ତୁଷୁରାରେ ନିଃଶୁଳ୍କ ଅଙ୍ଗ ପ୍ରତ୍ୟାରୋପଣ ଶିବର ଉଦଘାଟିତ

ବଲାଙ୍ଗିର: ସ୍ଵତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ତୁଷୁରା ମାରୱାଡି ଯୁବାମଞ୍ଚ ଓ ଜାଗୃତି ଶାଖାର ଆନୁକୂଲ୍ୟରେ ଶ୍ରୀ ମହାବୀର ବିକଳାଙ୍ଗ ସହାୟତା ସମିତି, ରାଞ୍ଚିର ମିଳିତ ତତ୍ତ୍ବାବଧାନରେ ବଲାଙ୍ଗୀର ଜିଲ୍ଲା ତୁଷୁରା ଅଗ୍ରସେନ ଭବନ ଠାରେ ନିଃଶୁଳ୍କ ଅଙ୍ଗ ପ୍ରତ୍ୟାରୋପଣ ଶିବର ଉଦଘାଟିତ ହୋଇ ଯାଇଛି। ଏହି ଶିବରକୁ ବଲାଙ୍ଗୀର ଗାୟତ୍ରୀ ଶକ୍ତିପୀଠର ସଂପାଦକ ଡା ସୁରେଶ କୁମାର ସଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମାରୱାଡି ଯୁବାମଞ୍ଚର ସଂସ୍ଥାପକ ଓ… Continue reading ତୁଷୁରାରେ ନିଃଶୁଳ୍କ ଅଙ୍ଗ ପ୍ରତ୍ୟାରୋପଣ ଶିବର ଉଦଘାଟିତ

ଯୁକ୍ତଦୁଇ ବିଜ୍ଞାନରେ ଆକାଂକ୍ଷା ଙ୍କ ସଫଳତା

ନୟାଗଡ: ନୟାଗଡ ଜିଲ୍ଲା, ଭାପୁର ବ୍ଲକ ଅନ୍ତର୍ଗତ କରବର ଗ୍ରାମର ଆକାଂକ୍ଷା ଙ୍କ ଅସ୍ମିକା ଯୁକ୍ତଦୁଇ ବିଜ୍ଞାନ 2025 ଓଡିଶା ବୋର୍ଡ ଅଧୀନ ବାର୍ଷିକ ପରୀକ୍ଷା ରେ 94.8% ପ୍ରତିଶତ ନମ୍ବର ରଖି ଅର୍ଥାତ 600 ରୁ 569 ନମ୍ବର ଅହେତୁକ ସଫଳତା ହାସଲ କରିବା ସହିତ ନୟାଗଡ ହାୟର ସେକେଣ୍ଡେରୀ ସ୍ୱୟଂ ଶାସିତ ଅର୍ଥାତ ନିଜ ବିଦ୍ୟାଳୟ କୁ ଗୌରାବାନ୍ୱିତ କରିଛନ୍ତି l ଝିଅମାନେ ବି କୌଣସି ଗୁଣରେ କମ ନୁହଁନ୍ତି, ଏହା ପୁନର୍ବାର ପ୍ରମାଣିତ… Continue reading ଯୁକ୍ତଦୁଇ ବିଜ୍ଞାନରେ ଆକାଂକ୍ଷା ଙ୍କ ସଫଳତା

ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ତ୍ରିଧାରା ପକ୍ଷରୁ ଓଡ଼ିଶୀ ନୃତ୍ୟର ସମ୍ଭାର

ଭୁବନେଶ୍ୱର: ଅଗ୍ରଣୀ ଅନୁଷ୍ଠାନ ତ୍ରିଧାରା ପକ୍ଷରୁ ତ୍ରଭଞ୍ଜ କଳା ମଣ୍ଡପ ଠାରେ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ଦେବସ୍ମୃତି ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଛି । ସ୍ବର୍ଗତ ଗୁରୁ ଦେବପ୍ରସାଦ ଦାସଙ୍କ ଅନନ୍ୟ ଶୈଳୀ (ଘରାନା)କୁ ଓଡ଼ିଶୀ ନୃତ୍ୟ ରୂପରେ ପ୍ରଦର୍ଶନ ଓ ଓଡ଼ିଶୀ ନୃତ୍ୟକୁ ପାରମ୍ପରିକ ଆଦିବାସୀ, ଲୋକନୃତ୍ୟରେ ସଂଯୋଗ କରିବା ଏହି ମହୋତ୍ସବର ଉଦ୍ଦେଶ୍ୟ । ଏହି ଉତ୍ସବରେ ସମ୍ମାନିତ ଅତିଥୁ ଭାବେ ପ୍ରସାର ଭାରତୀର ପୂର୍ବତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେଶ… Continue reading ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ତ୍ରିଧାରା ପକ୍ଷରୁ ଓଡ଼ିଶୀ ନୃତ୍ୟର ସମ୍ଭାର

ସ୍ବର୍ଗତ ହେମଲତାଙ୍କ ସ୍ମୃତିରେ ଖାଦ୍ୟ ଓ ବସ୍ତ୍ର ଦାନ

ଭୁବନେଶ୍ୱର: ବରିଷ୍ଠ ସମାଜସେବୀକା, ସରଳ, ମିଷ୍ଠଭାଷୀ ବ୍ୟକ୍ତିତ୍ୱ ର ଅଧିକାରୀ ସ୍ବର୍ଗତ ହେମଲତା ସାହୁଙ୍କ 11 ତମ ସ୍ମୃତି ଚାରଣ ଦିବସ ସ୍ଥାନୀୟ ଖଣ୍ଡଗିରି ସ୍ଥିତ ସତ୍ୟ ମହିମା ଆଶ୍ରମ ଠାରେ ନିଆରା ଭାବେ “ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ “ପକ୍ଷରୁ ପରିଚାଳନା ନିର୍ଦ୍ଧେଶକ ନାରାୟଣ ଖୁଣ୍ଟିଆଙ୍କ ପୌରହିତ୍ୟ ଓ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଙ୍କ ସଂଯୋଜନା ରେ ଆୟୋଜିତ ହୋଇ ଯାଇଛି l ଶୂନ୍ୟ ପ୍ରଭୁଙ୍କୁ ପ୍ରଦୀପ ପ୍ରଜ୍ବଳନ ସହ ବିଶ୍ୱ ବାସୀ ଙ୍କ… Continue reading ସ୍ବର୍ଗତ ହେମଲତାଙ୍କ ସ୍ମୃତିରେ ଖାଦ୍ୟ ଓ ବସ୍ତ୍ର ଦାନ

ସନ୍ଥ ତୀର୍ଥ ପୂଜନ ଉତ୍ସବ ଅନୁଷ୍ଠିତ

ତିର୍ତୋଲ: ଶ୍ରୀମଦ ବାବା ବଳିଆଙ୍କ ଶିଶୁ ଅନନ୍ତ ଆଶ୍ରମ ଅରିଲୋ ଠାରେ ସନ୍ଥ ତୀର୍ଥ ପୂଜନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ସଂସ୍କୃତି ପୁରୁଷ, ସ୍ତମ୍ଭକାର ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଙ୍କ ସମେତ ସାରା ଓଡିଶାରୁ 32 ଜଣ ସାଧୁ,ସନ୍ଥ, ମହନ୍ତ ଯୋଗ ଦେବା ସହିତ ଭାରତର ମହାନ ସାଂସ୍କୃତିକ ସନାତନ ପରମ୍ପରା କୁ ଆଗେଇ ନେବା ପାଇଁ ଏହା ଉଦ୍ଦିଷ୍ଠ ବୋଲି ମତ ବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମକୁ… Continue reading ସନ୍ଥ ତୀର୍ଥ ପୂଜନ ଉତ୍ସବ ଅନୁଷ୍ଠିତ

ସାମାଜିକ ସଂଗଠନ ‘ଶାନ୍ତିପଥ’ର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ସତ୍ୟ, ଶାନ୍ତି, ଅହିଂସା, ମାନବବାଦ, ଯୋଗ ପ୍ରମୁଖକୁ ଯଦି ଜଣେ ବ୍ୟକ୍ତି ଉତ୍ତମ ଭାବେ ପାଳନ କରିବା ସହିତ ରାଷ୍ଟ୍ରର ପ୍ରଗତି ନିମିତ୍ତି ସମର୍ପିତ ଭାବେ କାର୍ଯ୍ୟକରେ, ପ୍ରକୃତରେ ତାହା ହିଁ ହେବ ବିଶ୍ୱଶାନ୍ତି ପାଇଁ ଏକାନ୍ତ ଅପରିହାର୍ଯ୍ୟ। ବୌଦ୍ଧିକ ଓ ସାମାଜିକ ସଂଗଠନ ‘ଶାନ୍ତିପଥ’ର ସପ୍ତମ ବାର୍ଷିକ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ପହଲଗାଓଁ ଆକ୍ରମଣରେ ମୃତକ ବ୍ୟକ୍ତି ଓ ଶହିଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ… Continue reading ସାମାଜିକ ସଂଗଠନ ‘ଶାନ୍ତିପଥ’ର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସେଣ୍ଟ ଅର୍ଣ୍ଣଲଡ଼ ସ୍କୁଲ ଆଗରେ ଅଭିଭାବକ ମହାସଙ୍ଘର ଧାରଣା

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ ଅନୁଯାଇ ସବୁ ପ୍ରାଇଭେଟ ସ୍କୁଲ ରେ ଆର୍ଥିକ ଅନାଗ୍ରସର ଶ୍ରେଣୀ ପିଲାଙ୍କ ନିମନ୍ତେ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ 25% ସିଟରେ ମାଗଣା ପlଠ ପଢ଼ିବାର ବ୍ୟବସ୍ଥା ରହିଛି l ସେହି ଆଇନ ଅନୁଯାଇ ଏବର୍ଷ 18 ଜଣ ପିଲାଙ୍କୁ କଳିଙ୍ଗବିହାରସ୍ଥ ସେଣ୍ଟ ଅର୍ଣ୍ଣଲଡ଼ ସ୍କୁଲରେ ଏହି ସ୍କିମରେ ଆଡ଼ମିସନ ପାଇଁ ଗଣଶିକ୍ଷା ବିଭାଗ ଯୋଗ୍ୟ ବିବେଚିତ କରି ଚିଠି କରିଛି l ହେଲେ ସେଣ୍ଟ ଅର୍ଣ୍ଣଲଡ଼ ସ୍କୁଲ ସେହି ପିଲାଙ୍କୁ ଆଡ଼ମିସନ… Continue reading ସେଣ୍ଟ ଅର୍ଣ୍ଣଲଡ଼ ସ୍କୁଲ ଆଗରେ ଅଭିଭାବକ ମହାସଙ୍ଘର ଧାରଣା

ଅକ୍ଷୟ ଯୁବ ସଂଘ ତରଫରୁ ମେଧାବୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ବାଙ୍କୀ: ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମର ଧିରେନ୍ଦ୍ର ପରିଡ଼ା ଙ୍କ ପୁତ୍ର ଦିବ୍ୟଜିତ୍ ପରିଡ଼ା ଏ-1 ପାଇଥିବାରୁ ତାକୁ ସମ୍ବର୍ଦ୍ଧିତ କରାଯାଇଛି। ସାମାଜିକ ଅନୁଷ୍ଠାନ ଅକ୍ଷୟ ଯୁବ ସଂଘ ର ଆବାହକ ଅବିନାଶ ପଟ୍ଟନାୟକ ଶ୍ରୀ ପରିଡ଼ା ଙ୍କ ଦୁଲଣାପୁର ସ୍ଥିତ ବାସଭବନରେ ପୁଷ୍ପବୃଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ନିରଞ୍ଜନ ସାହୁ, ଦିବ୍ୟଜିତଙ୍କ ମାତା ପୁଷ୍ପଲତା ପରିଡ଼ା ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମୀଧର… Continue reading ଅକ୍ଷୟ ଯୁବ ସଂଘ ତରଫରୁ ମେଧାବୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ଚନ୍ଦନ ମହୋତ୍ସବ ରେ ନୃତ୍ୟନିପୁଣା ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ,” ଇସ୍କନ ମନ୍ଦିର” ,ଦ୍ବାରା ଆୟୋଜିତ ଚନ୍ଦନ ମହୋତ୍ସବର ଶେଷ ସନ୍ଧ୍ୟାରେ ,”ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ” ଦ୍ଵାରା ଓଡ଼ିଶୀ ନୃତ୍ୟ , ମାହାରୀ ନୃତ୍ୟ ଏବଂ ଭଜନ ନୃତ୍ୟ ପରିବେଷଣ କରାଯାଇଥିଲା। ଗୁରୁ ଡଂ ପ୍ରିୟଙ୍କା ମିଶ୍ରଙ୍କ ପ୍ରଶିକ୍ଷଣରେ ଏବଂ ପ୍ରତିମା ମିଶ୍ରଙ୍କ ସୁପରିଚାଳନା ଦ୍ବାରା ଅନୁଷ୍ଠାନର ନୃତ୍ୟାଙ୍ଗନା ମାନେ ଖୁବ୍ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରି , ଉପସ୍ଥିତ ଦର୍ଶକମାନଙ୍କର କରତାଳି ସାଉଁଟି ଥିଲେ । ଶିଳ୍ପୀମାନେ… Continue reading ଚନ୍ଦନ ମହୋତ୍ସବ ରେ ନୃତ୍ୟନିପୁଣା ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ

ଓଡ଼ିଆ କଳାକାରଙ୍କ ସ୍ୱର OKS ପରିବାର ପକ୍ଷରୁ ଦହି ପଖାଳ ବଣ୍ଟନ

ଭୁବନେଶ୍ଵର: ଭୁବନେଶ୍ଵର ସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କ (ଆଇଜି ପାର୍କ) ନିକଟରେ ଆଜି ରବିବାର ତା 18 ରିଖ ଦିନ 11 ଟା ରୁ ଦିନ 3 ଟା ପର୍ଯ୍ୟନ୍ତ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାଖାପାଖି 400 ଜଣ, ପଥ ଚାରୀ, ଭିନ୍ନକ୍ଷମ, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ମାନେ ପଖାଳ ଖାଇ ତୃପ୍ତି ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ବିଧାୟକ ଜଗନ୍ନାଥ ପ୍ରଧାନ, ପୂର୍ବତନ କର୍ପୋରେଟର ବାୟାଁ ଭାଇ, କର୍ପୋରେଟର… Continue reading ଓଡ଼ିଆ କଳାକାରଙ୍କ ସ୍ୱର OKS ପରିବାର ପକ୍ଷରୁ ଦହି ପଖାଳ ବଣ୍ଟନ

You cannot copy content of this page