ଡାଇରିଆରେ ଚାଲିଗଲା ଜୀବନ

ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଘଟିଯାଇଛି ଦୁଃଖଦ ଘଟଣା। ଖବରରୁ ପ୍ରକାଶ ଯେ, ସାରା ରାଜ୍ୟରେ ଡାଇରିଆର ପ୍ରକୋପ ରହିଥିବାବେଳେ ଓଡ଼ିଶ ଗ୍ରାମରେ ମଧ୍ୟ ଦେଖିବାକୁ ମିଳିଛି ଡାଇରିଆ ଆକ୍ରାନ୍ତ। ବର୍ଷା ଦିନ ଚାଲିଥିବାବେଳେ ଗାଁରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା କାରଣରୁ ଡାଇରିଆ ସଂକ୍ରମଣ ହେଉଥିବା ଦେଖିବାକୁ ମିଳୁଛି। ଏହି ଡାଇରିଆ ଆକ୍ରାନ୍ତ କାରଣରୁ ଓଡ଼ିଶ ଗ୍ରାମରେ ଚାଲିଯାଇଛି ଜଣେ ମହିଳାଙ୍କ ଜୀବନ ଏବଂ ୩ଜଣ ଆକ୍ରାନ୍ତରେ ଗୁରୁତର ହୋଇ… Continue reading ଡାଇରିଆରେ ଚାଲିଗଲା ଜୀବନ

ଓଡ଼ିଶ ଗ୍ରାମରେ ବାହୁଡ଼ାଯାତ୍ରା ପାଳିତ

ଭୁବନ: ଚତୁର୍ଦ୍ଧାମୁର୍ତ୍ତିଙ୍କ ପବିତ୍ର ବାହୁଡ଼ା ଯାତ୍ରା ପାଳିତ ହୋଇଯାଇଛି। ସାରା ରାଜ୍ୟରେ ବାହୁଡ଼ା ଯାତ୍ରା ପାଳନ କରାଯାଇଥିବାବେଳେ ପ୍ରସିଦ୍ଧ ସ୍ଥାନ ଶ୍ରୀକ୍ଷେତ୍ର ରେ ଲକ୍ଷ ଲକ୍ଷ ଭକ୍ତଙ୍କ ସହ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା କରାଯାଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ମଧ୍ୟ ଧୂମଧାମ ସହ ମହା ଆଡମ୍ବରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ବାହୁଡ଼ା ଯାତ୍ରା କରାଯାଇଥିଲା। ମାଉସୀ ମା’ଙ୍କ ଠାରୁ ମନ୍ଦିର ପର୍ଯ୍ୟନ୍ତ ପୂର୍ଣ୍ଣ ଆୟୋଜନ ସହ… Continue reading ଓଡ଼ିଶ ଗ୍ରାମରେ ବାହୁଡ଼ାଯାତ୍ରା ପାଳିତ

ଡ଼ଃ ପ୍ରଫେସର ଗାୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପାଦପ ରୋଗ ବିଭାଗର ପ୍ରଫେସର (ସୂତ୍ରକୃମି) ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର, ସାରସ୍ୱତ ପ୍ରତିଭାର ଅଧିକାରୀ,କୃଷି,ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣର ଜୀବନ ବ୍ୟାପି ସାଧନା ନିମନ୍ତେ ଗାୟତ୍ରୀ ଡ଼ଃ ପ୍ରଫେସର ଗାୟତ୍ରୀ ବିଶ୍ୱାଳ ଙ୍କୁ ଉକ୍ତବିଶ୍ୱବିଦ୍ୟାଳୟ ତରଫରୁ ଭବ୍ୟ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହିତ ତାଙ୍କ ସୁସ୍ଥ, ନିରାମୟ ଦୀର୍ଘ ଜୀବନପାଇଁ କାମନା କରାଯାଇ ମତ ବ୍ୟକ୍ତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ସମ୍ମାନନୀୟ… Continue reading ଡ଼ଃ ପ୍ରଫେସର ଗାୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଦିବ୍ୟାଙ୍ଗ କୁମାରୀଙ୍କୁ ନେଇ ରଜର ରାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଗତ ୨୧ ତାରିଖ ଶନିବାର ହରିହର ଆର୍ଟ ଆଣ୍ଡ କଲଚର ଏକାଡେମୀ ତରଫରୁ ରେଡକ୍ରସ ଭବନରେ ଅନୁଷ୍ଠିତ ହୋଇଯାଇଛି ରଜର ରାଣୀ କାର୍ଯ୍ୟକ୍ରମ । ପଚାଶରୁ ଉର୍ଦ୍ଧ ଦିବ୍ୟାଙ୍ଗ ଯୁବକ ଯୁବତୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ନୃତ୍ୟ ସଂଗୀତରେ ଉଚ୍ଚକୋଟୀର ପରିବେଷଣ ପାଇଁ 15 ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଅନ୍ୟ ଅତିଥିଭାବେ… Continue reading ଦିବ୍ୟାଙ୍ଗ କୁମାରୀଙ୍କୁ ନେଇ ରଜର ରାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜନ୍ମଦିବସ ଅବସରରେ ସାଧୁଭିକ୍ଷା ସହିତ ପଠନ ସାମଗ୍ରୀ ବଣ୍ଟନ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ସମାଜସେବୀକା ବନୋଜୋଶ୍ନା ଭୁଜବଳଙ୍କ ସୁପୁତ୍ର ସାଇରାଜଙ୍କ ଶୁଭ ଚତୁର୍ଥ ଜନ୍ମ ଦିବସ ସ୍ଥାନୀୟ ଅନ୍ଧାରୁଆ ସ୍ଥିତ ପାଦପଦ୍ମ ପାହାଡ଼ ଠାରେ ଫାଉଣ୍ଡେସନର ପରିଚାଳନା ନିର୍ଦ୍ଧେଶକ ନାରାୟଣ ଖୁଣ୍ଟିଆଙ୍କ ପୌର ହିତ୍ୟ ଓ ସାମ୍ବାଦିକା ରୀନା ମହାନ୍ତିଙ୍କ ସଂଯୋଜନାରେ ସାଧୁ ଭିକ୍ଷା ସହ କିଛି ବିଦ୍ୟାର୍ଥୀଙ୍କୁ ପଠନ ସାମଗ୍ରୀ ବଣ୍ଟନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହିମା ସାଧୁ ମଧୁସୂଦନ ଦାସ,… Continue reading ଜନ୍ମଦିବସ ଅବସରରେ ସାଧୁଭିକ୍ଷା ସହିତ ପଠନ ସାମଗ୍ରୀ ବଣ୍ଟନ

ସଂଗ୍ରାମୀ ସାମନ୍ତ ନଟବରଙ୍କ ପୂଣ୍ୟତିଥିରେ ବୃକ୍ଷପୂଜା ଓ ସ୍ମୃତିରଣ

ଭୁବନେଶ୍ଵର: ସ୍ଵାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ପାତ୍ରପଡ଼ାସ୍ଥିତ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଥୁବା ସ୍ମୃତିବନଠାରେ ସଂଗ୍ରାମୀ ସାମନ୍ତ ନଟବର ସିଂହଙ୍କ ସ୍ମୃତିରେ ଥିବା ବକୁଳ ବୃକ୍ଷକୁ ପୂଜା କରାଯିବା ସହ ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ଵତୀ, ଯଶୋଦା ଦେବୀ ଓ ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ସ୍ମୃତି ବୃକ୍ଷରେ ଜଳଦାନ କରାଯାଇଥିଲା ।ଏହି ଅବସରରେ ଆୟୋଜିତ ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର କହିଲେ ଯେ, ସଂସାରରେ… Continue reading ସଂଗ୍ରାମୀ ସାମନ୍ତ ନଟବରଙ୍କ ପୂଣ୍ୟତିଥିରେ ବୃକ୍ଷପୂଜା ଓ ସ୍ମୃତିରଣ

ଓଡ଼ିଶ ଗ୍ରାମରେ ମନ୍ଦିର ସଫେଇ କାର୍ଯ୍ୟ

ଭୁବନ: ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶ ଗ୍ରାମର ଆରାଧ୍ୟ ଦେବୀ ମା’ ତାରିଣୀଙ୍କ ମନ୍ଦିର ପରିସର ଓ ମା’ ମହାପାଟ ମନ୍ଦିର ପରିସରକୁ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ୱେଚ୍ଛାସେବୀ ସଦସ୍ୟମାନେ ସଫେଇ କରିଛନ୍ତି। ପ୍ରବଳ ବର୍ଷା ସତ୍ୱେ ମଧ୍ୟ ସେମାନେ ବର୍ଷାକୁ ଖାତିର ନ କରି ସଫେଇ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଥିଲା । ଏହି ମନ୍ଦିର ସଫେଇ କାର୍ଯ୍ୟରେ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା, ବିକ୍ରମ ରଣା, ରଂଜନ କୁମାରସେଠୀ, ଶ୍ରୀକାନ୍ତ ସେଠୀ, ବଳରାମ… Continue reading ଓଡ଼ିଶ ଗ୍ରାମରେ ମନ୍ଦିର ସଫେଇ କାର୍ଯ୍ୟ

ହାଇଦ୍ରାବାଦରେ ଏସଓଡବ୍ଳୁଡବ୍ଲୁ ପରିବାର ଦ୍ଵାରା ରଜପର୍ବ ପାଳିତ

ବାଲିଅନ୍ତା: ହାଇଦ୍ରାବାଦରେ ଏସଓଡବ୍ଳୁଡବ୍ଲୁ ପରିବାର ଦ୍ଵାରା ରଜପର୍ବ ପାଳିତଅତ୍ଯନ୍ତ ଉତ୍ସାହ ଏବଂ ଉଦ୍ଦୀପନାର ସହ ପାଳନ କରାଯାଇଥିଲା। ଏହି ଅନନ୍ୟ ପର୍ବ ଏକ ରଙ୍ଗୀନ ଏବଂ ହୃଦୟ ସ୍ପର୍ଶୀ ସମାବେଶ ମାଧ୍ୟମରେ ଜୀବନ୍ତ ପରିବେଷଣ ହୋଇଥିଲା ଯାହା ଆମର ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରାକୁ ସୁନ୍ଦର ଭାବରେ ପ୍ରତିଫଳିତ କରିଥିଲା | ଏହି କାର୍ଯ୍ଯକ୍ରମରେ ଝୋଟି, ପିଠା ତିଆରି, ସଜବାଜ, ପିଲାମାନଙ୍କ ପ୍ରତିଯୋଗିତା ଏବଂ ଏକ ଜୀବନ୍ତ ଦମ୍ପତି ଖେଳ ଭଳି ବିଭିନ୍ନ ମଜାଳିଆ ପ୍ରତିଯୋଗିତାରେ ସଦସ୍ୟ… Continue reading ହାଇଦ୍ରାବାଦରେ ଏସଓଡବ୍ଳୁଡବ୍ଲୁ ପରିବାର ଦ୍ଵାରା ରଜପର୍ବ ପାଳିତ

ରଥଯାତ୍ରା ଉପଲକ୍ଷେ ଉତ୍ତରା ଛକରେ ଭକ୍ତଙ୍କ ପାଇଁ ଜଳଛତ୍ର ସେବା

ଉତ୍ତରା: ପବିତ୍ର ରଥଯାତ୍ରା ଉପଲକ୍ଷେ ସମ୍ପର୍କ ହୃଦୟ ଫାଉଣ୍ଡେସନ ଆନୁକୁଲ୍ୟରେ ଉତ୍ତରା ଛକ ନିକଟରେ ପୁରୀକୁ ଯାଉଥିବା ଅଗଣିତ ଭକ୍ତଙ୍କ ପାଇଁ ପଥପ୍ରାନ୍ତ ଜଳଛତ୍ର ସେବା ଯୋଗାଇ ଦିଆ ଯାଇଅଛି। ସମ୍ପର୍କ ହୃଦୟ ପରିବାର ସଦସ୍ୟ ଜ୍ୟୋତି ରଞ୍ଜନ ନାୟକଙ୍କ ନେତୃତ୍ଵ ରେ ସମ୍ପର୍କ ହୃଦୟ ପରିବାରର ସମ୍ପାଦକ ବସନ୍ତ କୁମାର ସାହୁ, ତାରାକାନ୍ତ ସାହୁ, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପରିବାରର ସଦସ୍ୟ ଅଜୁ ସାହୁ, ମନୋଜ ସାହୁ, ରାଜୀବ ମହାରଣା, ବବୁଲ ସାହୁ, ଶିବ ପ୍ରସାଦ,… Continue reading ରଥଯାତ୍ରା ଉପଲକ୍ଷେ ଉତ୍ତରା ଛକରେ ଭକ୍ତଙ୍କ ପାଇଁ ଜଳଛତ୍ର ସେବା

ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ଶିବିର

ବଲାଙ୍ଗିର: ବଲାଙ୍ଗିର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ବରିଷ୍ଟ ନାଗରିକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ବରପାଳିପଡ଼ା (ଭଗବତ ମନ୍ଦିର) ଠାରେ ଅନୁଷ୍ଠିତ ହେଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ମାଗଣା ଔଷଧ ଓ ମାଗଣା ରକ୍ତ ପରୀକ୍ଷା କରାଯିବା ସହ ଡାକ୍ତର ପରାମର୍ଶ ସେବା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ସ୍ଥାନୀୟ ଆଶା କର୍ମୀ, ଓ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ… Continue reading ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ଶିବିର

You cannot copy content of this page