଓ ଜାମୁ… Continue reading ପିକକ୍ ଓ ରୋଟାରୀ କ୍ଳବ ଭୁବନେଶ୍ବର ୟୁନିକ ମିଳିତ ଉଦ୍ୟମରେ ବୃକ୍ଷରୋପଣ କାର‌୍ୟ୍ୟକ୍ରମ ଆୟୋଜିତ

ଧର୍ମପରାୟଣା ମହିଳାଙ୍କ ସାପକାମୁଡ଼ାରେ ମୃତ୍ୟୁ

ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଶାନ୍ତିଲତା ନନ୍ଦ ନାମକ ୭୦ବର୍ଷୀୟା ଧର୍ମପରାୟଣା ମହିଳାଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗତ ଚାରି ଦିନ ହେଲା ଉକ୍ତ ମହିଳା ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଗତକାଲି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେ ଘରେ ଥିବା ଅବସ୍ଥା ତାଙ୍କୁ ସାପ କାମୁଡିଥିବା ତାଙ୍କ ପୁତ୍ର ସାମ୍ବାଦିକ ମଧୂପରଂଜନ ନନ୍ଦ… Continue reading ଧର୍ମପରାୟଣା ମହିଳାଙ୍କ ସାପକାମୁଡ଼ାରେ ମୃତ୍ୟୁ

You cannot copy content of this page