ଭୁବନ: ଓଡ଼ିଶାର ଗଣପର୍ବ ତଥା କୃଷିର ପର୍ବ ରଜ ଅବସରରେ ସାରା ଓଡ଼ିଶା ଉତ୍ସବ ମୁଖର। ଏହି ରଜ ଉତ୍ସବ ଉପଲକ୍ଷେ ଢ଼େଙ୍କାନାଳ ଜିଲ୍ଳା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଦେଖିବାକୁ ମିଳିଛି ସଫେଇ କାର୍ଯ୍ୟକ୍ରମ। ଏହି ସଫେଇ କାର୍ଯ୍ୟକ୍ରମକୁ ଉକ୍ତ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରକୁ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟର ପକ୍ଷରୁ କରାଯାଇଥିବା ଦେଖିବାକୁ ମିଳିଛି। ପହିଲି ରଜରେ ଉତ୍କଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟର ସ୍ୱେଚ୍ଛାସେବୀମାନେ ଏହି ସଫେଇ… Continue reading ରଜ ଉପଲକ୍ଷେ ବିଦ୍ୟାଳୟ ପରିସର ସଫେଇ
ରଜ ଉପଲକ୍ଷେ ବିଦ୍ୟାଳୟ ପରିସର ସଫେଇ